ଆଜିର ରାଶିଫଳ 2023 ନଭେମ୍ବର 9 ଗୁରୁବାର ,କେମିତି କଟିବ ଆଜିର ଦିନ

ମେଷ ରାଶି – ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ମନ ବଳାଇବେ । ଜୀବନରେ କିଛି ନୂଆ ସଂକେତ ମିଳିପାରେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ନୂଆ ବନ୍ଧୁ ହେବେ । ରାଜନିତିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ

ବୃଷ ରାଶି -ପ୍ରେମିକା-ପ୍ରେମିକ ମାନଙ୍କୁ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଚାକିରିକୁ ନେଇ ମନ ଅସ୍ଥିର ରହିବ । ନିଜ କ୍ରୋଧକୁ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ

ମିଥୁନ ରାଶି -ଆଜି ଆପଣଙ୍କୁ ବ୍ୟବସାୟରେ ସାମାନ୍ୟ କ୍ଷତି ସହିବା ପାଇଁ ପଡିପାରେ । ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପୂଜାର୍ଚ୍ଚନା କରନ୍ତୁ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ ।

କର୍କଟ ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।

ସିଂହ ରାଶି -ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ନୂଆ ଜମି, ବାହନ କ୍ରୟ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇବେ । ମନ ଭଲ ରହିବ ।

କନ୍ୟା ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।
ତୁଳା ରାଶି -ଆଜି ଆପଣଙ୍କୁ ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ପରିବାର ସଦସ୍ୟ ବା ବନ୍ଧୁଙ୍କ ସହ ବିବଦ ଦେଖାଦେଇପାରେ ଯେଉଁଥି ପାଇଁ ମନ ଅଶାନ୍ତ ରହିବ । ଆଜି ସତର୍କ ରୁହନ୍ତୁ । ଆଘାତ ମଧ୍ୟ ଲାଗିପାରେ ।

ଧନୁ ରାଶି -ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।

ମକର ରାଶି -କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।

କୁମ୍ଭ ରାଶି -ସମସ୍ତ କାର୍ଯ୍ୟରେ ଆଶାମୁତାବକ ଫଳ ମିଳିବ । ନୂତନ କାର୍ଯ୍ୟାରମ୍ଭ କରିବେ । ନୂଆ ଚାକିରୀ ବା ନିଯୁକ୍ତି ମିଳିବାର ଯୋଗ ରହିଛି । ଭଗବାନ ଶଙ୍କରଙ୍କର ଆରାଧାନ କରନ୍ତୁ ।

ମୀନ ରାଶି -କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।

Leave a Reply

Your email address will not be published. Required fields are marked *