ବନ୍ଧୁଗଣ ଆଜି ଆମେ ଜାଣିବା ସେହି ଚାରୋଟି ନାମର ଝିଅ ମାନଙ୍କ ବିଷୟରେ ଯେଉଁ ମାନେ ପୁଅ ମାନଙ୍କର ସବୁ ଇଚ୍ଛାକୁ ପୂରଣ କରିଥାନ୍ତି | ପ୍ରେମ ବିଶ୍ୱାସ ଏବଂ ସନ୍ନମାନ ଏହି 3ଟି ଉପରେ ପତି ପତ୍ନୀଙ୍କ ସଂମ୍ପର୍କ ନିର୍ଭର କରିଥାଏ | ଯଦି କୌଣସି କାରଣ ବଶତ ଏହି ତିନୋଟି ମଧ୍ୟରୁ ଗୋଟିଏରେ ଅଭାବ ହୋଇଥାଏ ତେବେ ସଂମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ | ତେଣୁ ସୁଖ ମୟ ଦାମ୍ପତ୍ୟ ଜୀବନ ପାଇଁ ଏହି 3ଟି ଜିନିଷ ନିତ୍ୟାନ୍ତ ରହିବା ଆବଶ୍ୟକ | ତେଣୁ ଜୀବନ ସାଥୀଙ୍କୁ ଖୁସି ରଖିବା ପାଇଁ ଅନେକ ଲୋକ ବିଭିନ୍ନ ଉପାୟ କରିଥାନ୍ତି | ଆଜି ଆମେ ଆପଣଙ୍କୁ ଜଣେଇବୁ ଏହି ଚାରୋଟି ଅକ୍ଷରରେ ନାମର ଝିଅ ମାନଙ୍କ ବିଷୟରେ ଯେଉଁ ମାନେ ନିଜର ଜିବନ ସାଥି ଙ୍କୁ ଖୁସି କରିବା ସହିତ ସେମାନେ ସବୁ ଇଛାକୁ ପୂରଣ କରିଥାନ୍ତି |
ପ୍ରଥମେ ରହିଛି D ଅକ୍ଷର ଝିଅ – ଯେଉଁ ଝିଅ ମାନଙ୍କ ନାମ D ଅକ୍ଷରୁ ଆରମ୍ଭ ହୋଇ ଥାଏ ସେମାନେ ନିଜର ଜିବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି ଏହି ଝିଅ ମାନେ ନିଜର ସ୍ୱଚ୍ଛ ହୃଦୟରେ ନିଜର ଜିବନ ସାଥିଙ୍କ ସେବା କରି ଥାନ୍ତି । ଏବଂ ସାରା ଜିବନ ସେମାନଙ୍କ ସାଥିରେ ରହି ଥାନ୍ତି |
ଦୁଇ ରେ ରହିଛି H ଅକ୍ଷରର ଝିଅ ମାନେ – ଏହି ଝିଅ ମାନେ ନିଜର ସ୍ୱାମୀ ଙ୍କ ପ୍ରତି ସେବା ଭାବ ରଖଇ ଥାନ୍ତି ଏମାନେ ସ୍ୱାମୀଙ୍କ ସବୁ କଥାକୁ ସୁଣି ଥାନ୍ତି ଏମାନେ ନିଜର ସ୍ୱାମୀଙ୍କ ଏତେ ବିଶ୍ୱସ୍ଥ ହୋଇ ଥାନ୍ତି ଯେ ଏମାନେ ସାରା ଜିବନ ନିଶ୍ୱାର୍ଥ ଭାବେ ସେମାନଙ୍କ ସେବା କରନ୍ତି |
ତନିରେ ରହିଛି K ନାମ ଥିବା ଝିଅ ମାନେ – ସବୁ ସମୟରେ ସ୍ୱଚ୍ଛ ହୃଦୟ ବାନ୍ ହୋଇ ଥାନ୍ତି ସ୍ୱଚ୍ଛ ହୃଦୟରେ ସ୍ୱାମୀଙ୍କ ସେବା କରିବା ଏବଂ ସେମାନଙ୍କୁ ସେବା କରିବା ପାଇଁ ଟିକିଏ ବି ହେଳା କରନ୍ତି ନାହିଁ |
ଚାରିରେ ରହିଛି A ନାମର ଝିଅ – ଏହି ନାମର ଝିଅ ମାନଙ୍କୁ ସବୁ ବେଳେ ସ୍ୱଚ୍ଛ ହୃଦୟରୁ ଭଲ ପାଇବା ଭଳି ସାଥି ମିଳି ଥାଏ ଏମାନେ ମଧ୍ୟ ସେମାନଙ୍କ ସାଥିଙ୍କ ପ୍ରତି ବହୁତ ବିଶ୍ୱସ୍ଥ ରହି ଥାନ୍ତି ଏମାନେ ସାରା ଜିବନ ନିଜ ସ୍ୱାମୀଙ୍କ ସେବା କରି ଥାନ୍ତି ଏମାନେ ସବୁ ବେଳେ ନିଜର ପରିବାର ବହୁତ ଭଲ ଭାବେ ଧ୍ୟାନ ମଧ୍ୟ ରଖନ୍ତି |