ଆଜିର ରାଶିଫଳ 2023 ନଭେମ୍ବର 11 ଶନିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବାସାୟରେ ଉନ୍ନତି ହେବ । ଦୂରଯାତ୍ରା କରିପାରନ୍ତି । ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ ।

ବୃଷ ରାଶି -ଆଜିର ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଶତ୍ରୁ ମାନେ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବେ । ଯାତାୟତ ସମୟରେ ସତର୍କ ରୁହନ୍ତୁ । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ ।

ମିଥୁନ ରାଶି -ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ନୂଆ ଲକ୍ଷ ପୂରଣ କରିବା ପାଇଁ ପରିବାରର ସାହାଯ୍ୟ ସହଯୋଗ ପାଇବେ । ଅଟକି ରହିଥିବା କାର୍ଯ୍ୟ ଆଜି ପୂରଣ ହେବ । ବକୟା ଟଙ୍କା ଫେରି ପାଇବେ । ଛାତ୍ରଛାତ୍ରୀ ପାଠପଢାରେ ସମୟ ଅତିବାହିତ କରିବେ ।

କର୍କଟ ରାଶି -ଆପଣଙ୍କ ବିରୁଧରେ ହୋଇଥିବା ଷଡଯନ୍ତ୍ର ବିଫଳ ହେବ । ସେବା ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ବ୍ୟାପାରରେ ଦୁଇଗୁଣା ଲାଭ ମିଳିବ |
ସିଂହ ରାଶି -କର୍ମକ୍ଷେତ୍ରରେ ପ୍ରତିଷ୍ଠାଲାଭ କରିବେ । ମନରେ ଆତୁରତା ବୃଦ୍ଧି ହେବ । ଈର୍ଷାପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।

କନ୍ୟା ରାଶି -ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ମିତ୍ରଙ୍କ ସମ୍ପର୍କ ସ୍ଥାପନ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ ।କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଠକାମିରେ ପଡ଼ିବେ

ତୁଳା ରାଶି -ଶତ୍ରୁ ଭୟ ରହିଛି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଧନ ମିଳିବ । ଶତ୍ରୁନାଶ ହେବେ ।ଆଲୋଚନା, ରାଜନୀତି, ସଭାସମିତିରେ ସଫଳତା ହାସଲ କରିବେ।

ବିଛା ରାଶି -ମନରେ ଦ୍ୱିଧାଭାବ ଯାତ ହୋଇପାରେ । ଅନୁତାପ କରିପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ବିଦ୍ୟାପ୍ରତି ଆଗ୍ରହୀ ହେବେ ।ଜ୍ୟେଷ୍ଠା ନକ୍ଷତ୍ର ମନପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।

ଧନୁ ରାଶି -କର୍ମକ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀଙ୍କ ସହ ମନାନ୍ତର ଯୋଗୁ ହଇରାଣ ହୋଇପାରନ୍ତି । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ସଫଳତା ଲାଭ କରିପାରନ୍ତି ।

କୁମ୍ଭ ରାଶି -ଆଜି ସକାଳୁ ସକାଳୁ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ବ୍ୟବସାୟରେ କମ ଲାଭ ହେବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁ ସହଯୋଗ ପାଇପାରନ୍ତି । ମାନସିକ ଶାନ୍ତି ବୃଦ୍ଧି ପାଇବ ।

ମୀନ ରାଶି -ବ୍ୟବସାୟରେ ସଫଳତା ଲାଭ କରିବେ । ଅଧିକାଂଶ କାର୍ଯ୍ୟରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଗୃହ, ଭୂମି କ୍ରୟର ସୁଯୋଗ ଆସିବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ ।

Leave a Reply

Your email address will not be published. Required fields are marked *