ମା ର ଏପରି ଭୁଲ ପାଇଁ ଜନ୍ମ ହୋଇଥାଏ କିନ୍ନର ସନ୍ତାନ ,ଆପଣ କରୁଛନ୍ତି ଏହି ଭୁଲ ହୋଇ ଯାଆନ୍ତୁ ସାବଧାନ ଶୀଘ୍ର ଜାଣିନିଅନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣମାନଙ୍କ ଆଖ ପାଖରେ ଯାତ୍ରା କରୁଥିବା ସମୟରେ କିନ୍ନର ମାନଙ୍କୁ ତ ଦେଖିଥିବେ ବସ ଏବଂ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆପଣମାନେ କିନ୍ନର ମାନଙ୍କୁ ଦେଖିଥିବେ କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି ଏହି କିନ୍ନର ମାନେ କେମିତି ଜନ୍ମ ଗ୍ରହଣ କରିଥାଆନ୍ତି |କିନ୍ନର ମାନଙ୍କ ଠାରେ ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କ ଗୁଣ ଦେଖିବାକୁ ମିଳିଥାଏ ଏହି କାରଣରୁ ଭାରତୀୟ ସମାଜ ଆଜି ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କୁ ସମାଜରେ ସ୍ଥାନ ଦେବାକୁ ରାଜି ହୁଅନ୍ତି ନାହିଁ ତ ଆସନ୍ତୁ ଜାଣିବା କିନ୍ନର ମାନେ କିପରି ଜନ୍ମ ହୋଇଥାଆନ୍ତି |

ବନ୍ଧୁଗଣ କିନ୍ନର ମାନେ ଜନ୍ମ ହେବାର ଅନେକ କାରଣ ରହିଛି କିନ୍ତୁ ଆମର ଏହି ଦୈନଦିନ ଜୀବନରେ ଏହି ସବୁ ବାଧା ବିଗନ ଯୋଗୁଁ କିନ୍ନର ମଧ୍ୟ ଜନ୍ମ ହୋଇଥାଏ | ତେବେ ଆସନ୍ତୁ ଜାଣିବା କିପରି ଜନ୍ମ ହୋଇଥାଏ ଗୋଟିଏ କିନ୍ନର |ବନ୍ଧୁଗଣ ମେଡିକାଲ ସାଇନ୍ସ ଅନୁସାରେ ମହିଳା ମାନେ ଯେତେବେଳେ ଗର୍ଭବତୀ ହୋଇଥାଆନ୍ତି ତିନି ମାସ ପରେ ଶିଶୁର ବିକାଶ ହୋଇଥାଏ ଏହି ସମୟରେ ଯଦି ମା କୁ କିଛି ରୋଗ କିମ୍ବା ସମସ୍ୟା ହୋଇଥାଏ |

ତେବେ ଗର୍ଭର କର୍ମୋନିୟ କାରଣରୁ ଶିଶୁଙ୍କ ମଧ୍ୟରୁ ଉଭୟ ମହିଳା ଏବଂ ପୁରୁଷଙ୍କ ଗମ ସୃଷ୍ଟି ହୋଇଥାଏ ଔଷଧ ନେବା ମଧ୍ୟ କ୍ଷତିକାରକ ହୋଇଥାଏ |ଗର୍ଭାବସ୍ଥା ସମୟରେ କୌଣସି ଔଷଧ ଖାଇବା ଖରାପ ହୋଇଥାଏ ତେଣୁ ସେହି କାରଣରୁ ମଧ୍ୟ ଶିଶୁ ହୋଇପାରେ କିନ୍ନର ଗର୍ଭାବସ୍ଥା ସମୟରେ ମା କୁ ଯଦି ଜୋର ଜ୍ୱର ହୋଇଥାଏ କିମ୍ବା ଏହି କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇଯାଏ |

ଏହାର ପ୍ରଭାବ ମଧ୍ୟ ଶିଶୁର ଲିଙ୍ଗ ଉପରେ ପଡ଼ିଥାଏ |ଗର୍ଭାବସ୍ଥା ସମୟରେ ମା ଯଦି କୌଣସି ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥାଏ ଏହି କାରଣରୁ ମଧ୍ୟ ଶିଶୁ କିନ୍ନର ହେବାର ସମ୍ଭାବନା ଦେଖା ଦେଇଥାଏ ଗର୍ଭପାତ ଔଷଧ ନେବା ଏହା ଏକ କାରଣ ଅଟେ |

ଗର୍ଭପାତ ସମୟରେ ଯଦି ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଇ ଥାଆନ୍ତି ତେବେ ପେଟରେ ଥିବା ଶିଶୁ କିନ୍ନର ହେବାର ସମ୍ଭାବନା ଥାଏ ଏହା ହେଉଛି କିନ୍ନର ମାନଙ୍କ ପଛରେ ଲୁଚି ରହିଥିବା ରହସ୍ୟ |

Leave a Reply

Your email address will not be published. Required fields are marked *