ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଅଙ୍କ ଶାସ୍ତ୍ର ଉପରେ ଆଧାରିତ ଆପଣ ଏହି ଚିତ୍ର ଫୋଟଟିକୁ ଯାହା ଦେଖୁଛନ୍ତି ତିନୋଟି ବାଣର ଚିତ୍ର ରହିଅଛି ଏହି ବାଣ ଚକ୍ରୀ ବାଣ ଏବଂ ରକେଟ ବାଣ ତା ସହିତ ତିନୋଟି ସଂଖ୍ୟା ରହୁଅଛି 1,2 ଏବଂ 3 ଦେଖନ୍ତୁ ଅଙ୍କ ଶାସ୍ତ୍ରର ବାଣ ସହିତ କୌଣସି ସମ୍ପର୍କ ନାହିଁ କିନ୍ତୁ ସଂଖ୍ୟା ସହିତ ରହିଥାଏ ଆମେ କେବଳ ଆପଣଙ୍କ ଭବିଷ୍ୟକୁ ନେଇ କିଛି ନୂଆ ନୂଆ ଟପିକ ଉପରେ ଆଣିଥାଉ ସେଥିପାଇଁ ଆପଣଙ୍କୁ ଭଲ ଲାଗିଲା ଭଳି କିଛି ଚିତ୍ର ଫୋଟ ଆମେ ରଖିଥାଉ ସେଥିପାଇଁ ଆମେ ବାଣର ଚିତ୍ର ଫୋଟଟିଏ ରଖୁଛୁ ଆପଣଙ୍କ ପସନ୍ଦ ଅନୁସାରେ ଯେଉଁ ବାଣଟିକୁ ପସନ୍ଦ କରୁଛନ୍ତି ତାକୁ ହିଁ ବାଛନ୍ତୁ ଦେଖନ୍ତୁ ଆପଣ ଯେଉଁ ବାଣଟିକୁ ପସନ୍ଦ କରିବେ ତା ସହିତ ଗୋଟିଏ ସଂଖ୍ୟା ମଧ୍ୟ ଲେଖାଯାଇଛି ତା ସହିତ ଆପଣ ସେହି ସଂଖ୍ୟାଟିକୁ ଚାହିଁଲେ ବାଛିପାରିବେ ଏପରି ଆପଣ ବାଛିବେ ଯଦି ଆପଣଙ୍କୁ ତିନୋଟି ଯାକ ବାଣ ଭଲ ଲାଗୁଥାଏ ତେବେ ଆଖି ବନ୍ଦ କରି କୌଣସି ଏକ ବାଣ ଉପରେ ହାତ ରଖନ୍ତୁ |ଯେଉଁ ବାଣଟି ଉପରେ ଆପଣଙ୍କ ହାତ ରହିବ ସେହି ବାଣ ଉପରେ ଲେଖାଥିବା ସଂଖ୍ୟା ଆଧାରରେ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ କିପରି ରହିବ |
ପ୍ରଥମ ବାଣ ଆପଣ ଯଦି ଘଡ଼ି ବା ହୁଇ ବାଣଟିକୁ ବାଛିଛନ୍ତି ତ ଦେଖନ୍ତୁ ଆପଣଙ୍କ ମନରେ ଏଭଳି କିଛି ପ୍ରଶ୍ନ ଚାଲୁଅଛି ଆପଣଙ୍କ ଦୁଃଖ କଣ ଆଉ ଦୂର ହେବ ନାହିଁ କେତେ ଦିନ ପର୍ଯ୍ୟନ୍ତ ଦୁଃଖ ଆପଣଙ୍କ ଲାଗି ରହିବ |ଗତ ପାଞ୍ଚ ବର୍ଷ ହେଲାଣି ଦୁଃଖ ,କଷ୍ଟ ଭୋଗ କରି ସାରିଲେଣି ତେଣୁ ଆପଣଙ୍କ ମନ ମଧ୍ୟରେ ପ୍ରବଳ ଚିନ୍ତା ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ଗୃହ ପାଳିତ ପଶୁ ବା ଲକ୍ଷ୍ମୀ ପ୍ରାପ୍ତି ଯୋଗ ଆପଣଙ୍କର |ଆଗାମୀ ଦିନ ଆପଣଙ୍କର ପ୍ରାପ୍ତି ହେବ ଯେତେ ଚିନ୍ତା କଲେ ମଧ୍ୟ ଆପଣଙ୍କ ଚିନ୍ତା ସବୁ ଦୁରେଇ ଯିବ କାର୍ଯ୍ୟରେ ସଫଳତା ସମୟକ୍ରମେ ହିଁ ଆସିଥାଏ ବୃଥା ଚିନ୍ତା ସବୁ ଦୂର କରନ୍ତୁ ସମସ୍ତ କାର୍ଯ୍ୟ ଆପଣଙ୍କ ଶୁଭ ହେବ ଯେତେବେଳେ ଭାଗ୍ୟର ପରିବର୍ତ୍ତନ ଯୋଗ ଦେଖାଯିବ ସେତେବେଳେ ଭାଗ୍ୟର କିଛିଟା ହାନି ହୋଇଥାଏ ସେ କଥା ଚିନ୍ତା ନକରି ପୁନଶ୍ଚ ଆଗକୁ ଯାଆନ୍ତୁ |
ଦ୍ୱିତୀୟରେ ଆପଣ ଯଦି ଚକ୍ରୀ ବାଣ ଟିକୁ ପସନ୍ଦ କରୁଛନ୍ତି ତ ଜାଣନ୍ତୁ ବର୍ତ୍ତମାନ ସମୟ ଏବଂ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ରହିବ ଆପଣ ବହୁତ ଚଞ୍ଚଳତା ପୂର୍ବକ କାମରେ ହାତ ଦେଇଛନ୍ତି ତାହା ହେଉ ନାହିଁ ଯେତେ କାମକୁ ଆପଣ ଆନନ୍ଦ ଭାବରେ ଆଗେଇ ନେଉଛନ୍ତି ସେଥିରେ ପୁଣି ପଛେଇ ଯାଉଛନ୍ତି ସେହି କାର୍ଯ୍ୟ ଆପଣଙ୍କର ଠିକ ଭାବରେ ହେଉ ନାହିଁ |ଆପଣ ଯେତେବେଳେ ଯେଉଁ କର୍ମରେ ଆଗଭର ହେଉଛନ୍ତି କାର୍ଯ୍ୟ ଯାହାର ଶତ୍ରୁ ତାହା ଆପଣଙ୍କ ଜାଣି ପାରୁଛନ୍ତି କିନ୍ତୁ ଆପଣ ସେଥିରେ ସଫଳତା ପାଇ ପାରୁ ନାହାଁନ୍ତି ଶତ୍ରୁ ଦ୍ୱାରା ଆପଣଙ୍କ କାର୍ଯ୍ୟ ହାନି ଘଟୁଅଛି |ଆୟ ଅପେକ୍ଷା ବ୍ୟୟ ଅଧିକ ଘଟୁଛି ସତ ଚେଷ୍ଟା କଲେ ମଧ୍ୟ ସଫଳତା ପାଇ ପାରୁ ନାହାଁନ୍ତି ବିଶ୍ୱାସ ଭାଙ୍ଗନ୍ତୁ ନାହିଁ ଦେଖିବେ ଆଉ ମାତ୍ର କିଛି ଦିନ ପରେ ଆପଣଙ୍କ ଭଲ ସମୟ ଆସିଯିବ |
ତୃତୀୟରେ ଆପଣ ଯଦି ରାକେଟ ବାଣଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏହା କଣ କହୁଛି ଆପଣଙ୍କ ଭବିଷ୍ୟତ ଉପରେ ଆପଣ ସଦା ସର୍ବଦା ବଡ଼ ଚିନ୍ତା ଦେଇ ଗତି କରୁଛନ୍ତି ପ୍ରଥମେ ଛୋଟରୁ ଅଗ୍ରସର ହୁଅନ୍ତୁ ଫଳ ସମ୍ପୂର୍ଣ୍ଣ ସହିବାକୁ ପାଇବେ ପୂର୍ବରୁ ଯେଉଁ ଅନିଷ୍ଟ ଘଟିଛି ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ଏଣିକି ଆପଣଙ୍କ ସବୁ ଚିନ୍ତା ଦୂର ହେବ ଆପଣ ଯଦି କୌଣସି ଜୀବର ଅନୁସନ୍ଧାନରେ ଯାଉଛନ୍ତି ତାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ ଆପଣ ଯେଉଁ ଚେଷ୍ଟାରେ ଧାଇଁଛନ୍ତି ତାହା ଆପଣ କରିଚାଳନ୍ତୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ |