ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଭାରତର ପୋଲିସ ନାଗରିକ ମାନଙ୍କ ଏମିତି କିଛି ଘଟଣା ବିଷୟରେ କହିବୁ ଯାହାକୁ ଯିଏ ବି ଶୁଣିଲା ତା ପାଦ ତଳୁ ମାଟି ଖସିଗଲା |ବର୍ଷ ଦୁଇ ହଜାର ଅଠରରେ ଲାଞ୍ଚ ବିରୋଧୀ ଅଭିଯାନକୁ ଆଉ ପାଦେ ଆଗକୁ ନେଇ ଆଣ୍ଟି କରୋପସନ ବିରୋ ଗୋଟିଏ ମହିଳା ସବ ଇନ୍ସପେକ୍ଟରକୁ ଲାଞ୍ଚ ନେଉଥିବା ସମୟରେ ରେଡ଼ ହ୍ୟାଣ୍ଡେଡ ଧରିନେଲେ ପାଞ୍ଚ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିବା ମହିଳା ସବ ଇନ୍ସପେକ୍ଟର ବବିତା ଜୟପୁରର ମାନ ସରୋବର ଥାନାରେ ନିଯୁକ୍ତ ଥିଲା |
ଜଣେ ଅପରାଧୀ ବିରୁଦ୍ଧରେ କେଶ ଧାର୍ଯ୍ୟ ନକରିବା ପାଇଁ ସେ ପଚାଶ ଲକ୍ଷ ଟଙ୍କାର ଲାଞ୍ଚ ମାଗି ଥିଲା ଏବଂ ଏହାର ପ୍ରଥମ କିସ୍ତି ଭାବରେ ପାଞ୍ଚ ଲକ୍ଷ ଟଙ୍କା ନେଉଥିଲା କିନ୍ତୁ କୌଣସି ଗୁପ୍ତ ଚିତ୍ରରୁ ଆଣ୍ଟି କରୋପସନ ବୀରକୁ ଏକଥା ଜଣା ପଡ଼ିଲା ପରେ ସେମାନେ ଠିକ ସମୟରେ ପହଁଚି ପୁରା ଗେମ ଚେଞ୍ଜ କରିଦେଲେ ବବିତାର ବୟସ ମଧ୍ୟ ସେତେ ବିଏସ୍ସି ନୁହେଁ |
ବରଂ ସେ ନୂଆ ନୂଆ ଚାକିରୀରେ ଜଏନ କରିଥିଲା କିନ୍ତୁ ଲାଞ୍ଚ ସବୁଦିନ ପାଇଁ ତାକୁ ମୁହଁ ଲୁଚାଇବା ପାଇଁ ବାଧ୍ୟ କରିଦେଲା |ସହରରେ ଅପରାଧ ବଢି ଚାଲିଛି ଏବଂ ପୋଲିସ ଏହା ବିରୁଦ୍ଧରେ ଷ୍ଟ୍ରିଟ ଆକ୍ସନ ନେଉ ନାହିଁ ଏହି ଅଭିଯୋଗ ଶୁଣିବା ପରେ ଇନ୍ଦୋରର ଏସ୍ପି ରାତ୍ରି ସମୟରେ ପୋଲିସର କାମ ଚେକ କରିବା ପାଇଁ ବାହାରି ଗଲେ କିନ୍ତୁ ତାଙ୍କୁ ଏହି ସମୟରେ ଯାହା ଦେଖିବାକୁ ମିଳିଲା ତାହା ତାଙ୍କ ହୋସ ଉଡ଼ାଇଦେଲା |
ଯେଉଁ ପୋଲିସଙ୍କୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଯୁକ୍ତି କରାଯାଇଛି ସେମାନେ ପ୍ୟାଣ୍ଟ ଖୋଲି ଆରାମରେ ଶୋଇ ଥିବାର ନଜରକୁ ଆସିଲେ କେବଳ ଏତିକି ନୁହେଁ ସୋଇଥିବା ପୋଲିସ ମହାଶୟ ନିଜ ଉପର ଅଫିସରକୁ ମଧ୍ୟ ଚିହ୍ନି ପାରିଲେ ନାହିଁ କିନ୍ତୁ ପରେ ଯେତେବେଳେ ତାଙ୍କୁ ଜଣା ପଡ଼ିଲା ସାଧାରଣ ପୋଷାକରେ ଥିବା ଲୋକ ଏସ୍ସି ଅଟନ୍ତି ତ ମହାଶୟ ପୁରା ଚମକି ପଡ଼ିଲେ ସେହିଦିନ ଏସପି କ୍ୟୁରେସି ଦୁଇଟି ପୋଲିସଙ୍କୁ ସସ୍ପେଣ୍ଡ କଲେ |