ଇଣ୍ଡିଆ ହାରିବା ସାହିପାରିଲାନି ଦେବ ହରିଦେଲା ନିଜ ଜୀବନ, ଖେଳାକୁ ଦେବ ଭାରି ଭଲପାଉଥିଲା ଆଉ ଯେତେବେଳେ ଇଣ୍ଡିଆ ହାରିଗଲା ସେ କଷ୍ଟକୁ ଦେବ ସହି ପାରିଲାନି ଆମ ଗାଁରେ ଯେଉଁଠିବି ଖେଳ ହୁଏ ଦେବ ସେଇଠି ଯାଇଁ ପହଞ୍ଚି ଯାଏ କିନ୍ତୁ ଭାରତର ହାରିବା କଷ୍ଟକୁ ସେ ସହଜରେ ଗ୍ରହଣ କରିପାରିଲାନି 23 ବର୍ଷୀୟ ଭେଣ୍ଡା ଟୋକାଟା ଇଣ୍ଡିଆ ହାରିଲା ଏପଟେ ସେ ଜୀବନ ହରିଦେଲା | ଦର୍ଶକ ବନ୍ଧୁ କ୍ରିକେଟକୁ ଏତେଲୋକ ପାଗଳ ଭଳି ଭଲପାଆଣ୍ଟି ଦେବାକୁ ନଦେଖିଲେ ବିଶ୍ୱାସ କରିହେବନାହିଁ |
ପୁଅକୁ ହରାଇବା ପରେ ତାଙ୍କ ପରିବାର ଅବସ୍ଥା ଥିବା ଆପଣ ମାନେ ଥରେ ଭାବନ୍ତୁ କଲଇଥିଲା 2023 ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ସହିତ ଅଷ୍ଟେଲିଆ ବାଘ ସହ କଙ୍ଗାରୁ ଖେଳୁଥିଲା ଆଉ ଠିକ ଏତିକି ବେଳେ କ୍ରିକେଟକୁ ଜୀବନଠାରୁ ଅଧିକ ଭଲପାଉଥିବା ଦେବବି ଖେଳ ଦେଖୁଥିଲା ଆଉ ଯେତେବେଳେ ଭାରତ ହାତରୁ ମ୍ୟାଚ ଚାଲିଗଲା ଠିକ ସେତିକି ବେଳକୁ ଦେବା ଯେଉଁଠାରେ ଖେଳ ଦେଖୁଥିଲା ସେଠୁ ଉଠି ଚାଲିଆସିଲା |
ଆମମାଟିରେ ଅଷ୍ଟେଲିଆ ବିଶ୍ୱକପ ମୁଣ୍ଡିକି ନବ ତାକୁ ସହି ହବନି ଖେଳ ଉପରେ ବିରକ୍ତି ପ୍ରକାଶ କରି ଖେଳାକୁ ଭଲ ପାଉଥିବା ଦେବ ରଞ୍ଜନ ଦାସ | ଆଉ କାଲି ରାତିରେ ଦେବ ଘରକୁ ଫେରିଲାନି ବୋଧହୁଏ ମନଦୁଃଖରେ କୋଉ ସାଙ୍ଗ ସାଥି ପାଖାରେ ରହିଯାଇଥିବ ଭାବି ପରିବାର ଲୋକେ ଆଉ ଖୋଜ ଖୋଜି କଲେ ନାହିଁ ହେଲେ ସକାଳୁ ଦେଖିଲାବେଳକୁ ଦେବ ଆଉ ନାହିଁ | ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜାରି ପଞ୍ଚାୟତର କୁଳସାହିରେ |
ନୀଳମଣି ଦାସଙ୍କ ସାନପୁଅ ଦେବରଞ୍ଜନ ଦାସ ଯାହାଙ୍କର ଆଜି ସକାଳୁ ସକାଳୁ ମୃ-ତୁ ହୋଇଛି, ପଡିଶା ଲୋକେ ଛାତଉପରେ ଦେବରଞ୍ଜ ଜୀବନ ହାରିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ଆଉ ତାପରେ ପରିବାର ଲୋକେ ଛାତ ଉପରୁକୁ ଗଲା ବେଳକୁ ଦେବା ଆଉ ନାହିଁ | କୁହାଯାଉଛି ଇଣ୍ଡିଆ ହାରିଲା ଦେବା ଦୁନିଆରୁ ଚାଲିଗଲା, ଦର୍ଶକବନ୍ଧୁ ଖବର ପାଇ ଜରି ବିଟ ହାଉସର ଅଧିକାରୀ ପହଁଚି ତଦନ୍ତ କରୁଛନ୍ତି ଆଉ ଦେହକୁ ଵେବଛେଦ ପାଇଁ ପଠାଯାଇଛି |