ନମସ୍କାର ଦର୍ଶକବନ୍ଧୁ ବାଇକରେ ବୁଲୁଚି ବଳଦ ସୋସିଆଲ ମେଡିଆରେ ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର |ତେବେ ରାତି ପାଇବା ମାତ୍ରେ ଆପଣ ସୋସିଆଲ ମେଡିଆରେ ଅନେକ ଭିଡିଓ ଦେଖିବାକୁ ପାଇଥିବେ କିଛି ଭିଡିଓ ଆମକୁ ବହୁତ ଜିନିଷ ଜାଣିବାକୁ ମିଳିଥାଏ ତ ଆଉ କିଛି ଘଟଣା ଆମକୁ ବହୁତ ମନୋରଞ୍ଜନ କରାଇଥାଏ |
ସେହିପରି କିଛି ଘଟଣା ଆମକୁ ଆକୃଷ୍ଟ କରିଥାଏ ଆଉ କିଛି ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇଥାଏ |ତେବେ ଏହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ନେଇ ସୋସିଆଲ ମେଡିଆରେ ବିଭିନ୍ନ ମତ ନେଇ ଭାଇରଲ ହେବାରେ ଲାଗିଛି |
ତେବେ ଭିଡିଓରେ ଦେଖାଯାଇଛି ଜଣେ ଯୁବକ ବାଇକ ଯୋଗେଁ ରାସ୍ତାରେ ଗତି କରୁଛନ୍ତି ତାଙ୍କ ସହିତ ବାଇକରେ ଏକ ବଳଦ ମଧ୍ୟ ରହିଛି |ଯୁବକ ଜଣକ ବାଇକ ଚଳାଉ ଥିବା ତେଲ ଟାଙ୍କି ଉପରେ ସେ ଗୋଟେ ବଳଦକୁ ବସାଇ ଛନ୍ତି |ବଳଦର ବଡ଼ ବଡ଼ ସିଂହ ଏବଂ ଚେହେରାରୁ ଜଣା ପଡ଼ିଛି ବଳଦଟି ବୃଦ୍ଧା ଅବସ୍ଥାରେ ପହଞ୍ଚିଛି |
ତେବେ ଭୟଭୀତ ଅବସ୍ଥାରେ ବଳଦଟି ବାଇକରେ ବସି ରହିଥିବା ବେଳେ ବିପଦ ଜନକ ଭାବରେ ଯୁବକ ଜଣକ ଗାଡ଼ି ମଧ୍ୟ ଚଳାଉଛନ୍ତି ତେବେ ପଛ ପଟୁ କାର ଧରି ଆସୁଥିବା କେହି ଜଣେ ବ୍ୟକ୍ତି ଏହାକୁ ରେକର୍ଡ କରି ସୋସିଆଲ ମେଡିଆରେ ଅପ୍ଲୋଡ କରିଛନ୍ତି |