Ajira anuchinta : ଘରେ ଚପଲ ଓଲଟା ପଡିଲେ କେଉଁ ସଙ୍କେତ ମିଳିଥାଏ ,ନଚେତ ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡ଼ିବ ନାହିଁ ଶୀଘ୍ର ଜାଣନ୍ତୁ

ଲେମ୍ବ ରସ ସହ ସୋରିଷ ତେଲ ମିଶାଇ ପାଦରେ ମାଲିସ କଲେ ଭଲ ନିଦ ହୋଇଥାଏ ଚୁଟି ପାଚି ଥିଲେ ହିଡ଼ିମିଚ ଶାଗ ଦୁଇ ମାସ ଖାଇଲେ ଚୁଟି ପାଚିବା ବନ୍ଦ ହୁଏ ଶ୍ୱାସ ବଢିଗଲେ ପାଚିଲା କଦଳୀକୁ ଗରମ କରି ଗୋଲ ମରିଚ ମିଶାଇ ଖାଇଲେ ଆରମ ମିଳେ ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗି କରି ଖାଇଲେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ |

ବିବାହିତ ଲୋକମାନେ କେବେବି ନିଜର କାଜଲ ,ବିନ୍ଦି ,ସିନ୍ଦୁର ,ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାନ୍ତୁ ନାହିଁ କାରଣ ସ୍ୱାମୀଙ୍କ ଆକର୍ଷଣ କମିଯାଏ ଖସା ଲଡ଼ୁ କିମ୍ବା ତୁଳସୀ ଦ୍ୱାରା ଶିବଙ୍କ ପୂଜା କରନ୍ତୁ ନାହିଁ |ରାତିରେ ପଇଡ଼ ଏବଂ କଇଁଛ ଖାଆନ୍ତୁ ନାହିଁ ଏହା ଅମଙ୍ଗଳ କାରୀ ହୋଇଥାଏ ରାତ୍ରି ସମୟରେ କେବେବି ଅଶ୍ୱସ୍ତ ବୃକ୍ଷ ମୂଳରେ ଛିଡ଼ା ହୁଅନ୍ତୁ ନାହିଁ ଏହା ଅମଙ୍ଗଳ କାରୀ ହୋଇଥାଏ |

ଗାଧେଇଲା ବେଳେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଗାଧାନ୍ତୁ ଏହା ମଙ୍ଗଳ ହୋଇଥାଏ |ସୁବର୍ଣ୍ଣ ଭୂମି ଏବଂ କନ୍ୟା ଦାନ କଲେ ପୁରାତନ ବ୍ୟାଧି ଦୂର ହୋଇଥାଏ ଧାତୁ ନଷ୍ଟ ହେଉଥିଲେ ସୋଲାକୁ ବତରାଇ ସାତ ଦିନ ଖାଆନ୍ତୁ |ମଙ୍ଗଳ ଦୋଷ ଥିଲେ ଅର୍ଦ୍ଧ ନାରୀଶ୍ୱର ଫୋଟ ବା ମୂର୍ତ୍ତି ପୂଜା କଲେ ତାହା ଦୂର ହୋଇଥାଏ |

ସ୍ୱାମୀ ସ୍ତ୍ରୀ ଖାଇଲା ବେଳେ ସ୍ତ୍ରୀ ସ୍ୱାମୀର ବାମ ପଟରେ ବସି ଖାଇବା ଉଚିତ |ଯଦି ଘରର ଦୁଆର ମୁହଁରେ ଜୋତା ଚପଲ ଓଲଟା ପଡ଼ିଥିବାର ଦେଖନ୍ତି ତେବେ ତୁରନ୍ତ ସିଧା କରିଦେବା ଉଚିତ ଏହା ଅଶୁଭ ହୋଇଥାଏ ଏବଂ କଳି ଝଗଡ଼ା ହେବାର ସଙ୍କେତ ଦେଇଥାଏ

Leave a Reply

Your email address will not be published. Required fields are marked *