କିନ୍ନର ଙ୍କୁ ଦେଖିବା ମାତ୍ରେ ଚୁପଚାପ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ, ମୋତି ଭଳି ଚମକିବ ଆପଣଙ୍କ ଭାଗ୍ୟ ,ଥରେ କହିକି ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଆମ ଦେଶ ଭାରତରେ ଅଲଗା ଅଲଗା ଧର୍ମର ଲୋକ ରହି ଥାଆନ୍ତି ତେଣୁ ଏହି କାରଣରୁ ସମସ୍ତ ଉତ୍ସାହ ଧୁମ ଧାମରେ ପାଳନ କରନ୍ତି ବନ୍ଧୁଗଣ କେତେକ ଉତ୍ସାହ ଆସେ କେତେ ପ୍ରକାରର ଲୋକ ଆପଣଙ୍କ ଘରକୁ କିମ୍ବା ରାସ୍ତାରେ ଉତ୍ସାହ ବନାଇବା ଖୁସିରେ ପଇସା ମାଗି ଥାଆନ୍ତି କିନ୍ତୁ ଏହି ଲୋକମାନଙ୍କ ମଧ୍ୟରୁ ଏମିତି କିଛି ଲୋକ ଥାଆନ୍ତି ସେମାନଙ୍କ ଉପରେ ଆମେ ପୁରା ବିଶ୍ୱାସ କରିଥାଉ ଆମେ ଆପଣଙ୍କୁ ଆଜି କିନ୍ନର ମାନଙ୍କ ବିଷୟରେ କହିବାକୁ ଯାଉଛୁ |

କିନ୍ନର ମାନେ ବିବାହ ଉତ୍ସବ ହେଉ କିମ୍ବା ଘରେ ଜନ୍ମଦିନ ଉତ୍ସବ ହେଉ ଯେକୌଣସି ପର୍ବ ହେଉ ଯଦି କିନ୍ନର ମାନେ ଆସନ୍ତି ତେବେ ପଇସା ନନେଇ ମଧ୍ୟ ଯାଇ ନଥାନ୍ତି |ତେବେ ଆପଣମାନେ ଯଦି ସେମାନଙ୍କୁ ଖୁସିରେ ପଇସା ଦେଇ ଥାଆନ୍ତି ତେବେ ସେମାନେ ଖୁସିରେ ପଇସା ନେଇ ଯାଇ ଥାଆନ୍ତି ଏବଂ ସେମାନଙ୍କର ଆଶୀର୍ବାଦର ଅଧିକ ପ୍ରଭାବ ରହିଥାଏ |

ଏହି ଆଶୀର୍ବାଦ ମଧ୍ୟ ଚାଲିଥିବା ଆପଣଙ୍କ ଖରାପ ସମୟକୁ ବଦଳାଇ ଦେଇଥାଏ ଯଦି କିନ୍ନର ମାନେ କାହାକୁ ଅଭିଶାପ ଦିଅନ୍ତି ତେବେ ସେମାନଙ୍କ ଜୀବନ ବର୍ବାଦ ହୋଇ ଯାଇପାରେ |କିନ୍ନର ଯଦି ଆପଣଙ୍କୁ କେବେବି ପଇସା ମାଗୁଛନ୍ତି ତେବେ ଆପଣ ଯଥା ଶୀଘ୍ର ପଇସା ଦେଇ ଆପଣ ବିଦା କରି ଦେଇଥାଆନ୍ତି ଏବଂ ସେମାନଙ୍କ ସହିତ ଅଧିକ କଥାବାର୍ତ୍ତା ହେଉ ନାହାଁନ୍ତି |

ଯଦି ଆପଣ କିନ୍ନର ମାନଙ୍କୁ ପଇସା ଦେଇ ସାରିଲା ପରେ ଏହି ଦୁଇଟି ଶବ୍ଦ କହି ଦେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲି ଯାଇଥାଏ ଏହାର ଅର୍ଥ ଏହା ଯେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ବା ଧନ ଯୋଗର ରାସ୍ତା ଖୋଲି ଯାଇଥାଏ ଏବଂ ଆପଣ ଯଥାଶୀଘ୍ର ମାଲାମାଲ ହୋଇଯିବେ |

କୁହାଯାଏ ଯେ ଏହି ଦୁଇଟି ଶବ୍ଦ କହିବା ପରେ ଆପଣଙ୍କ ସମ୍ପତ୍ତିରେ ଉନ୍ନତି ଆସିଥାଏ ଏବଂ ଆପଣଙ୍କ ଧନ ଲାଭ ହୋଇ ଯାଇଥାଏ ତେବେ ଚାଲନ୍ତୁ ଜାଣିବା ସେହି ଦୁଇଟି ଶବ୍ଦ ବିଷୟରେ ଯଦି ଆପଣଙ୍କ ଘରକୁ ,କିମ୍ବା ଅଫିସକୁ ବା ରାସ୍ତାରେ କିନ୍ନର ପଇସା ମାଗୁଛନ୍ତି ତେବେ ଆପଣ ତାଙ୍କୁ ପଇସା ଦେଇ ସାରିଲା ପରେ କହିବେ ଆଉ ଥରେ ଆସିବେ ଆପଣଙ୍କୁ ଏହି ଦୁଇଟି ଶବ୍ଦ ନିହାତି କହିବା ଦରକାର

Leave a Reply

Your email address will not be published. Required fields are marked *