Ajira anuchinta : ସ୍ତ୍ରୀ କେଉଁ ଜିନିଷ ଅନ୍ୟକୁ ଦେବାଦ୍ଵାରା ସ୍ୱାମୀ ଭିକାରୀ ହୋଇଯାଏ.,ପୁରୁଷ ଲୋକମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମନେରଖନ୍ତୁ ସୁନା ଜିନିଷ ପାଇବା ଦ୍ୱାରା ଅଶୁଭ ହୋଇଥାଏ ଏବଂ ଗ୍ରହ ଦୋଷ ଉତ୍ପନ ହୋଇଥାଏ ତେଣୁ ମନ୍ଦିରରେ ପୂଜା ପାଠ କରି ପିଲା ମାନଙ୍କୁ ମିଷ୍ଟାନ ବାଣ୍ଟିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ |ଯେଉଁ ଜାଗାରେ କୌଣସି ବିଷୟରେ ଯୁକ୍ତିତର୍କ ହୋଇଥାଏ ସେଠାରେ କେବେ ଭାଗ ନେବା ଉଚିତ ନୁହେଁ ଏହା ଦ୍ୱାରା ଆପଣ କେବେବି ଅସୁବିଧାରେ ପଡ଼ି ପାରନ୍ତି |

କୌଣସି ଲୋକଙ୍କୁ କେବେବି ବିନା କାରଣରେ କିମ୍ବା ଅଯଥାରେ ପ୍ରଶଂସା କରିବା ଉଚିତ ନୁହେଁ ଏହା ଦ୍ୱାରା ଆପଣଙ୍କୁ ସାମାଜିକ ସମସ୍ୟା ଦେଖା ଦେଇପାରେ |ଯଦି କୌଣସି ମନ୍ଦିରରେ କିଛି ଜିନିଷ ଦାନ କରନ୍ତି କିମ୍ବା ଦକ୍ଷିଣା ଦିଅନ୍ତି ତେବେ ସେସବୁକୁ ମନେ ପକାଇବା ଉଚିତ ନୁହେଁ ଏହା ଅମଙ୍ଗଳ ହୋଇଥାଏ |

ଘରର ନାରୀ ଯଦି ନିଜକୁ ସଫା ସୁତୁରା ସହିତ ସଜେଇ ହୋଇ ରଖି ଥାଆନ୍ତି ତାଙ୍କ ସ୍ୱାମୀ ତାଙ୍କ ପ୍ରତି ଆକର୍ଷିତ ହୋଇଥାଆନ୍ତି ଏବଂ ପରସ୍ପର ମଧ୍ୟରେ ପ୍ରେମ ଭଲ ପାଇବା ବଢ଼ିଥାଏ |ଶୋଇବା ଘରର କବାଟ ଆଗରେ ଆଇନା ଲଗାଇବା ଶୁଭପ୍ରଦ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ସକାଳ ସମୟରେ ଗୁରୁ ଗୁରୁଜନ ମାନଙ୍କ ପ୍ରଣାମ କରିଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ |

ପ୍ରାତଃ କାଳ ,ଅର୍ଦ୍ଧ ରାତ୍ର ଓ ଭୋଜନର ଅଵ୍ୟବହିତରେ ପୁରୁଷ କିମ୍ବା ମହିଳା ମାନେ ଶା-ରୀ-ରି-କ ସମ୍ପର୍କ ରଖିବା ଉଚିତ ନୁହେଁ |ସ୍ତ୍ରୀ ଲୋକମାନେ କେବେବି ଘରର ଦ୍ୱାର ମୁହଁରେ ଲାଗିକରି ଖାଆନ୍ତୁ ନାହିଁ ନଚେତ ଆପଣଙ୍କ ଘରେ ସର୍ବଦା ଦରିଦ୍ରତା ବୃଦ୍ଧି ପାଇଥାଏ |

Leave a Reply

Your email address will not be published. Required fields are marked *