ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପ୍ୟାନ କାର୍ଡ ଅଛି ତେବେ ନିଶ୍ଚିତ ଭାବରେ ଦେଖନ୍ତୁ ପ୍ୟାନ କାର୍ଡ଼ ନେଇ ବହୁତ ବଡ଼ ଅପଡେଟ ଆସିଛି ପାଖାପାଖି ଏଗାର କୋଟିରୁ ଅଧିକ ଲୋକଙ୍କର ପ୍ୟାନ କାର୍ଡକୁ ମଧ୍ୟ ବନ୍ଦ କରି ଦିଆଯାଇଛି କଣ ଆସିଛି ଅପଡେଟ ଆସନ୍ତୁ ସମ୍ପୂର୍ଣ୍ଣ ଇନଫର୍ମେଶନ ଆମେ ଆପଣଙ୍କୁ ଦେଇଦେବୁ |ଦର୍ଶକବନ୍ଧୁ ଧରିତ୍ରୀର ଅଲରେଡ଼ି ଅପଡେଟ ଆସି ସାରିଛି 11.5 କୋଟି ପ୍ୟାନ କାର୍ଡ ବନ୍ଦ କଲେ ସରକାର ,ଏବେ ଦେବାକୁ ପଡ଼ିବ ଭାରି ଜରିମାନା ତେବେ କେନ୍ଦ୍ର ସରକାର 11.5 କୋଟି ପ୍ୟାନ କାର୍ଡ ବନ୍ଦ କରି ଦେଇଛନ୍ତି |
ପ୍ୟାନ କାର୍ଡରେ ଆଧାର କାର୍ଡ଼ ଲିଙ୍କ କରିନଥିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ଏକ ଆର୍ଟିଆଇ ଉପରେ ସେଣ୍ଟ୍ରାଲ ବୋର୍ଡ ଡାଇରେକ୍ଟ ଟ୍ୟାକ୍ସ ଚେଞ୍ଜ ସୂଚନା ଦେଇଛନ୍ତି ଯେ ପ୍ୟାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବାର ସମୟ ସମନିରେ 30 ଜୁନ ଥିଲା ଯେଉଁ ମାନେ ଏହି ସମୟ ସୀମା ମଧ୍ୟରେ ଦୁଇ କାର୍ଡର ଲିଙ୍କ କରିନଥିଲେ ସେମାନଙ୍କ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି |
ଦେଶରେ ବର୍ତ୍ତମାନ ପ୍ୟାନ କାର୍ଡ ସଂଖ୍ୟା 70.24 କୋଟି ପହଁଚିଛି |ଏଥିରୁ 57.24 କୋଟି ଲୋକେ ପ୍ୟାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରାଇଛନ୍ତି ପ୍ରାୟ ବାର କୋଟି ଲୋକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ୟାନ କାର୍ଡ ସହିତ ଆଧାର କାର୍ଡର ଲିଙ୍କ କରାଇ ନାହାଁନ୍ତି ଏଥିରୁ 11.5 କୋଟି ଆଇଡି କାର୍ଡକୁ ଆଜି ଡିଆକ୍ଟିଭେଟ ମଧ୍ୟ କରି ଦିଆଯାଇଛି |
ଏହାର ଜବାବରେ ସୂଚନା ଦିଆ ଯାଇଥିଲା ଯେ ନୂତନ ପ୍ୟାନ କାର୍ଡ ତିଆରି କରିବା ସମୟରେ ଆଧାର ସହ ସଂଯୁକ୍ତ ହେବ ଯେଉଁମାନେ 2017 ଜୁଲାଇ 1 ଭିତରେ ପ୍ୟାନ କାର୍ଡ ତିଆରି କରିଥିଲେ ସେମାନଙ୍କ ପାଇଁ ଏହି ନିର୍ଦେଶ ଜାରି କରାଯାଇଥିଲା |ଆ
ୟକର ଅଧି ନିୟମର ଧାରା 139 AA ଅନୁଯାଇ ପ୍ୟାନ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି ଏହି ଆଦେଶ ଅନୁଯାଇ ଯେଉଁ ମାନେ ପ୍ୟାଂଡ଼ ଆଧାରରେ ଲିଙ୍କ ହେବାରେ ବିଫଳ ହୁଅନ୍ତି ସେମାନେ 1,000 ଟଙ୍କା ଜୋରିମାନା ଦେଇ ତାଙ୍କ କାର୍ଡକୁ ସକ୍ଷମ କରିପାରିବେ |