ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ଜୀବନୀ ଓ ପ୍ରକୃତ ପରିବାର ଏବଂ ତାଙ୍କ ବିଷୟରେ ଲୁଚି ରହିଥିବା କିଛି ଅଜଣା କଥା ବିଷୟରେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ଅଭିନେତା ମନୋଜ ମିଶ୍ରଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ତାହେଲେ ମନୋଜ ମିଶ୍ରକୁ ନେଇ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି ତାହେଲେ ପଶ୍ଚିମ ଓଡିଶା ଏବଂ ପୂର୍ବ ଓଡିଶା ଭାବରେ ବାଣ୍ଟି ହୋଇଯାଇଛି ଓଲିଉଡ଼ ଇଣ୍ଡଷ୍ଟ୍ରି |ତାହେଲେ ମନୋଜ ମିଶ୍ର ଏବଂ ଜିତୁ ମଙ୍ଗରାଜଙ୍କ ଭିତରେ ଲାଗିଥିବା ବ୍ୟକ୍ତିଗତ ଝଗଡ଼ା ଯୋଗୁଁ ରାମ ଚଳଚ୍ଚିତ୍ରକୁ ସମ୍ବଲପୁରରେ ରିଲିଜ ହେବାକୁ ରୋକିଥିଲେ |

ମନୋଜେ ମିଶ୍ରଙ୍କ ଫ୍ୟାନ ମାନେ ଆଉ ଏହା ପରେ ମନୋଜ ମିଶ୍ରକୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟାନ କରାଯାଇଛି ଗତ ଦିନ ମାନଙ୍କରେ ମନୋଜ ମିଶ୍ରଙ୍କ ଚଳଚ୍ଚିତ୍ର ମାଇଣ୍ଡ ଗେମ ରିଲିଜ ହେଉଥିଲା ଯେଉଁଥିରେ ସୁନ୍ଦର ଅଭିନୟ ତାଙ୍କର ଦେଖିବାକୁ ମିଳିଥିଲା ଫିଲ୍ମର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି ମନୋଜ ମିଶ୍ର ସାରା ଓଡ଼ିଶାରେ ଜବରଦସ୍ତ ବିଜନେସ କରୁଛି ମାଇଣ୍ଡ ଗେମ |

ହେଲେ ଏହା ପରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଫାଟ ସୃଷ୍ଟି ହୋଇଥିବାର ନଜରରେ ଆସିଛି |ଅରିନ୍ଦମଙ୍କ ଚଳଚ୍ଚିତ୍ର ରାମ ଏବଂ ମାଇଣ୍ଡ ଗେମକୁ ନେଇ ଦେଖ ଯାଇଥିଲା ବିବାଦ ଆଉ ଏଥିରେ ପ୍ରବେଶ କରିଛନ୍ତି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି |ତାହେଲେ ଅନୁଭବ ମହାନ୍ତି ଏବଂ ମନୋଜ ମିଶ୍ରଙ୍କ ଝିଅଙ୍କୁ ନେଇ କିଛି କଥା କହିଛନ୍ତି |

ଗତ ଦିନ ମାନଙ୍କରେ ମନୋଜ ଏକ ଭିଡିଓରେ କହିଥିଲେ ଅନୁଭବଙ୍କ ପାଇଁ ତାଙ୍କ ଝିଅ ଡିପ୍ରେସନକୁ ଚାଲି ଯାଉଛନ୍ତି ଅନୁଭବଙ୍କ ପାଇଁ ମନୋଜ ମିଶ୍ରଙ୍କ ଝିଅ ସେଣ୍ଟ୍ରାଲ ସ୍କୁଲରେ ଆଡମିଶନ ପାଇଥିଲେ ଏହାକୁ ନେଇ ଅନୁଭବ ମହାନ୍ତି ବହୁ ଜାଗାରେ ବାହାଦୂର ମାରିଥିଲେ |

ଏହି କଥା କହିଛନ୍ତି ମନୋଜ ମିଶ୍ର ଆଉ ଏହାର ଉତ୍ତରରେ ମଧ୍ୟ ଅନୁଭବ ମହାନ୍ତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଉ ଏହା ପରେ ବିବାଦ ଦୁଇ ଗୋଷ୍ଟି ମଧ୍ୟରେ ବଢ଼ିବାରେ ଲାଗିଛି ବର୍ତ୍ତମାନ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ବ୍ୟାନ କରାଯିବ ବୋଲି ଶୁଣିବାକୁ ମିଳିଛି |

Leave a Reply

Your email address will not be published. Required fields are marked *