ନମସ୍କାର ଦର୍ଶକବନ୍ଧୁ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ହଜାର ଗୁଣା ଧନର ବୃଦ୍ଧି ହୋଇଥାଏ ଏହା ବିନା ତୁଳସୀ ଗଛ ଅଧୁରା ହୋଇଥାଏ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ତୁଳସୀର ପୂଜା କରୁଥିଲେ ଏବଂ କହିଥିଲେ ଏହି ରହସ୍ୟ ବିଷୟରେ |ବନ୍ଧୁଗଣ ତୁଳସୀ ଗଛ ତ ପ୍ରତ୍ୟକ ହିନ୍ଦୁ ଘରେ ରହିଥାଏ ବହୁତ କମ ଲୋକ ତୁଳସୀ ସମ୍ବଦିତ ଶାସ୍ତ୍ରରେ ବତା ଯାଇଥିବା କେତେ ସବୁ ମହତ୍ତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣି ନାହାଁନ୍ତି ତୁଳସୀର ପୂଜା କେମିତି କରିବା ଉଚିତ ତୁଳସୀକୁ ଜଳ କେମିତି ଦେବା ଉଚିତ ତୁଳସୀ ପାଖରେ କେଉଁ ବସ୍ତ୍ର ରଖିବା ଶୁଭ ହୋଇଥାଏ ଏମିତିକି କିଛି ମହତ୍ତ୍ୱପୂର୍ଣ୍ଣ ନିୟମର ପାଳନ କରିବା ଅଧିକ ଉଚିତ |
ହୋଇଥାଏ ଏହା ଛଡ଼ା ଆପଣ ଯଦି ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ବାନ୍ଧିଥିବେ ଆପଣଙ୍କୁ ମା ତୁଳସୀର ଆଶୀର୍ବାଦ ପ୍ରାପ୍ତ ହୋଇଯିବ ଏବଂ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ସର୍ବଦା ବାସ ହୋଇଥାଏ ବନ୍ଧୁଗଣ ତୁଳସୀ ଗଛ ଘରେ ରହିବ ପ୍ରତ୍ୟକ ସଦସ୍ୟଙ୍କ ପାଇଁ ଲାଭ କାରୀ ସିଦ୍ଧ ହୋଇଥାଏ |ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଆପଣଙ୍କୁ ମୁଖ୍ୟ ପ୍ରାପ୍ତି ହୋଇଥାଏ |
ଧନ ଜନିତ ସମସ୍ୟା କେବେବି ରହି ନଥାଏ ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିଧି ବିଧାନ ବିଷୟରେ |ବନ୍ଧୁଗଣ ତୁଳସୀ ଗଛ ଘରେ ସମସ୍ତ ଲୋକ ଲଗାଇ ଥାଆନ୍ତି କିନ୍ତୁ ଏହି କଥା ବହୁତ କମ ଲୋକ ଜାଣନ୍ତି ଯେ ତୁଳସୀ ଗଛ ତଳେ ଏହି ଗୋଟିଏ ଜିନିଷ ବାନ୍ଧି ଦେବା ଦ୍ୱାରା ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ |
ତା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି ଘରକୁ କଷ୍ଟ ଆସି ନଥାଏ |ତୁଳସୀ ଗଛ ତଳେ ଏହି ଜିନିଷ ବାନ୍ଧିଲେ ଏହି ଉପାୟ କରିଲେ ମା ତୁଳସୀଙ୍କ ଆଶୀର୍ବାଦ ମିଳିଥାଏ ଆପଣଙ୍କୁ ସବୁ ଖୁସି ମିଳିଥାଏ |ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଆପଣ ତୁଳସୀର ଲାଲ ରଙ୍ଗର ଚୁନୁରି ଚଢାନ୍ତୁ ନାହିଁ |
ଲାଲ ରଙ୍ଗର ସମ୍ବଦ ମଙ୍ଗଳ ଗ୍ରହ ସହିତ ରହିଥାଏ ଏବଂ ବୁଧଗ୍ରହର ତୁଳସୀ ସହିତ ସମ୍ବଦ ରହିଥାଏ ମଙ୍ଗଳ ଏବଂ ବୁଧଗ୍ରହ ମିତ୍ର ନୁହଁନ୍ତି ବୁଧଙ୍କ ମିତ୍ର ଗ୍ରହ ଶୁକ୍ର ଏବଂ ଶନି ଗ୍ରହ ଅଟନ୍ତି ଏଥିପାଇଁ ତୁଳସୀରେ ଲାଲ ଚୁନୁରୀ କେବେବି ଚଢ଼ିବ ଉଚିତ ନୁହେଁ ଆପଣ ତୁଳସୀରେ ସବୁଜ ରଙ୍ଗର ହଳଦିଆ ରଙ୍ଗର ,ସବୁଜ ରଙ୍ଗର ଅଥବା ନୀଳ ରଙ୍ଗର ଚୁନୁରି ଚଢାଇ ପାରିବେ |