ଓଡ଼ିଆ ସିରିଏଲ୍ ଅଭିନେତା ମାନଙ୍କ ବାପାଙ୍କୁ ଦେଖି ଆପଣ ଆଶ୍ଚର୍ୟ୍ଯ ହେବେ ,ସବୁଠୁ ବେଶୀ ହ୍ୟାଣ୍ଡସମ ଏହି Hero ଙ୍କ ବାପା ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ପ୍ରତିଦିନ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ବନ୍ଧୁଗଣ ଏହି ସିରିଏଲ ହିରୋ ମାନେ ଦେଖିବାକୁ କେତେ ସୁନ୍ଦର ଆପଣମାନେ ତ ନିଶ୍ଚିତ ଭାବରେ ଦେଖୁଥିବେ କିନ୍ତୁ ଆପଣ କେବେ ଭାବିଛନ୍ତି କି ତାଙ୍କ ବାପା ମାନେ ଦେଖିବାକୁ କିପରି କିମ୍ବା ଆପଣମାନେ ତାଙ୍କ ବାପା ମାନଙ୍କୁ କେବେ ଦେଖିଛନ୍ତି କି ଯଦି ଆପଣ ଏହି ସିରିଏଲ ହିରୋ ବାପା ମାନଙ୍କୁ ଜାଣି ନାହାଁନ୍ତି ତେବେ ଆସନ୍ତୁ ଆଜି ଆମେ ହିରୋ ମାନଙ୍କ ବାପା ବିଷୟରେ କହିବୁ |

ପ୍ରଥମେ ରହିଛନ୍ତି ସାତ୍ଵିକ ଆପଣମାନେ ଏହି ହିରୋଙ୍କୁ ତ ନୂଆ ବୋହୁ ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ ସାତ୍ଵିକଙ୍କୁ ଛୋଟ ବେଳରୁ ଯିଏ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର ଗଢିବାରେ ସାହାଯ୍ୟ କରିଥିଲେ ଯିଏ ତାଙ୍କୁ ଅଧିକ ସପୋର୍ଟ କରିଥିଲେ ସିଏ ହେଉଛନ୍ତି ତାଙ୍କ ବାପା ଯାହାଙ୍କୁ ଆପଣମାନେ ଦେଖିପାରୁଥିବେ |

ନମ୍ବର 2 ରେ ଅଛନ୍ତି ଅମର ଯାହାଙ୍କୁ ଆପଣମାନେ ଝିଲ୍ଲୀ ସିରିଏଲ ଅଭିନୟ କରିଥିବାର ନିଶ୍ଚିତ ଦେଖିଥିବେ ଆଦି ଏବଂ ଭକ୍ତିଙ୍କ ଜୀବନ ସାଥି ସିରିଏଲଟି ବି ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦର୍ଶକବନ୍ଧୁ ଇଏ ହେଉଛନ୍ତି ଆଦିଙ୍କ ବାପା ଯିଏ ଜଣେ ସରକାରୀ କର୍ମଚାରୀ ଅଟନ୍ତି |

ଏହା ପରେ ତିନି ନମ୍ବରରେ ଆସୁଛନ୍ତି ତୋ ପାଇଁ ମୁଁ ସିରିଏଲର ଲିଡ଼ ଆକ୍ଟର ଭାବରେ ଦେଖିବାକୁ ମିଳିଥିଲେ ଆଉ ବହୁ ମାତ୍ରାରେ ପପୁଲାର ମଧ୍ୟ ହୋଇଥିଲା ଆପଣ ଉପରେ ଫୋଟରେ ଦେଖି ପାରୁଥିବେ ଇଏ ହେଉଛନ୍ତି ପଦିପଙ୍କ ବାପା |

ଏହା ପରେ ଆମ ଲିଷ୍ଟରେ ଅଛନ୍ତି ସୁବାସିସ ଶର୍ମା ଯାହାଙ୍କୁ ଆପଣମାନେ ଦୁର୍ଗା ସିରିଏଲ ହିରୋ ଭୂମିକାରେ ଦେଖିବାକୁ ପାଇଥିବେ ସୁବାସିସ ଆଲବମ ଏବଂ ଅନେକ ଗୁଡ଼ିଏ ଫିଲ୍ମରେ ମଧ୍ୟ କାମ କରିଛନ୍ତି ତେବେ ଦେଖନ୍ତୁ ଇଏ ହେଉଛନ୍ତି ସୁବାସିସଙ୍କ ବାପା |

ଏହା ପରେ ଆମ ଲିଷ୍ଟରେ ସନ୍ଦୀପ ମୁଁ ବି ଅର୍ଦ୍ଧାଙ୍ଗିନୀ ସିରିଏଲରେ ସନ୍ଦୀପଙ୍କ ସୁନ୍ଦର ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦର୍ଶକବନ୍ଧୁ ଇଏ ହେଉଛନ୍ତି ସନ୍ଦୀପଙ୍କ ବାପା ଯିଏ ଜଣେ ସୋସିଆଲ ୱାର୍କର ଅଟନ୍ତି ଏହା ଛଡ଼ା ତାଙ୍କର ବହୁତ ବିଜନେସ ମଧ୍ୟ ରହିଛି

Leave a Reply

Your email address will not be published. Required fields are marked *