SBI ଗ୍ରାହକ ମାନଙ୍କୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ ,ଖାତା ଥିଲେ ଶୀଘ୍ର ଦେଖନ୍ତୁ ,ନଚେତ ଗାଏବ ହୋଇଯିବ ଆପଣଙ୍କ ହଜାର ହଜାର ଟଙ୍କା

ନମସ୍କାର ଦର୍ଶକବନ୍ଧୁ SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖବର ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ରହିଛି ତେବେ ଜାଣିରଖନ୍ତୁ ଏନେଇ SBI ଜାରି କଲା ଆଉ କିଛି ନୂଆ ସୂଚନା ଯାହା ମଧ୍ୟ ଆପଣଙ୍କୁ ବହୁତ ସାରା କାମରେ ଆସିବ ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ବଢି ଚାଲିଥିବା ବେଳେ ସାଇବର ଫ୍ରଡଙ୍କ କାରନାମା ମଧ୍ୟ ବଢ଼ିବାରେ ଲାଗିଛି |ଅନେକ ସମୟରେ ସାମାନ୍ୟ ଭୁଲ କାରଣରୁ ବ୍ୟାଙ୍କ ଗ୍ରାହକ ମାନେ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ଦେଖିବାକୁ ମିଳିଛି |

ତେବେ ଏହାରି ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସର୍ବୋତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ପଚାଶ କୋଟି ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଡିଟେଲସ ଜାଣିବା |SBI ପକ୍ଷରୁ କୁହାଯାଇଛି ଅନେକ ସମୟରେ ଗ୍ରାହକଙ୍କ ନିକଟକୁ ଆକାଉଣ୍ଟ ବନ୍ଦ ହେବା ପାଇଁ ମ୍ୟାସେଜ ମଧ୍ୟ ଆସିଥାଏ ତେବେ SBI ତରଫରୁ ଏଭଳି କୌଣସି ମ୍ୟାସେଜ ପଠା ଯାଇନଥାଏ |ଏହା ହୋଉଛି ଫୋରଜି ମ୍ୟାସେଜ ତେଣୁ ସମସ୍ତ ଗ୍ରାହକଙ୍କୁ ଏନେଇ ସାବଧାନ ରହିବା ଆବଶ୍ୟକ |

ଏନେଇ ଗ୍ରାହକ ମାନେ କୌଣସି ଜବାବ ନ ଦେବା ଉଚିତ ଠକ ମାନେ ଗ୍ରାହକଙ୍କ ନିକଟକୁ ଏପରି ମ୍ୟାସେଜ ପଠାଇ ଅର୍ଥ ହଡ଼ପ କରି ଦେଇଥାଆନ୍ତି ଠକ ମାନେ ମ୍ୟାସେଜରେ ଲେଖି ଥାଆନ୍ତି ପ୍ରିୟ ଗ୍ରାହକ ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ କରାଯିବ ଦୟାକରି ଆପଣଙ୍କ ପ୍ୟାନ କାର୍ଡ ନମ୍ବରକୁ ଲିଙ୍କ କରିବା ଆମେ ଦେଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ଏପରି ମ୍ୟାସେଜ ଆସିଲେ ଦୟାକରି ଗ୍ରାହକ ମାନେ ଜବାବ ଦିଅନ୍ତୁ ନାହିଁ ସଙ୍ଗେ ସଙ୍ଗେ ଇମେଲ କିମ୍ବା ମ୍ୟାସେଜକୁ ବ୍ଲକ କରନ୍ତୁ |

ଏଥିପାଇଁ ସାଇବର କ୍ରାଇମ ହେଲ୍ପ ଲାଇନ ନମ୍ବର 1930 କୁ ମଧ୍ୟ କଲ କରିପାରିବେ ଆଉ ଏହା ପରେ ସାଇବର କ୍ରାଇମ .Gov .in ୱେବସାଇଟରେ ମଧ୍ୟ ଅଭିଯୋଗ କରିପାରିବେ |ସାଧାରଣତଃ ବ୍ୟାଙ୍କ ଫ୍ରଏଡ ହେଲେ କିଛି ଲୋକ ନକହି ଚୁପ ହୋଇ ବସି ଥାଆନ୍ତି |ଆପଣ ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ଖବର ଦେଲେ ଆପଣଙ୍କ ସମ୍ପୂର୍ଣ୍ଣ ଅର୍ଥ ରାଶି ଫେରସ୍ତ ପାଇବେ ବୋଲି ଭାରତୀୟ ରିଜର୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି |

ସାଇବର ଫ୍ରଡ଼ ପାଇଁ ବ୍ୟାଙ୍କ ଇନ୍ସୁରାନ୍ସ ପଲିସି ନେଇଥାଏ ତେଣୁ କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କ ବୀମା କମ୍ପାନୀ ଠାରୁ ଅର୍ଥ ଆଣି ଆପଣଙ୍କ କ୍ଷତି ଭରଣ କରିଥାଏ ସବୁଠାରୁ ବଡ଼ କଥା ହେଉଛି ଏହି ଠକାମିର ସୂଚନା ଆପଣଙ୍କୁ ତିନି ଦିନ ଭିତରେ ଦେବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *