ପର ପୁରୁଷ ସହିତ ରାସଲୀଳା କରୁଥିଲା ସ୍ତ୍ରୀ ,ନିଜ ସ୍ତ୍ରୀକୁ ହୋଟେଲରେ ଏପରି ଅବସ୍ଥାରେ ଦେଖିଲା ସ୍ୱାମୀ ,ଜାଣିଲେ ମୁଣ୍ଡ ଘୁରେଇଦେବ

ନମସ୍କାର ଦର୍ଶକବନ୍ଧୁ ପର ପୁରୁଷ ସହ ସ୍ତ୍ରୀ କରୁଥିଲା ଶା-ରୀ-ରି-କ ସମ୍ପର୍କ ଯେତେବେଳେ ନିଜ ପ୍ରେମିକ ସହିତ ଯୁଆଡ଼େ ବି ଯାଉଥିଲା ସ୍ୱାମୀ ଜାଣି ପାରୁଥିଲା ସବୁ କାମ ବାହାରେ ବାହାରେ କରି ଥକି ପଡୁଥିଲା ସ୍ୱାମୀଙ୍କୁ କଣ ଦେବ ବିଚରା ସ୍ୱାମୀ ଛଟପଟ ହୋଇ ରାତିରେ ଶୋଉଥିଲା ଏମିତି ଅନେକ ଦିନ ଧରି ଚାଲୁଥିଲେ ମଧ୍ୟ ସ୍ୱାମୀ ଫେର ପାଉ ନଥିଲା ସ୍ତ୍ରୀ ବି ତାକୁ ସୁଖ ଦେଉ ନଥିଲା ସ୍ୱାମୀ ଖୋଜି ବୁଲୁଥିଲା ପ୍ରକୃତ ରହସ୍ୟ କଣ କିଛି ମାସ ହେବ କଣ ପାଇଁ ସେ ମତେ ଦୂରେଇ ଦେଉଛି |

ତା ପାଖରେ ମତେ ଶୁଆଇ ଦୋଉନି ଚିନ୍ତାରେ ରହିଥିଲେ ସ୍ୱାମୀ ମନରେ ଗମ୍ଭୀର ଏତେ ଭରିଗଲା ଯେ ସ୍ତ୍ରୀକୁ ସବୁବେଳେ ତା ଆଖି ସାମ୍ନାରେ ରଖିଗଲା ଯୁଆଡ଼େ ଗଲା ତା ପଛେ ପଛେ ଗଲା ଦିନେ ତା ମନ କଣ ହେଲା ଲୁଚି ଲୁଚି ତା ସ୍ତ୍ରୀର ପିଛା କରୁଥିଲା ସ୍ତ୍ରୀ କୁଆଡ଼େ ଯାଉଛି |ସ୍ତ୍ରୀ କିଛି ବାଟ ଗଲାପରେ ଆଗରେ ଗୋଟେ ଠିଆ ହୋଇଥିଲା କାର ସ୍ତ୍ରୀ କାରରେ ବସି ନିଜ ପ୍ରେମିକ ସାଙ୍ଗରେ ଚାଲିଲେ ହୋଟେଲକୁ |

ସ୍ୱାମୀ ମଧ୍ୟ ବାଇକରେ ସ୍ତ୍ରୀର ପିଛା କରି ପହଁଚିଥିଲେ ନିଜ ସ୍ତ୍ରୀ ପାଖରେ |ଦୀର୍ଘଦିନ ହେବ ସ୍ୱାମୀ ଯେଉଁ ଚିନ୍ତାରେ ପଡ଼ିଥିଲେ ଆଜି ପାଇଗଲେ ତାର ବାସ୍ତବ ପ୍ରମାଣ ଯାହା ତାଙ୍କ ଆଖି ସାମ୍ନାରେ ଘଟୁଥିଲା ତାଙ୍କ ସ୍ତ୍ରୀକୁ ଆଉ ଜଣେ ହୋଟେଲ ବେଡ଼ ଉପରେ ଶା-ରୀ-ରି-କ ସୁଖ ଦେଉଥିଲା ଏହି ସବୁ ଦୃଶ୍ୟ ଦେଖି ସ୍ୱାମୀ ଜଣକ ଦେଖି ତାଙ୍କ ସାଙ୍ଗ ପାଖକୁ ଫୋନ କରିଦେଲେ |

ସେମାନେ ହୋଟେଲ ବାହାରେ ଜଗି ରହିଥିଲେ ଓ ସ୍ୱାମୀ ଜଣକ ହୋଟେଲର କବାଟ ବାଡ଼େଇଲେ ସ୍ତ୍ରୀ ଭାବିଲା ହୋଟେଲ ଵାଲା କିଏ ଆସି ଡାକୁଥିବ ଏହା ଭାବି କବାଟ ଖୋଲିଦେଲା |ପ୍ରେମିକ ଯେତେବେଳେ ଜାଣିଲା ତାର ସ୍ୱାମୀ ଇଏ ମୌକା ଦେଖି ଖସିଗଲା ତାର ସ୍ତ୍ରୀର ଅସଲ ମୁଖା ତାଙ୍କ ସାମ୍ନାରେ ଧରା ପଡ଼ିଗଲା |

ସ୍ୱାମୀ ଆଗରେ ଧରା ପଡ଼ିବା ପରେ କାକୁତି ମିନତୀ ହୋଇ କ୍ଷମା ମାଗୁଛି ମତେ ଛାଡ଼ିଦିଅ ଏପରି ଭୁଲ ଆଉ କେବେ ହେବ ନାହିଁ କିନ୍ତୁ ସ୍ୱାମୀ ତାଙ୍କର ଭାରି ଏକ ଜିଦିଆ |ସ୍ୱାମୀ ଜଣକ ତାଙ୍କ ଘର ଲୋକକୁ ଡାକି ଦେଇ ନିଜ କଳା କାରନାମା ବିଷୟରେ ବଖାଳି ଦେଲେ |

Leave a Reply

Your email address will not be published. Required fields are marked *