Ajira anuchinta: ଘରେ ସ୍ତ୍ରୀ କେଉଁ ଭୁଲ୍ କରିବା ଦ୍ୱାରା ସ୍ୱାମୀଙ୍କର ମୃ-ତ୍ୟୁ ଯୋଗ ଆସିଥାଏ ,ମହିଳା ମାନେ ନିଶ୍ଚୟ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଗାଧେଇବା ପରେ ଗାଧୁଆ ଘରେ ଓଦା କପଡ଼ା ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ସମ୍ମାନ ହାନି ହେବାର ସମ୍ଭାବନା ଦେଖା ଦେଇଥାଏ |ସ୍ତ୍ରୀ ଲୋକମାନେ ଗାଧେଇବାର ସଙ୍ଗେ ସଙ୍ଗେ ସିନ୍ଦୁର ପିନ୍ଧିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ ଭାବନା ଆସିବା ସହିତ ଆର୍ଥିକ ସଙ୍କଟ ଦେଇଥାଏ |

ସ୍ତ୍ରୀ ଲୋକମାନେ ଦଣ୍ଡବତ କହି ପ୍ରଣାମ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳା ମାନେ ଶିବ ଲିଙ୍ଗ ସ୍ପର୍ଶ କରିବା ଅନୁଚିତ |ମହିଳା ମାନେ କେବେବି ପ୍ରଭୁ ହନୁମାନ ଏବଂ ଶନିଦେବଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ମନ୍ଦିରରେ ମହିଳା ମାନଙ୍କୁ ଠେଲା ପେଲା କରିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ |

ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ ପୂଜା କରିବା ସମୟରେ ମୁଣ୍ଡକୁ ବସ୍ତ୍ର ଦ୍ୱାରା ଘୋଡ଼ାଇବା ଉଚିତ ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳ ମନ ସ୍ଥିର ହେବା ସହିତ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ |ପ୍ରତ୍ୟକ ଦିନ ହଳଦୀର ତିଳକ ଲଗାଇବା ସହିତ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ଗୁରୁ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ କ୍ୟାନ୍ସର ,କାମଳ ରୋଗ ଏବଂ ପେଟ ସମ୍ପର୍କିତ ରୋଗ ଦୂର ହୋଇଥାଏ |

ସ୍ନାତିକ ଭୋଜନ କରିବା ସହିତ ସକାଳୁ ଓସ୍ତ ଗଛ ମୂଳରେ କିଛି ସମୟ ବସିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ ଏବଂ ଶରୀର ବିକୃତ ହେବା ସହିତ ସମସ୍ୟା ,ଜଟିଳ ରୋଗ ଏବଂ ସ୍ନାୟୁ ଜନିତ ସମସ୍ୟା ଦୂର ହୋଇଥାଏ

Leave a Reply

Your email address will not be published. Required fields are marked *