ଏବେ ଏବେ SBI ଗ୍ରାହକ ମାନଙ୍କ ଆସିଲା ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ,ଖାତା ଥିଲେ ଶୀଘ୍ର ଦେଖନ୍ତୁ ,କଟିପରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ SBI ର ବ୍ୟାଙ୍କ ଆକାଉଣ୍ଟ ଅଛି ତାହେଲେ ଏବେ ହୋଇଯାଆନ୍ତୁ ସାବଧାନ ଏବେ SBI ପକ୍ଷରୁ ଆସିଲା ବହୁତ ବଡ଼ ଅପଡେଟ କଣ ଆସିଛି ଅପଡେଟ ଯଦି ଆପଣଙ୍କ SBI ରେ ଖାତା ଅଛି ତେବେ ଶୀଘ୍ର ଦେଖନ୍ତୁ |ଦିନକୁ ଦିନ ଇଣ୍ଟରନେଟ ବ୍ୟବହାର ବଢିବାକୁ ଲାଗୁଥିଲେ ମଧ୍ୟ ସାଇବର ଫ୍ରଡ଼ ମାନଙ୍କ କାରନାମା ମଧ୍ୟ ବଢ଼ିବାରେ ଲାଗିଛି ଅନେକ ସମୟରେ ଭୁଲ କାରଣରୁ ବ୍ୟାଙ୍କ ଗ୍ରାହକ ମାନେ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ଦେଖା ଯାଉଛି |

ତେବେ ଏହା ମଧ୍ୟରେ ଦେଶର ସର୍ବ ବୃହତ ବ୍ୟାଙ୍କ SBI ତାର ପଚାଶ କୋଟି ଗ୍ରାହକଙ୍କ ପାଇଁ ଏକ ଚେତାବନୀ ଜାରି କରିଛି SBI ପକ୍ଷରୁ କୁହାଯାଇଛି ଅନେକ ସମୟରେ ଗ୍ରାହକଙ୍କ ନିକଟକୁ ଆକାଉଣ୍ଟ ବନ୍ଦ ହୋଇଯିବା ନେଇ ମ୍ୟାସେଜ ଆସିଯାଇଛି |ଏନେଇ ଗ୍ରାହକ ମାନେ କୌଣସି ଜବାବ ନ ଦେବା ଉଚିତ ଠକ ମାନେ ଗ୍ରାହକଙ୍କ ନିକଟକୁ ଏପରି ମ୍ୟାସେଜ ପଠାଇ ଅର୍ଥ ହଡ଼ପ କରି ଦେଇଥାଆନ୍ତି |

ଠକ ମାନେ ମ୍ୟାସେଜରେ ଲେଖି ଥାଆନ୍ତି ପ୍ରିୟ ଗ୍ରାହକ ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ କରାଯିବ ଦୟାକରି ଆପଣଙ୍କ ପ୍ୟାନ କାର୍ଡ ନମ୍ବରକୁ ଲିଙ୍କ କରିବା ଆମେ ଦେଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ଏପରି ମ୍ୟାସେଜ ଆସିଲେ ଦୟାକରି ଗ୍ରାହକ ମାନେ ଜବାବ ଦିଅନ୍ତୁ ନାହିଁ ସଙ୍ଗେ ସଙ୍ଗେ ଇମେଲ କିମ୍ବା ମ୍ୟାସେଜକୁ ବ୍ଲକ କରନ୍ତୁ |

ଏଥିପାଇଁ ସାଇବର କ୍ରାଇମ ହେଲ୍ପ ଲାଇନ ନମ୍ବର 1930 କୁ ମଧ୍ୟ କଲ କରିପାରିବେ ଆଉ ଏହା ପରେ ସାଇବର କ୍ରାଇମ .Gov .in ୱେବସାଇଟରେ ମଧ୍ୟ ଅଭିଯୋଗ କରିପାରିବେ |ସାଧାରଣତଃ ବ୍ୟାଙ୍କ ଫ୍ରଏଡ ହେଲେ କିଛି ଲୋକ ନକହି ଚୁପ ହୋଇ ବସି ଥାଆନ୍ତି |ଆପଣ ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ଖବର ଦେଲେ ଆପଣଙ୍କ ସମ୍ପୂର୍ଣ୍ଣ ଅର୍ଥ ରାଶି ଫେରସ୍ତ ପାଇବେ ବୋଲି ଭାରତୀୟ ରିଜର୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି |

ସାଇବର ଫ୍ରଡ଼ ପାଇଁ ବ୍ୟାଙ୍କ ଇନ୍ସୁରାନ୍ସ ପଲିସି ନେଇଥାଏ ତେଣୁ କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କ ବୀମା କମ୍ପାନୀ ଠାରୁ ଅର୍ଥ ଆଣି ଆପଣଙ୍କ କ୍ଷତି ଭରଣ କରିଥାଏ ସବୁଠାରୁ ବଡ଼ କଥା ହେଉଛି ଏହି ଠକାମିର ସୂଚନା ଆପଣଙ୍କୁ ତିନି ଦିନ ଭିତରେ ଦେବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *