ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ରାଶିର କେହି ନା କେହି ଗ୍ରହର ସ୍ୱାମୀ ରହି ଥାଆନ୍ତି ଏହି ଗ୍ରହମାନେ ଏକ ନିର୍ଦିଷ୍ଟ ସୀମା ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି |ଯାହାକି ସବୁ ରାଶିର ଲୋକମାନଙ୍କ ଉପରେ ପ୍ରଭାବ ପକାଇଥାଏ ତେବେ ଆଜି ରାତିଠାରୁ ଏହି ରାଶିର ଲୋକମାନଙ୍କ ଉପରେ ରାଶି ପରିବର୍ତ୍ତନ ହେବାକୁ ଯାଉଅଛି ଗ୍ରହମାନଙ୍କ ସେନାପତି ମଙ୍ଗଳ ଯୁଦ୍ଧ ,ଭୂମି ,ସାହସ ଏବଂ ଶକ୍ତିର କାରଣ ହୋଇଥାଏ ମଙ୍ଗଳ ଗ୍ରହ ମେଷ ରାଶିର ପରିବର୍ତ୍ତନ କରିବା ଯୋଗୁଁ ଲୋକମାନଙ୍କ ଜୀବନ ଉପରେ ବଡ଼ ପ୍ରଭାବ ପକାଇଥାଏ |ଆଜି ରାତିଠାରୁ ଗ୍ରହମାନେ ନିଜର ଦଶା ବଦଳାଉଛନ୍ତି ତିନୋଟି ଗ୍ରହଙ୍କ ମଙ୍ଗଳଗ୍ରହ ପାଇଁ ଅତ୍ୟନ୍ତ ଶୁଭ ବୋଲି ଜଣା ପଡ଼ିଛି ତେବେ ଆସନ୍ତୁ ଜାଣି ନେବା କଣ ସେହି ତିନିଗୋଟି ଭାଗ୍ୟଶାଳୀ ରାଶି |
କୁମ୍ଭ ରାଶି -ଏହି ରାଶିର ଲୋକମାନଙ୍କ ପାଇଁ ମଙ୍ଗଳଙ୍କ ପ୍ରବେଶ ଅତ୍ୟନ୍ତ ଶୁଭ ହେବ ସେମାନେ ପଦୋନ୍ନତି ପାଇବେ ବଡ଼ ବଡ଼ ପଦବୀରେ ସ୍ଥାନ ପାଇବେ ମାନ ସମ୍ମାନରେ ବୃଦ୍ଧି ପାଇବେ ସେମାନଙ୍କ ପରିବାରରେ ହସ ଖୁସିର ମାହାଲ ଲାଗି ରହିବ |ପ୍ରଚୁର ପରିମାଣରେ ଟଙ୍କା ଲାଭ କରିବେ ଯଦି ଆପଣ କର୍ମ କ୍ଷେତ୍ରରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତି ତେବେ ଆପଣ ଫାଇଦାରେ ରହିବେ |
କନ୍ୟା ରାଶି -ଏହି ରାଶିରେ ମଙ୍ଗଳଙ୍କ ପ୍ରବେଶ ଯୋଗୁଁ ଏହି ରାଶିର ଲୋକେ ଲାଭ ରହିବେ ଆୟରେ ବୃଦ୍ଧି ଘଟିବ ଅର୍ଥାତ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଅଟକି ରହିଥିବା କାର୍ଯ୍ୟ ସହଜରେ ହୋଇଯିବ ସମ୍ପତ୍ତି କିଣିବାର ଯୋଗ ମଧ୍ୟ ରହିଛି ବୈବାହିକ ଜୀବନ ସୁଖମୟ ରହିବ ପତି ପତ୍ନୀ ମଧ୍ୟରେ ପ୍ରେମ ଭାବନା ବଢ଼ିଯିବ |ଘର ତିଆରି କରିବାକୁ ଚାହୁଁଥିଲେ ଏହି ସମୟରେ କାମ ଆରମ୍ଭ କରି ଦିଅନ୍ତୁ |
ମିଥୁନ ରାଶି -ମଙ୍ଗଳଙ୍କ ପ୍ରବେଶ ମିଥୁନ ରାଶିର ଲୋକମାନଙ୍କ ପାଇଁ ବହୁତ ଶୁଭ ରହିବାକୁ ଯାଉଛି ସେମାନଙ୍କୁ ଅଚାନକ ଧନ ଲାଭର ଯୋଗ ରହିଛି ହଟାତ ହାତକୁ ଆସୁଥିବା ବହୁତ ଟଙ୍କା ଆପଣଙ୍କୁ ଖୁସି ଏବଂ ଆରମ ଦେବ ଅଟକି ରହିଥିବା କାମ ସବୁ ସମ୍ପୂର୍ଣ୍ଣ କରିବେ ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ ବଡ଼ ସଫଳତା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ |