21 ନଭେମ୍ବର ଅଁଳା ନବମୀ ଚୁପଚାପ କରିଦିଅନ୍ତୁ ଏହି ଛୋଟିଆ ଉପାୟ ,ଧନର ବର୍ଷା ହେବ ମାଲାମାଲ ହୋଇଯିବେ ଆପଣ

ବନ୍ଧୁଗଣ ଧର୍ମଗ୍ରନ୍ଥ ଅନୁସାରେ କାର୍ତିକ ମାସର ଶୁକ୍ଲପକ୍ଷର ନବମୀ ତିଥିକୁ ଅଁଳା ନବମୀ ନାମରେ ଜାଣିଥାନ୍ତି ଏହି ବର୍ଷ 21 ନଭେମ୍ବର 2023 ମଙ୍ଗଳବାର ଦିନ ପଡ଼ିବାକୁ ଯାଉଅଛି ପବିତ୍ର ଅଁଳା ନବମୀ | ଯେଉଁ ପ୍ରକାରରେ ଭଗବାନ ଶିବଙ୍କୁ ବେଲବୃକ୍ଷ ଅତ୍ୟନ୍ତ ପ୍ରିୟ ହୋଇଥାଏ ଭଗବାନ ଶଙ୍କର ବେଲ ବୃକ୍ଷରେ ବାସ କରିଥାନ୍ତି ସେହି ପରି ଭଗବାନ ନାରାୟଣ ଅର୍ଥାତ ଭଗବାନ ବିଷ୍ଣୁ ଅଁଳା ବୃକ୍ଷରେ ନିବାସ କରିଥାନ୍ତି |

ତେବେ ଆପଣ ଅଁଳା ନବମୀ ଦିନ ସକାଳୁ ଉଠି ସ୍ନାନ କରିବା ପରେ ବ୍ରତ ପୂଜାର ସଂକଳ୍ପ ନେବାକୁ ପଡିବ ଏବଂ ସଫା କପଡା ପିନ୍ଧିକି ଅଁଳା ବୃକ୍ଷକୁ ପୂଜା କରିବାକୁ ପଡିବ ସର୍ବ ପ୍ରଥେମେ ଆପଣ ଅଁଳା ବୃକ୍ଷର ପରିକ୍ରମା କରନ୍ତୁ ଏହାପରେ ହଳଦୀ କୁଙ୍କୁମ ଫଳ ଇତ୍ୟାଦି ଆପଣ ଅଁଳା ଗଛରେ ଚଢାନ୍ତୁ |

ଅଁଳା ବୃକ୍ଷ ମୂଳରେ କ୍ଷୀର ଏବଂ ଜଳ ମିଶାଇ ଅର୍ପଣ କରନ୍ତୁ ଏହାପରେ ଅଁଳା ବୃକ୍ଷରେ ଗାୟିତ୍ରୀ ଫିତା ବାନ୍ଧିବା ସହିତ ୮ଥର ପରିକ୍ରମା କରନ୍ତୁ ଏହାକୁ ବହୁତ ଶୁଭ ମାନାଯାଇଥାଏ ଏହି ପ୍ରକାର ପୂଜା କରିବା ଦ୍ୱାରା ପୂଜାର ପୁର୍ଣ ଫଳ ପ୍ରାପ୍ତି ହୋଇଥାଏ ଯଦି ସମ୍ଭବ ହୁଏ ପରିବାର ସମସ୍ତ ଲୋକ ଏହି ଦିନରେ ଅଁଳା ଗଛତଳେ ବସିକି ଭୋଜନ କରନ୍ତୁ |

ଏହି ଦିନରେ ବ୍ରାହ୍ମଣ ମହିଳାଙ୍କୁ ସୁହାଗ ଜିନିଷ ଦାନ କରନ୍ତୁ ବ୍ରାହ୍ମଣ ମହିଳାଙ୍କୁ ଯେଉଁ ମା ମାଉସୀ ଭଉଣୀ ମାନେ ଆପଣ ସୁହାଗ ଜିନିଷ ବା 16 ସିଙ୍ଗର ଦେଇଥାନ୍ତି ଏହା ସହିତ କିଛି ଖାଇବାକୁ ଦିଅନ୍ତି ବା କିଛି ପଇସା ମଧ୍ୟ ଦେଇଥାନ୍ତି ତେବେ ଏହିସବୁ ଅକ୍ଷୟ ହୋଇଥାଏ | ଏହି ଉପାୟ କରିବା ଦ୍ୱାରା ପୁରା ବର୍ଷ ମିଳିବ ଫାଇଦା…

Leave a Reply

Your email address will not be published. Required fields are marked *