Ajira anuchinta : ରାସ୍ତାରୁ ପଇସା ପାଇଲେ ଏହା କେଉଁ ସଂକେତ ଦେଇଥାଏ ,ପୁରୁଷ ଲୋକମାନେ ନିଶ୍ଚିତ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଶାସ୍ତ୍ର ଅନୁସାରେ ଠାକୁର ପୂଜା କରିବା ସମୟରେ ଆଖିରେ ଲୁହ ଆସିଲେ ମନରେ ଖରାପ ଭାବନା ଦୂର ହେବାର ଓ ଆତ୍ମା ଶୁଦ୍ଧି ହେବାର ସଙ୍କେତ ହୋଇଥାଏ |ସକାଳୁ ଉଠିବା ପରେ ସ୍ନାନ ଶୌଚ ସାରିବା ପରେ ଗାୟତ୍ରୀ ମନ୍ତ୍ର ଜପ କରିବା ଶୁଭପ୍ରଦ ଏବଂ ମଙ୍ଗଳକାରୀ ହୋଇଥାଏ ଦୁନିଆର ସ୍ରେଷ୍ଟ ମନ୍ତ୍ର ଗାୟତ୍ରୀ ମନ୍ତ୍ର ହୋଇଥାଏ ଏହି ମନ୍ତ୍ରଟି ସୂର୍ଯ୍ୟଦେବଙ୍କ ଉଦେଶ୍ୟରେ ସମର୍ପିତ |

ଖାଦ୍ୟ ଖାଇବା ସମୟରେ ଖାଇବା ଥାଳି ଗୋଟିଏ ହାତରେ ଧରନ୍ତୁ ନାହିଁ ଏହା ଦ୍ୱାରା ଖାଇବା ପ୍ରେତ ମାନଙ୍କୁ ପ୍ରାପ୍ତ ହୋଇଥାଏ |ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେବା କେବେବି ସଂକୋଚ କରିବା ଉଚିତ ନୁହେଁ ଖାସ କରି କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ଯିବା ସମୟରେ ନିଶ୍ଚିତ ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ଉଚିତ |

ଆପଣଙ୍କୁ ସେହି କାର୍ଯ୍ୟରେ ନିଶ୍ଚିତ ସଫଳତା ମିଳିବ |ପାକେଟ କେବେବି ଖାଲି ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ତେଣୁ ପକେଟ କିମ୍ବା ପର୍ସରେ କିଛି ପଇସା ସବୁବେଳେ ରଖିବା ଦ୍ୱାରା ଶୁଭ ହୋଇଥାଏ |

ଯଦି ଆପଣ ଘରୁ କୌଣସି ବାହାର ସ୍ଥାନକୁ ଯାଉଛନ୍ତି |ରାସ୍ତାରେ ଯଦି ଟଙ୍କା ପାଇଲେ ଏହା ବହୁତ ଶୁଭ ହୋଇଥାଏ ଆପଣଙ୍କ କାର୍ଯ୍ୟ ଯଦି ଅସଫଳ ହେଉଥିବ ତାହେଲେ ଶୀଘ୍ର ସଫଳ ହୋଇଥାଏ ଓ ପରିବାରରେ ମଧ୍ୟ ସୁଖ ଶାନ୍ତି ଦେଖା ଦେଇଥାଏ |

Leave a Reply

Your email address will not be published. Required fields are marked *