ପିଲାମାନଙ୍କୁ ଅନଲାଇନ କ୍ଲାସ କରୁକରୁ ଛୁଆ ଜନ୍ମ କରିଦେଲେ ମ୍ୟାଡମ ,ବିଶ୍ୱାସ ନ ହେଲେ ମଧ୍ୟ ସତ ଥରେ ନିଶ୍ଚୟ ଦେଖନ୍ତୁ

ଅନଲାଇନ କ୍ଲାସରେ ସୁନ୍ଦରୀ ମ୍ୟାଡମଙ୍କୁ ପିଲା ଜନ୍ମ କିପରି ହୁଏ ତାର ପ୍ରାଟିକାଲ କରିବା ପାଇଁ କହିଦେଲା ଛାତ୍ର ଯାହାକୁ ଶୁଣି ମ୍ୟାଡଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା | ଏପଟେ ଅନଲାଇନ କ୍ଲାସରେ ମ୍ୟାଡ଼ମ ବାଇଲୋଜି ପଢ଼ୁଥିବା ବେଳେ କ୍ଲାସ ମଝିରେ ଅନେକ ଛାତ୍ର ଛାତ୍ରୀ ମଧ୍ୟ ଥିଲେ ଆଉ ସେମାନଙ୍କ ଭିତରୁ ଜଣେ ଛାତ୍ର ମ୍ୟାଡମଙ୍କୁ ଏମିତି କିଛି କହି ଦେଇଥିଲା | ହଁ ଦର୍ଶକ ବନ୍ଧୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା |

ଇଏ ହେଉଛନ୍ତି ସେହି ସୁନ୍ଦରୀ ବାଇଲୋଜି ମ୍ୟାଡମ ଯାହାଙ୍କ ପ୍ରେମରେ ପଡିଯାଇଥିଲେ ସେହି କଲେଜର କିଛି ଦୁଷ୍ଟ ଛାତ୍ର | ଆଉ ଏହି ମ୍ୟାଡ଼ମ ଜଣଙ୍କ ସେମାନଙ୍କୁ ଅନଲାଇନ କ୍ଲାସରେ ପାଠ ପଢ଼ାଉଥିବା ସମୟରେ ପିଲା ଜନ୍ମ କିପରି ହୁଏ ତାହାର ପ୍ରାଟିକାଲ କରି ଦେଖେଇବାକୁ କହିଥିଲା ଜଣେ ଛାତ୍ର ଯାହାକୁ ଶୁଣିବା ପରେ ରାଗରେ ଗରମ ହୋଇଯାଇଥିଲେ ଅନଲାଇନ କ୍ଲାସରେ ପାଠ ପଢ଼ାଉଥିବା ଏହି ମ୍ୟାଡମ ଜଣଙ୍କ |

ମ୍ୟାଡମ ଜଣଙ୍କ ନିଜର MBBS ଶେଷ କରିବା ପରେ ଜଣେ ଡାକ୍ତର ଭାବରେ ନିଜର ପ୍ରାଟୀସ ଆରମ୍ଭ କରିବା ସହିତ ଅନଲାଇନ ମାଧ୍ୟମରେ ନିଟ ପରୀକ୍ଷାପାଇଁ ପ୍ରସ୍ତୁତି ହେଉଥିବା ଛାତ୍ର ଛାତ୍ରୀଙ୍କୁ କୋଚିଙ୍ଗ ମଧ୍ୟ ଦେଉଥିଲେ କିନ୍ତୁ ସେହି ଅନଲାଇନ କ୍ଲାସରେ ଜଣେ ଛାତ୍ରପାଖରୁ ମ୍ୟାଡମଙ୍କ ପାଇଁ ଏମିତି କିଛି ପପ୍ରଶ୍ନ ଆସିବ ବୋଲି ସେ କେବେ ମଧ୍ୟ ଚିନ୍ତା କରିନଥିଲେ | ହଁ ଦର୍ଶକ ବନ୍ଧୁ ରାଷ୍କିତା ନାମକ ଏହି ମ୍ୟାଡ଼ମ ଅନଲାଇନ କ୍ଲାସରେ ବାଇଲୋଜି ପଢ଼ାଉଥିବା ବେଳେ ଜଣେ ଛାତ୍ର ତାଙ୍କୁ ଏକ ଅଶିଳ ପ୍ରଶ୍ନ ପଚାରିବା ପରେ ରାଷ୍କିତା ରାଗିଯାଇଥିବା ଦେଖିବାକୁ ମିଳିଥିଲା |

ଏପଟେ ଅନଲାଇନ କ୍ଲାସରେ ଅନେକ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ସମୟରେ ସେହି କ୍ଲାସର ଜଣେ ଛାତ୍ର ପିଲା ଜନ୍ମ କିପରି ହୁଏବୋଲି ପ୍ରଥମେ ମ୍ୟାଡାମଙ୍କୁ ପ୍ରଶ୍ନ ପଚାରିଥିଲେ | ମ୍ୟାଡ଼ମ ଜଣଙ୍କ ବାଇଲୋଜି ଟିଚର ହୋଇଥିବା ବେଳେ ପ୍ରଥେମେ ଛାତ୍ରର ପ୍ରଶ୍ନକୁ ସାଧାରଣ ଭାବରେ ବୁଝାଇଥିଲେ କିନ୍ତୁ ସେହି ଛାତ୍ର ସେତିକିରେ ଅଟକିନଥିଲା ପିଲା ଜନ୍ମ କିପରି କରନ୍ତି ତାର ପ୍ରାଟିକାଲ କରି ଦେଖାଇବାପାଇଁ ଛାତ୍ର ଜଣଙ୍କ କହିଥିଲା |

ଆଉ ଏହିକଥା ଶୁଣିବା ପରେ ମ୍ୟାଡ଼ମ ଜଣଙ୍କ ରାଗିଯାଇ ଏମିତି କିଛି ଉତର ଦେଇଥିଲେ ଯାହାକୁ ଶୁଣି ସେହି ଛାତ୍ରର ମଧ୍ୟ ହୋସ ଉଡିଯାଇଥିଲା | କେବଳ ସେତିକି ନୁହେ ଏହି ଭିଡ଼ିଓ କୁ ନିଜ ଇନଷ୍ଟଗ୍ରାମରେ ଆକାଉଣ୍ଟରେ ସେଆର କରିବା ସହିତ ଏହି ଭଳି ଛାତ୍ରଙ୍କୁ ପରିବାର ଲୋକେ କିପରି ଶିକ୍ଷା ଦେଇ ବଡ କରିଛନ୍ତି ତାହା ଉପରେ ପ୍ରଶ୍ନ ଉଠିଛନ୍ତି ମ୍ୟାଡମ | ଆଉ ଯଦି କେହି ଅନ୍ୟ ମହିଳା ଟିଚରଙ୍କୁ ଏହି ଭଳି ପ୍ରଶ୍ନ ପଛରେ ତାହେଲେ ସେ ମଧ୍ୟ ଏହି ଭଳି ତାଙ୍କୁ ଉଚିତ ଶିକ୍ଷା ଦେବାକୁ କହିଛନ୍ତି |

Leave a Reply

Your email address will not be published. Required fields are marked *