ଏବେ ଏବେ ସ୍କୁଲ ଛୁଟିକୁ ନେଇ sarakar କଲେ ବଡ଼ ଘୋଷଣା ,ବଦଳିଲା ଏପରି କିଛି ନିୟମ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ 99 ଦିନକୁ ସ୍କୁଲ ଛୁଟି ନେଇ ଆସିଲା ବଡ଼ ଅପଡେଟ ଯାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |2024 କ୍ୟାଲେଣ୍ଡର ବର୍ଷ ସରକାରୀ ଛୁଟି ତାଲିକା ଜାରି କଲା ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ |ତାଲିକାରେ 30 ଟି ସରକାରୀ ଛୁଟି ଦିବସ ଏବଂ ଛଅଟି ଇଛାଧିନ ଛୁଟି ଦିବସ ରହିଛି |କର୍ମଚାରୀ ମାନେ ଏହି ଛଅଟି ଇଛାଧିନ ଛୁଟି ମଧ୍ୟରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ନେଇପାରିବେ |ଦ୍ୱିତୀୟ ଶନିବାର ଏବଂ ରବିବାରରେ ପାଞ୍ଚୋଟି ଛୁଟି ଦିନ ପଡୁଛି |

ସେହିପରି ରବିବାର ଏବଂ ଶନିବାରର ତିନୋଟି ଇଛାଧିନ ରହିଛି |ଏହି ଛୁଟି ଦିନକୁ ବାଦ କଲେ ରାଜ୍ୟ କର୍ମଚାରୀଙ୍କୁ 46 ଟି ରବିବାର ଏବଂ 22 ଟି ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମିଳିବ |ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରବିବାର ,ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ,ସରକାରୀ ଛୁଟି ଏବଂ ଗୋଟିଏ ଇଛାଧିନ ଛୁଟିକୁ ମିଶାଇ 99 ଦିନ ଛୁଟି ମିଳିବ |

ସୂଚନା ଯୋଗ୍ୟ ଜାନୁଆରୀ 17 ତରିକକୁ ଗୁରୁଗୋବିନ୍ଦ ସିଂହଙ୍କ ଜନ୍ମଦିନ ,ଜାନୁଆରୀ 25 ତାରିକରେ ବ୍ରହ୍ମ ସମାଜ ପ୍ରତିଷ୍ଠା ,ମାର୍ଚ୍ଚ 30 ତାରିକକୁ ଇଷ୍ଟର ଶନିବାର ,ମେ 22 ରେ ରାଜା ରାମ ମୋହନ ରାୟଙ୍କ ଜନ୍ମଦିନ ,ଜୁଲାଇ 15 ରେ ବାହୁଡ଼ା ଯାତ୍ରା ,ଡିସେମ୍ବର 24 କୁ ଖ୍ରୀଷ୍ଟ ମାସ ପୂର୍ବକୁ ଇଛାଧିନ ଛୁଟି ଭାବରେ ଘୋଷଣା କରିଛନ୍ତି |

ସେହିପରି ଏପ୍ରିଲ 7 ରବିବାରରେ ସବ -ଇ -କଦର ,ନଭେମ୍ବର 10 ରେ ଅଁଳା ନବମୀ ଓ ନଭେମ୍ବର 23 ଚତୁର୍ଥ ଶନିବାର ପ୍ରଥମାଷ୍ଟମୀ ପଡୁଥିବାରୁ ଏହି ସବୁ ଇଛାଧିନ ଛୁଟି ପ୍ରଭାବିତ ହେଉଛି | ସେହିପରି ମହା ବିଷୁବ ସଂକ୍ରାନ୍ତି ,ରଥଯାତ୍ରା ନୂଆଖାଇ ଏବଂ ବିଜୟାଦଶମୀ ରବିବାର ଏବଂ ମହା ନବମୀ ଦ୍ୱିତୀୟ ଶନିବାରରେ ପଡୁଥିବାରୁ ସରକାରୀ ଛୁଟି ପ୍ରବାହିତ ହୋଇଛି |

Leave a Reply

Your email address will not be published. Required fields are marked *