ଏବେ ଏବେ ସରକାର କଲେ ବଡ଼ ଘୋଷଣା ,ଏହି ଦିନ ମିଳିବ ପିଏମ କିଷାନ ଯୋଜନାର ଆଗାମୀ କିସ୍ତିର ଟଙ୍କା ,ଲିଷ୍ଟରେ ନାମ ନଥିଲେ ଶୀଘ୍ର ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଗଲା କିଛି ବଡ଼ ଖବର ଜାରିହେଲା ନୂଆ ଲିଷ୍ଟ ଖୁବ ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ 15 ତମ କିସ୍ତିର 2,000 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି |ଏନେଇ ଜାରି ହେଲା ନୂଆ ଅପଡେଟ ଏବଂ ନୂଆ ଲିଷ୍ଟ କେମିତି ଆପଣ ଦେଖିପାରିବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ପ୍ରଥମେ ଆପଣ ପିଏମ କିଷାନ ଲିଙ୍କ PM KISHAN.GOV.IN ରେ ଯାଇ ଲଗଇନ କରିବେ

ଯୋଉଟା କି ଆପଣ ଦେଖି ପାରୁଥିବେ 27 ଜୁଲାଇ 2023 ରେ 14 ତମ କିସ୍ତି ଆସିଥିଲା ଏବେ 15 ନଭେମ୍ବରରେ ଅର୍ଥାତ ଆଉ ଗୋଟିଏ ସପ୍ତାହ ଭିତରେ ଆସିବାକୁ ଯାଉଛି ତେବେ ଆପଣ ଏହାର ଲିଷ୍ଟ ଦେଖିବାକୁ ଚାହୁଁଥିଲେ ଆପଣ ୱେବସାଇଟରେ ଯାଇ ଦେଖିପାରିବେ ବେନି ଫେସିଆରି ଲିଷ୍ଟ ତା ଉପରେ ଆପଣ କ୍ଲିକ କରିବେ |

ତାପରେ ଆପଣ ନିଜ ଷ୍ଟେଟ ,ଡିଷ୍ଟ ,ବ୍ଲକ ଏବଂ ଭିଲେଜ ନାଁ ଦେଇ ସାଇଟ ଓପନ କରିବେ |ଦେଖିବେ ଆପଣଙ୍କୁ ବହୁତ ସାରା ପୁରୁଣା ଲିଷ୍ଟ ଏବଂ ନୂଆ ଲିଷ୍ଟ ମଧ୍ୟ ମିଳିଯାଇଛି କାହିଁକିନା କିଷାନ ଯୋଜନାର ନୂଆ ଆପଲାଏ ସବୁବେଳେ ପାଇଁ ଚାଲୁ ରହିଛି |

ତେବେ ଯେଉଁମାନେ ଏଥିରେ ଆବେଦନ କରୁଛନ୍ତି ସେମାନଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ଆଡ ହେଉଛି ତେବେ ଏହି ଲିଷ୍ଟରେ ଯେଉଁ ମାନଙ୍କ ନାମ ଥିବ ସେମାନଙ୍କୁ ଆସିବାକୁ ଯାଉଛି ନଭେମ୍ବର ମାସ ଆଉ ଗୋଟିଏ ସପ୍ତାହରେ 15 ତମ କିସ୍ତିର 2,000 ଟଙ୍କା |

ଏହି ପ୍ରୋସେସରେ ଆପଣ ମାନେ ଚାହିଁଲେ ଯାଇ ଚେକ କରିପାରିବେ |ଆପଣ ଯଦି ନୂଆ ଆବେଦନ କରିବାକକୁ ଯାଉଛନ୍ତି ନିୟୁ ଫାର୍ମର ରେଜିଷ୍ଟ୍ରେସନ ରହିଛି ଆପଣ ସେଠାକୁ ଯାଇ ନିଜେ ନଚେତ କୌଣସି ଜନସେବା କେନ୍ଦ୍ରକୁ ଯାଇ କରିପାରିବେ |

Leave a Reply

Your email address will not be published. Required fields are marked *