ରାସ୍ତାରେ ଠିଆ ହେଇଥିବା ମହିଳାକୁ ଜଣା ନଥିଲା ତା ସହ କଣ ଘଟିବାକୁ ଯାଉଛି ,janile ଆପଣଙ୍କ ରୁମ ଟାଙ୍କୁରୀ ଉଠିବ

ନମସ୍କାର ଦର୍ଶକବନ୍ଧୁ ଗୋଟିଏ ଜଙ୍ଗଲୀ ପଶୁ କେବଳ ଗୋଟିଏ ଜଙ୍ଗଲୀ ପଶୁ ହିଁ ହୋଇଥାଏ କିନ୍ତୁ ଯେତେବେଳେ ତା ମୁଣ୍ଡ ଗରମ ହୋଇଯାଏ ତ ସେତେବେଳେ ତା ଅସଲ ରୂପ ସାମ୍ନାକୁ ଆସେ ଏବଂ ମଣିଷ ଯେଉଁ କାମ ସ୍ବପ୍ନରେ ଭାବି ନଥାଏ ମଣିଷ ସହ ପଶୁ ସେହି କାମ କରିଦିଏ ଯାହା ଦେଖିଲେ ଆପଣଙ୍କ ଛାତି ଥରିଯିବ

|ଜଣେ ବ୍ୟକ୍ତି ଅଜଗର ସାପକୁ କାନ୍ଧରେ ପକାଇ ସେଲ୍ଫି ନେବା ଭାରି ପଡ଼ିଗଲା କାରଣ ଅଜଗର ତାକୁ ନିଜର ଶିକାର ଭାବି ସାରିଥିଲା |ଯେତେବେଳେ ବ୍ୟକ୍ତି ଜଣକ ଅଜଗର ସାପକୁ ନିଜ କାନ୍ଧରେ ଗୁରାଇ ପକାଇ ଥିଲା ସେତେବେଳେ ଅଜଗର ସାପ ଜୋରରେ ବ୍ୟକ୍ତିର ବେକରେ ଗୁରାଇ ହୋଇ ରହିଲା ଏବଂ ବହୁତ ଚେଷ୍ଟା ପରେ ବ୍ୟକ୍ତି ଜଣକ ବଞ୍ଚିଗଲା |

ବିନା କାରଣରେ ରାସ୍ତାରେ ଯାଉଥିବା ଷଣ୍ଢକୁ ବାଡ଼େଇବା ଏହି ମହାରାଜଙ୍କୁ ଜମ ଦର୍ଶନ କରାଇ ଦେଇଥାଆନ୍ତା ଏବଂ ତାଙ୍କ ଜୀବନ ସେ ଅଳ୍ପକେରୁ ଫେରି ପାଇଲେ |ଷଣ୍ଢଟି ରାସ୍ତାରେ ଯାଉଥିବା ସମୟରେ ସ୍ୱାମୀ ସ୍ତ୍ରୀ ମିଶି ଷଣ୍ଢକୁ ପିଟିଥିଲେ ଏବଂ ଷଣ୍ଢଟି ରାଗି ଯାଇ ଏମାନଙ୍କୁ ଗୋଡ଼ାଇ ଥିଲା |

ଯଦି ଆପଣ ଆଫ୍ରିକାର ନଦୀରେ ଚାଲୁଥିବା କୌଣସି ବୋଟରେ ବସିଛନ୍ତି ତ ଆପଣଙ୍କୁ ସର୍ବଦା ସଚେତନ ରହିବାର ଆବଶ୍ୟକତା ରହିଛି କାରଣ କାହାକୁ ଜଣା ନାହିଁ ମୃ-ତ୍ୟୁ କେଉଁ ଦିଗରୁ ଚାଲି ଆସିବ |

ସକାଳୁ ସକାଳୁ ଉଠି ଲୋକମାନେ ଦେଖିଲେ ଯେ ଜଣେ ଅଜଣା ଗେଷ୍ଟ ତାଙ୍କ ଘରକୁ ଚାଲି ଆସିଛି ଏଠି ଭୁଲ କାହାର କଣ ଏକ ମହିଳା ବୁଲିବାକୁ କାର ନେଇ ବାହାରିଥିବା ବେଳେ ଏକ ଚିତା ବାଘ ହାବୁଡ଼ରେ ପଡ଼ିଗଲେ ଏବଂ ଚିତା ବାଘ ପାଖକୁ ଆସୁ ମହିଳା ଜଣକ ନିଜ ଛୁଆକୁ କାର ଭିତରେ ପୁରାଇ ଭାଗ ହୋଇଗଲେ ନଚେତ ତାହାର କଣ ହୋଇଥାଆନ୍ତା |

କିଛି ଲୋକ ଜଙ୍ଗଲକୁ ବୁଲିବାକୁ ଯାଇଥିଲେ ହେଲେ ଭାଲୁ ସହ ପଙ୍ଗା ନେବା ଏହି ଲୋକ ମାନଙ୍କ ଉପରେ ଭାରି ପଡ଼ିଲା ବିଚରାର ଜୀବନ ଦୀପ ସେଦିନ ସବୁଦିନ ପାଇଁ ଲିଭି ଗଲା ଏହି ଦୃଶ୍ୟଟି ଏତେ ଭୟଙ୍କର ଥିଲା ଯେ ଭାଲୁ ଟି ପୁରା ହିଂସ୍ର ପାଲଟି ଯାଇଥିଲା |

Leave a Reply

Your email address will not be published. Required fields are marked *