କଣ ପାଇଁ ବୈଜ୍ଞାନିକ ମାନେ ଆଜି ପର୍ଯ୍ୟନ୍ତ କୈଳାସ ପର୍ବତ ଉପରେ ଚଢି ପାରୁ ନାହାଁନ୍ତି ,ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ନମସ୍କାର ଦର୍ଶକବନ୍ଧୁ କୈଳାସ ପର୍ବତ ଦୁନିଆର ଯେତେ ପର୍ବତ ଅଛି ସବୁଠାରୁ କାଫି ଅଲଗା କିନ୍ତୁ ଏହି ପର୍ବତରେ ଏମିତି କଣ ଶକ୍ତି ରହିଛି ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ କେହି ବି ଜଣେ ଏହା ଉପରେ ଚଢ଼ି ପାରି ନାହାଁନ୍ତି ଯଦି ଆପଣ ଜଣେ ହିନ୍ଦୁ ତ ଏହାକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ କାରଣ ଆଜିର ବିଷୟରେ ଆମେ କୈଳାସ ପର୍ବତର ଏମିତି କିଛି ସିକ୍ରେଟ ଜାଣିବା ଯାହା ଆପଣଙ୍କ ଆଶ୍ଚର୍ଯ୍ୟ ଚକିତ କରାଇଦେବ |ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭେରେଷ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ 7,000 ଲୋକ ଚଢି ସାରିଛନ୍ତି ଯାହାର ଉଚ୍ଚତା 8848 ମିଟର ଅଟେ କିନ୍ତୁ କୈଳାସ ପର୍ଣ୍ଣତ ଉପରେ ଆଜି ପର୍ଯ୍ୟନ୍ତ କଣ ପାଇଁ କେହି ଚଢ଼ି ପାରି ନାହାଁନ୍ତି |

ଯେବେଠୁ ଏହାର ଉଚ୍ଚତା 2,000 ମିଟର କମ ହୁଏ ମାନେ 6600 ମିଟର ଅଟେ କିନ୍ତୁ କମ ଉଚ୍ଚତା ଥାଇ ମଧ୍ୟ କଣ ପାଇଁ କେହି ଲୋକ ଏହି ପର୍ବତ ଉପରେ ଚଢ଼ିବାକୁ ସାହସ କରୁ ନାହାଁନ୍ତି |ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବ ନିଜ ପରିବାର ସହ ରହି ଥାଆନ୍ତି ଏଥିପାଇଁ କୌଣସି ମନୁଷ୍ୟ ସେଠାକୁ ଯିବା ସମ୍ଭବ ନୁହେଁ କୁହାଯାଏ ଯେ କୈଳାସ ପର୍ବତ ଉପରେ ଅଳ୍ପ ଚଢିଲେ ମନୁଷ୍ୟ ଦୃଶ୍ୟ ହୀନ ହୋଇଯାଏ ଏବଂ ଆଗକୁ କିଛି ନଦେଖାଯିବା ହେତୁ ପର୍ବତ ଉପରକୁ ଚଢ଼ି ହୁଏ ନାହିଁ କେବଳ ଏତିକି ନୁହେଁ ଅନେକ ଲୋକମାନଙ୍କ ମତରେ କୈଳାସ ପର୍ବତ ଉପରେ ସମୟ କାଫି ତୀବ୍ର ଗତିରେ ପାସ କରିଥାଏ |

କୈଳାସ ପର୍ବତ ଆଖ ପାଖକୁ ଯାଇଥିବା ଯାତ୍ରୀ ମାନେ କୁହନ୍ତି ଯେ ସେଠାରେ ସେମାନଙ୍କ କେଶ ଏବଂ ନଖ ଜୋରରେ ବଢିବାକୁ ଲାଗେ ଏବଂ ଏହା କେବଳ ସମୟର ତାରତମ୍ୟ ଯୋଗୁଁ ହୋଇଥାଏ କେବଳ ଏତିକି ନୁହେଁ କୈଳାସ ପର୍ବତକୁ ନେଇ ପର୍ବତା ରୋହି ମାନେ କୁହନ୍ତି ଯେ ଏହାର ଦକ୍ଷିଣ ଦିଗରେ ଦେଖିବା ମାତ୍ରେ ସ୍ୱସ୍ତିକର ଚିହ୍ନ ଦେଖାଯାଏ ଏବଂ ଏହା ସେତେବେଳେ ଦେଖାଯାଏ ଯେତେବେଳେ ସୂର୍ଯ୍ୟାସ୍ତ ହୋଇଥାଏ ଏହି ପର୍ବତ ଉପରେ ଯେତେବେଳେ ବରଫ ପାତ ହୁଏ ତ ବରଫରେ ଓଁ ଲେଖା ଯାଇଥିବା ଶବ୍ଦଟି ଦୃଶ୍ୟମାନ ଦେଖା ଦେଇଥାଏ |

ଯାହା ଆମକୁ ଚମତ୍କାର ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ଏହା ଥିଲା ଧାର୍ମିକ ମତ କିନ୍ତୁ ଆମେ ଯଦି ବୈଜ୍ଞାନିକ ମାନଙ୍କ ମତ ଦେଖିବା ସେମାନେ କହିଛନ୍ତି ସେମାନଙ୍କୁ ପୃଥିବୀର ସେଣ୍ଟର ଜାଗା ବୋଲି କୁହାଯାଏ ଏଥିପାଇଁ ଲୋକଙ୍କୁ ବିଭିନ୍ନ ଅଲୌକିକ ଶକ୍ତିର ଅନୁଭବ ହୋଇଥାଏ କୁହାଯାଏ 1989 ମସିହାରେ ଋଷର ଏକ ବୈଜ୍ଞାନିକ ଟିମ କାଫି ମାସ ଧରି କୈଳାସ ପର୍ବତ ପାଖରେ ରହିଥିଲେ |

ଏହା ଉପରେ ରିସର୍ଚ୍ଚ କରୁଥିଲେ ସେମାନେ ରିସର୍ଚ୍ଚ ପରେ ଯାହା ଜାଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା କୈଳାସ ପର୍ବତ ଉପରେ ଭଗବାନ ଶିବଙ୍କ ପିରାମିଡ଼ ଅଛି ଯେଉଁଠାକୁ ଚଢିବାକୁ ଯିଏ ଚେଷ୍ଟା କଲା ସିଏ ମରିଗଲା ନହେଲେ ଦିଶା ହୀନ ହୋଇ ଫେରି ଆସିଲା ଏଥିପାଇଁ ଏହି ପର୍ବତ ଦୁନିଆର କୌଣସି ପରିବର୍ତ୍ତ ଭଳି ବିଲକୁଲ ନୁହେଁ

Leave a Reply

Your email address will not be published. Required fields are marked *