ଓଲିଉଡର ସମସ୍ତ ହିରୋ ହିରୋଇନ ମାନଙ୍କ ଭାଇ ଓ ଭଉଣୀ ,ସବୁଠୁ ବେଶୀ ହ୍ୟାଣ୍ଡସମ ଏହି Heroine ଙ୍କ ଭାଇ ଦେଖିଲେ ଫିଦା ହୋଇଯିବେ

ନମସ୍କାର ବନ୍ଧୁଗଣ ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ଅଭିନୟ କରୁଥିବା ସମସ୍ତ ହିରୋ ହିରୋଇନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତ ଆଜିର ବିଷୟରେ ଆମେ ଓଲିଉଡ଼ର ସମସ୍ତ ହିରୋ ବା ହିରୋଇନ ମାନଙ୍କ ଭାଇ ଏବଂ ଭଉଣୀ ମାନଙ୍କୁ ଦେଖିବା ଯାହା ଆଗରୁ ଆପଣମାନେ କେବେବି ଦେଖି ନଥିବେ |

ଆମ ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ସାତ୍ଵିକ ନୂଆ ବୋହୁ ସିରିଏଲରେ ସାତ୍ଵିକଙ୍କ ଜବରଦସ୍ତ ଆକ୍ଟିଙ୍ଗ ଆପଣମାନେ ବେଶ ଭଲ ଭାବରେ ଦେଖିଥିବେ ତ ଫ୍ରେଣ୍ଡ୍ସ ଦେଖନ୍ତୁ ଇଏ ହେଉଛନ୍ତି ତାଙ୍କ ସାନ ଭଉଣୀ |

ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ବେଙ୍ଗଲୀ ଝିଅ ଝିଲ୍ଲିକ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସି ବେଶ ନାଁ କରିପାରିଛନ୍ତି ଆଉ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଦର୍ଶକମାନେ ବେଶ ପସନ୍ଦ କରନ୍ତି ତ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ଝିଲ୍ଲିକଙ୍କ ଭାଇ |

ଏହା ପରେ ତିନି ନମ୍ବରରେ ଆସୁଛନ୍ତି ଜିନା ଆପଣମାନେ ଏହି ହିରୋଇନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ବହୁତ ସାରା ଫିଲ୍ମରେ ନିଶ୍ଚିତ ଭାବରେ ଦେଖିଥିବେ ତ ଦେଖନ୍ତୁ ଇଏ ହେଉଛନ୍ତି ଜିନାଙ୍କ ଭାଇ |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଲିପି ଆପଣମାନେ ଲିପିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ତାରା ତାରିଣୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ତାରିଣୀଙ୍କ ଚରିତ୍ରରେ ଅଭିନୟ କରୁଥିଲେ ତ ଫ୍ରେଣ୍ଡ୍ସ ଦେଖନ୍ତୁ ଇଏ ହେଉଛନ୍ତି ତାରିଣୀଙ୍କ ଭାଇ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ପ୍ରିୟଙ୍କା ଆପଣମାନେ ଏହି ଅଭିନେତ୍ରୀଙ୍କୁ ତେଜସ୍ୱିନୀ ସିରିଏଲରେ ଜବରଦସ୍ତ ଆକ୍ଟିଙ୍ଗ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତ ଦେଖନ୍ତୁ ଇଏ ହେଉଛନ୍ତି ତେଜସ୍ୱିନୀଙ୍କ ଭାଇ |

ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ସ୍ୱରାଜ ଶିଶୁ କଳାକାର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ପାଦ ରଖିଥିଲେ ସ୍ୱରାଜ ବର୍ତ୍ତମାନ ସେ ହିରୋ ହୋଇ ଜବରଦସ୍ତ ଆକ୍ଟିଙ୍ଗ ଦ୍ୱାରା ଦର୍ଶକମାନଙ୍କ ମନରେ ଅଲଗା ପ୍ରକାର ସ୍ଥାନ ବନାଇ ପାରିଛନ୍ତି ତ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ସ୍ୱରାଜଙ୍କ ତିନି ଭଉଣୀ |

ଏହା ପରେ ସାତ ନମ୍ବରରେ ଆସୁଛତି ଏଲିନା ସାମନ୍ତରାୟ ଏଲିନା କିଏ ମୋ ହିରୋଇନ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଛାପି ଥିଲେ ତ ଫ୍ରେଣ୍ଡ୍ସ ଦେଖନ୍ତୁ ଇଏ ହେଉଛନ୍ତି ଏଲିନାଙ୍କ ଭାଇ |

ଏହା ପରେ ଆଠ ନମ୍ବରରେ ଆସୁଛନ୍ତି ଶୀତଲ ଆପଣମାନେ ଏହି ଅଭିନେତ୍ରୀଙ୍କ ଜବରଦସ୍ତ ଆକ୍ଟିଙ୍ଗ ଏବଂ ଡ୍ୟାନ୍ସ ନିଶ୍ଚିତ ଭାବରେ ଦେଖିଥିବ ତ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ଶୀତଲଙ୍କ ସାନ ଭାଇ |

Leave a Reply

Your email address will not be published. Required fields are marked *