ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବୁ ଯାହା କି ଆପଣଙ୍କ ଭବିଷ୍ୟତ ସହିତ ଜଡ଼ିତ କିଛି କଥା ରହିଅଛି ଯାହାକି ହୁଏତ ଆପଣ କେବେ ବିଶ୍ୱାସ କରିବେ ନାହିଁ ଯାହାକି ଆମେ ଆପଣଙ୍କ ଭବିଷ୍ୟତ ବିଷୟରେ ସବୁ କିଛି କହିପାରିବୁ ଆପଣଙ୍କୁ ନିର୍ଦେଶ ଅନୁସାରେ ଗୋଟିଏ ସଂଖ୍ୟାକୁ ବାଛିବାରେ ଅଛି ଆପଣ ସ୍କ୍ରିନ ଉପରେ ଯେଉଁ ତିନୋଟି ରଙ୍ଗ ଦେଖୁଛନ୍ତି ଏକ ନମ୍ବର ,ଦୁଇ ନମ୍ବର ଏବଂ ତିନି ନମ୍ବର ଯାହାକି ରାଶି ଚକ୍ର ଉପରେ ଆଧାରିତ ଅଟେ ଏହା ପ୍ରଶ୍ନ ଭବିଷ୍ୟତର ଏକ ବିଷୟ ଅଟେ ଏହି ବିଷୟାରୀ ଆହୁରି କିଛି ନୂଆ ତଥ୍ୟ ରହିଅଛି ଯାହା ଆପଣଙ୍କ ଭବିଷ୍ୟତକୁ ନେଇ ବହୁ ପ୍ରଶ୍ନର ଉତ୍ତର ପାଇପାରିବେ ଆପଣଙ୍କ ଜୀବନରେ ମନରେ ଯାହା ବି କିଛି ସମସ୍ୟା ଚାଲୁଅଛି ସେହି ବିଷୟକୁ ନେଇ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହୁ ନାହିଁ କିମ୍ବା ଆପଣଙ୍କ ବେପାରକୁ ନେଇ ଚିନ୍ତାରେ ଅଛନ୍ତି ଆପଣଙ୍କ ପରିବାରକୁ ନେଇ ଯଦି ଚିନ୍ତାରେ ଅଛନ୍ତି ପ୍ରେମ ଜୀବନ ହେଉ କିମ୍ବା ଦାମ୍ପତ୍ୟ ଜୀବନ ହେଉ ଯେଉଁ ବି ସମସ୍ୟା ଦେଖାଯାଉଛି ତ ବାଛନ୍ତୁ ଏଥି ମଧ୍ୟରୁ ଗୋଟିଏ ସଂଖ୍ୟା ସବୁ ପ୍ରଶ୍ନର ଉତ୍ତର ଆପଣ ପାଇଯିବେ |
ପ୍ରଥମ ସଂଖ୍ୟା -ଆପଣ ଯଦି ପ୍ରଥମ ନଜରରେ ଏକ ନମ୍ବର ସଂଖ୍ୟା ଟିକୁ ବାଛିଛନ୍ତି ତ ଜାଣି ନିଅନ୍ତୁ ଯେ କଣ କହୁଛି ଆପଣଙ୍କ ବିଷୟରେ ଆପଣ ବହୁତ ବାଧା ବିଗ୍ହହ୍ନ ମଧ୍ୟରେ ଗତି କରି ବର୍ତ୍ତମାନ ଫଳ ସମାଧାନ ନିମନ୍ତେ ଏଠାରେ ପ୍ରଶ୍ନ କରିଅଛନ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଯେଉଁ ବିପଦରେ ପଡ଼ିଛନ୍ତି ତାର ସମାଧାନ ଆପଣ କରି ପାରୁ ନାହାଁନ୍ତି |କେତେ ମାସ ହୋଇଗଲାଣି ଆପଣ କର୍ମରେ ବ୍ୟସ୍ତତା ସ୍ୱୀକାର କଲେ ମଧ୍ୟ ନାନା ଅସୁବିଧା ଦେଇ ପ୍ରତ୍ୟକ କାର୍ଯ୍ୟରେ ଅସୁବିଧା ଆପଣଙ୍କ ଘଟୁଅଛି ବର୍ତ୍ତମାନ ଦଶା ଆପଣଙ୍କ ନ୍ୟୁନ ମନ୍ଦ ଫଳ ଭୋଗ କରୁଅଛି ଆପଣ ଯେତେ ସିଧା ଯିବାକୁ ଚେଷ୍ଟା କଲେ ମଧ୍ୟ ମାୟାବୀ ଜାଲରେ ପଡ଼ି ଛଟପଟ ହେଉଛନ୍ତି ବହୁ କ୍ଳେଶ ବହୁ ଚିନ୍ତା ଅନେକ ଗୁଡ଼ିଏ କାର୍ଯ୍ୟ ଆପଣଙ୍କର ବାକି ଅଛି ଆପଣ ଏହି ସବୁ କଥାକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି ଦେଖନ୍ତୁ ଆଗାମୀ 45 ଦିନ ପର୍ଯ୍ୟନ୍ତ ଆପଣଙ୍କ ଶୁଭ ଫଳ ଦେଖା ଯାଉ ନାହିଁ |ଗ୍ରହର ମନ୍ଦ ଦଶା କାରଣରୁ ଆପଣ ନାନା ଅସୁବିଧାରେ ପଡ଼ି ପାରନ୍ତି କିନ୍ତୁ ଏହି 45 ଦିନ ପରେ ଆପଣଙ୍କୁ ଶୁଭ ଫଳ ନିଶ୍ଚୟ ମିଳିବ ଏବଂ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ
ଦ୍ୱିତୀୟ ସଂଖ୍ୟା ଆପଣ ଯଦି ଦୁଇ ନମ୍ବର ସଂଖ୍ୟା ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଭବିଷ୍ୟକୁ ନେଇ କଣ ରହିଅଛି ଭଲ ସମୟରେ ଆପଣ ଆପଣଙ୍କ ପ୍ରଶ୍ନର ଥିବା ଉତ୍ତର ପାଉଛନ୍ତି |ଆପଣଙ୍କ ଦୁଇଗୋଟି ପ୍ରଶ୍ନର ଉତ୍ତର ଆମେ ବର୍ତ୍ତମାନ ଦେଉଅଛୁ ଆପଣ ଚାହୁଁଥିବା ବିଚ୍ଛେଦ ଯୋଗୁଁ ଆପଣଙ୍କ ଲାଗି ବର୍ତ୍ତମାନ ଶୁଭ ହେବ ନାହିଁ ବୃତ୍ତି କ୍ଷେତ୍ରରେ ଯେଉଁ ସ୍ୱଳ୍ପ ଆୟ ଦେଖାଦେଇଛି ତାର ଉନ୍ନତି ଆଗାମୀ ସାତ ମାସ ମଧ୍ୟରେ ହେବାରେ ଅଛି ଯଦି ଆପଣ ସନ୍ତାନ ମାନଙ୍କ ଉନ୍ନତି ପାଇଁ ଆଶା ପ୍ରାପ୍ତି କରୁଛନ୍ତି ତ ଏହି କ୍ଷେତ୍ରରେ ବ୍ୟାକୁଳ ହେଲେ ହେବ ନାହିଁ ଏବଂ ଏହି ବିଷୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ ସନ୍ତାନ ମାନଙ୍କ ପାଇଁ ଅଧିକ ଚିନ୍ତା କରି କିଛି କରିପାରିବେ ନାହିଁ କିନ୍ତୁ ଜାଣି ନିଅନ୍ତୁ ଯେ ଆପଣଙ୍କ ସନ୍ତାନ ମାନଙ୍କ ଆଗାମୀ ଦିନରେ ବହୁତ ଉନ୍ନତି ମିଳିବାକୁ ଯାଉଅଛି |
ତିନି ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତ ଜଣାନ୍ତୁ ସେ କଣ କହୁଛି ଆପଣଙ୍କ ଭବିଷ୍ୟ ବିଷୟରେ ଆପଣଙ୍କ ମନ ମଧ୍ୟରେ ଚାଲିଅଛି ଯେ ଦୁର୍ଘଟଣା ଘଟିଲେ ଆପଣ କ୍ଳେଶ ପାଉଛନ୍ତି |ହେଲେ ତାର ବାସ୍ତବ କାରଣ କଣ ଆପଣ ଜାଣି ପାରୁ ନାହାଁନ୍ତି ଆପଣ ନିକଟରେ କିଛି ଅସୁବିଧା ଅନୁଭବ କରୁଥିଲେ ସବୁ ସମୟରେ ଆପଣଙ୍କ କିଛିନା କିଛି ଅଭାବ ଲାଗି ରହୁଛି ତାହା ପୂରଣ ହେଉ ନାହିଁ ଖର୍ଚ୍ଚ ହୋଇଯାଉଛି ପଇସା ଆଦୌ ପାଖରେ ରହୁ ନାହିଁ ଆପଣ ଯେତେ ଚିନ୍ତା କଲେ ମଧ୍ୟ ସଞ୍ଚୟ କରି ପାରୁ ନାହାଁନ୍ତି ତ ଜାଣି ରଖନ୍ତୁ ଯେ ଆପଣଙ୍କ ସମୟ ସହିପରି କିଛି ରହୁଅଛି ତ ବର୍ତ୍ତମାନ ଆପଣ ସମୟ ସାଙ୍ଗରେ ତାଳ ଦେଇ ଚାଲନ୍ତୁ ତେବେ ନିଶ୍ଚିତ ଭାବରେ ସଫଳ ପାଇବେ |