Health tips:ଦାନ୍ତ ପୋକ ମାରିବାର ଏକ ଅଦ୍ଭୁତ ‍ଉପାୟ ,ଥରେ କରିକି ଦେଖନ୍ତୁ କ୍ଷୀର ଭଳି ଚମକିବ ଆପଣଙ୍କ ଦାନ୍ତ

ନମସ୍କାର ଦର୍ଶକବନ୍ଧୁ ସମୟେ ସମୟରେ ଆପଣ ଦାନ୍ତ ପରିସ୍କାର ବା ଦାନ୍ତର ଦେଖାଶୁଣା ଠିକ ସେ ନକରିବା ତେବେ ଦାନ୍ତରୁ ଗନ୍ଧ ବାହାରବା ଦାନ୍ତରୁ ରକ୍ତ ବାହାରିବା ଦାନ୍ତ ପୋକ କାଟିବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ଯେଉଁ କାରଣରୁ ଆମ ଦାନ୍ତରେ କଷ୍ଟ ହୋଇଥାଏ ସେହି କାରଣରୁ ଆମର ଦାନ୍ତରେ ଅନେକ ସମସ୍ୟା ଦେଖା ଦେଇଥାଏ |

ଏହି କାରଣରୁ ଆମ ଦାନ୍ତ ପୋକ କାଟି ଆମ ଦାନ୍ତ ଭିତର ଫମ୍ପା ମଧ୍ୟ ହୋଇ ଯାଇଥାଏ ଆଜି ଆମେ ଆପଣଙ୍କୁ ଦାନ୍ତ ପୋକ ମାରିବାର ଅଦ୍ଭୁତ ଉପାୟ କହିବୁ |ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲୁଣ ଏବଂ ସୋରିଷ ତେଲର ଆବଶ୍ୟକତା ରହିଛି |

ଏବେ ଗୋଟେ ଛୋଟ ଗିନାରେ ଗୋଟିଏ କିମ୍ବା ଦୁଇ ଚାମଚ ସୋରିଷ ତେଲ ଢାଳନ୍ତୁ ଏବଂ ସହ ଗୋଟିଏ ଚାମଚ ଲୁଣ ମିଶାଇ ଭଲ ଭାବରେ ମିଶ୍ରଣ କରନ୍ତୁ ଏହି ତିଆରି କରାଯାଇଥିବା ମିଶ୍ରଣକୁ ଜିନ ବ୍ରସ ସାହାଯ୍ୟରେ ପାଞ୍ଚରୁ ସାତ ଥର ଭଲ ଭାବରେ ଚାରିପଟେ ଘସନ୍ତୁ |

ଏହା ଦ୍ୱାରା ଆମ ଦାନ୍ତ ଚମକି ଉଠିବ ଦାନ୍ତରେ ଲାଗିଥିବା ପୋକ ଦୂରେଇ ଯିବ ଯଦି ଆପଣ ଏହି ଉପାୟକୁ ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ଲଗାତାର କରନ୍ତି ତେବେ ଆପଣଙ୍କ ପାଟିରୁ ବାହାରି ଥିବା ଗନ୍ଧ ମଧ୍ୟ ଦୂର ହୋଇଯିବ ଏହା ଦ୍ୱାରା ଆପଣଙ୍କ ପାଟି ସଫା ସୁତୁରା ରହିବ |

Leave a Reply

Your email address will not be published. Required fields are marked *