PhonePe ବ୍ୟବହାର କାରୀଙ୍କ ପାଇଁ ଆସିଲା ବଡ଼ ଖୁସିର ଖବର ,ଆପଣ ମଧ୍ୟ ପାଇପାରିବେ ଏହି ସୁବିଧାର ଲାଭ ,ଶୀଘ୍ର ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ଫୋନ ପେ ଗ୍ରାହକମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଯଦି ଆପଣ ଯଦି ଫୋନ ପେ ବ୍ୟବହାର କରୁଛାନ୍ତି ଆପଣ ଯଦି ଫୋନ ପେ ଜରିଆରେ ଟଙ୍କା ନେଣ ଦେଣ କରୁଛନ୍ତି ଆପଣଙ୍କୁ ଜାଣିରଖିବା ଜରୁରୀ ଯେ ମିଳିବାକୁ ଯାଉଛି ବଡ଼ ସୁବିଧା ଏନେଇ ଫୋନ ପେ ନିଜେ ମଧ୍ୟ ସୂଚନା ଜାରିକରିଛି ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା |

ବାସ୍ତବରେ ଫୋନ ପେ ତା ଗ୍ରାହକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିବାକୁ ଯାଉଛି ଫୋନ ପେ ଏବେ ଏହାର ପେମେଣ୍ଟ ବ୍ୟାଙ୍କ ଆରମ୍ଭ କରିବାକୁ ଯାଉଛନ୍ତି ଏହାର ଅର୍ଥ ହେଲା ଯେଉଁ ଗ୍ରାହକ ମାନେ ବର୍ତ୍ତମାନ ଫୋନ ପେର ୟୁପିଆଇ ସେବା ନେଉଛନ୍ତି ସେମାନେ ବର୍ତ୍ତମାନ ଏହା ଉପରେ ଆକାଉଣ୍ଟ ଓପନ କରିପାରିବେ |

ଯେମିଟିକି ଆପଣ ପେଟିଏମରେ ପେଟିଏମ ଆକାଉଣ୍ଟ ଓପନ କରିଛନ୍ତି ଆଉ ଆପଣ ସେଥିରେ ୟୁପିଆଇ ଜରିଆରେ ଟ୍ରାନ୍ସଫର କରୁଛନ୍ତି ଠିକ ସେହିପରି ଫୋନ ମଧ୍ୟ ଆରମ୍ଭ କରିବାକୁ ଯାଉଛି ତାର ଶେଭିଙ୍ଗ ଆକାଉଣ୍ଟ ଯେଉଁଥିରେ ଆପଣମାନେ ଫୋନ ପେ ଜରିଆରେ ଆକାଉଣ୍ଟ ଓପନ କରିପାରିବେ |

ଆଉ ସେଥିରେ ଆପଣ ଟଙ୍କା ରଖି ୟୁପିଆଇ ଜରିଆରେ ତାଙ୍କ ନେନ ଦେଣ କରିପାରିବେ |ତେବେ ଏନେଇ ମଧ୍ୟ ଫୋନ ପେ ସୂଚନା ଜାରିକରିଛି ଆସନ୍ତା ମାସ ସୁଦ୍ଧା ଫୋନ ପେ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ସେଭିଙ୍ଗ ଆକାଉଣ୍ଟ |ତେବେ ଆପଣମାନେ ଫୋନ ପେ ବ୍ୟବହାର କରୁଛନ୍ତି କି ନାହିଁ କମେଣ୍ଟ କରି ଜାଣନ୍ତୁ |

Leave a Reply

Your email address will not be published. Required fields are marked *