ଦର୍ଶକବନ୍ଧୁ ଚଳିତ ବର୍ଷ 12 ନଭେମ୍ବର କୁ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ପବିତ୍ର ଦୀପାବଳି ପର୍ବ ଏଇ ଦୀପାବଳି ପରଠାରୁ ଏଇ 5 ଗୋଟି ରାଶି ପାଇଁ ଅନେକ ଖୁସି ଖବର ଆସିବାକୁ ଯାଉଅଛି ନିଜେ ମା ଲକ୍ଷ୍ମୀ କରିବେ ମାଲାମାଲ ମିଳିବ ଧନ ଏବଂ ମାନସନମାନ ଦୀପାବଳି ପର୍ବ ପରେ 5 ଟି ରାଶି ପାଇଁ ଅନେକ ଖାସ ଖବର ରହି ଅଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ଗୋଟି ରାଶି ବିଷୟରେ କୁହାଯାଇଛି ଏହି ସମସ୍ତ ରାଶିର ଅଲଗା ଅଲଗା ମହତ୍ୱ ଥାଏ ସବୁ ଲୋକର ରାଶି ମଧ୍ୟ ଅଲଗା ଅଲଗା ହୋଇଥାଏ ସେମାନଙ୍କର ସ୍ଵଭାଵ ମଧ୍ୟ ଅଲଗା ଅଲଗା ଦେଖାଯାଇଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୀପାବଳି ପର୍ବ ପରେ କିଛି ବିଶେଷ ମହାସଂଯୋଗ ହେବାକୁ ଯାଉଅଛି ଏବଂ ଏହି କିଛି ରାଶି ଉପରେ ମା ଲକ୍ଷ୍ମୀ ନିଜେ କୃପା କରୁଛନ୍ତି ତେବେ ଚାଲନ୍ତୁ ଜାଣିବା ସେଇ 5 ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ |
ମେଷ ରାଶି – ଏହି ରାଶିର ବ୍ୟକ୍ତିମକା ପାଇଁ ଅନେକ ଭଲ ପ୍ରଭାବ ରହିଛି ଯେଉଁ ବ୍ୟକ୍ତି ବେପାରୀ ସେମାନଙ୍କ ପାଇଁ ବହୁତ ଖୁସି ଖବର ଆସିବାକୁ ଅଛି କାରଣ ଦୀପାବଳି ପର୍ବ ପରଠାରୁ ଆପଣଙ୍କ ବ୍ୟାପାର ଅନେକ ଗୁଣା ବଢ଼ିଯିବ କାହାରିଠୁ ଧାର ନୁଅନ୍ତୁ ନାହିଁ ପୁରୁଣା ଉଦ୍ଧାର ନେଇଥିବା ଟଙ୍କା ଚିନ୍ତାରେ ପକାଇପାରେ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ ଆପଣଙ୍କୁ ଖୁବ ଶୀଘ୍ର ଧନ ମାନସନମାନ ବୋହୁ ମାତ୍ରାରେ ପ୍ରାପ୍ତ ହେବ ନୂତନ ଚାକିରିଟିଏ ଆପଣଙ୍କୁ ମିଳିପାରେ ଆପଣଙ୍କ କର୍ମ କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବ |
ବୃଷ ରାଶି – ମା ଲକ୍ଷ୍ମୀ ଵୃଷରାଶି ବ୍ୟକ୍ତିଙ୍କ ପାଇଁ ଅନେକ କିଛି ଖୁସିର ଖବର ନେଇ ଆସିଛନ୍ତି ବୃଷ ରାଶି ବ୍ୟକ୍ତିଙ୍କ ଉପରେ ଧନ ର ଦେବୀ ମା ଲକ୍ଷ୍ମୀଙ୍କ କୃପା କରିବେ ଭାବିଥିବା କାର୍ଯ୍ୟ ସଫଳ ହେବ ଅଚାନକ ଧନଲାଭ ହୋଇପାରେ ଆପଣଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଦେଖାଦେବ ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ ପରିଶ୍ରମିତା ପୂର୍ବକ କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ ହେବ ମିତ୍ର ଏବଂ ଭାଇଙ୍କ ଠାରୁ ସହଯୋଗ ମିଳିବ ପ୍ରେମ ସମ୍ବଦ୍ଧରେ ମଧୁରତା ଆସିବ |
ସିଂହ ରାଶି – ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଦୀପାବଳି ପର୍ବ ପରଠାରୁ ଆପଣଙ୍କ ଜୀବନ ଉତ୍ତମ ସାବ୍ୟସ୍ତ ହେବ ସିଂହ ରାଶିର ବ୍ୟକ୍ତି ଙ୍କ ଜୀବନରେ ଅଚାନକ ଭାବରେ ଧନ ଲାଭ ହେବାର ଯୋଗ ବନୁଅଛି ଜୀବନସଥୀ ଙ୍କ ସହଜ ପ୍ରାପ୍ତି ହେବ କୌଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ ଅଟକିଥିବା ଧନ ଆପଣଙ୍କୁ ମିଳିବ ସବୁ କାମରେ ସଫଳତା ପ୍ରାପ୍ତି ହେବ |
ତୁଲା ରାଶି – ଏହି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପାର ବର୍ଷା ହେବାକୁ ଯାଉଛି ତୁଳା ରାଶିର ଲୋକମାନଙ୍କର ଆତ୍ମବିଶ୍ୱାସ ରେ ବୃଦ୍ଧି ହେବ ମା ଲକ୍ଷ୍ମୀ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳ କରିବେ ଆପଣଙ୍କ ଚିନ୍ତା ଧାରା ଲୋକମାନଙ୍କୁ ବହୁତ ପସନ୍ଦ ହେବ ଆପଣଙ୍କୁ କୌଣସି ଜାଗାରୁ ଗୁପ୍ତଧନ ପ୍ରାପ୍ତ ହୋଇପାରେ ଏବଂ ଆପଣ କିଛି ଖୁସି ଖବର ଶୁଣିବାକୁ ପାଇବେ ପ୍ରେମ ସମ୍ବନ୍ଧ ରେ ଏଇ ଦୀପାବଳି ପର୍ବ ପରଠାରୁ ଆପଣଙ୍କ ପ୍ରେମରେ ମଧୁରତା ଆସିବ |
କୁମ୍ଭ ରାଶି – କୁମ୍ଭ ରାଶି ର ଲୋକମାନଙ୍କ ପାଇଁ ମା ଲକ୍ଷ୍ମୀ ଅନେକ କିଛି ରାସ୍ତା ଖୋଲିକି ରଖିଛନ୍ତି ନିଜର କାର୍ଯ୍ୟରେ ଆପଣଙ୍କୁ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ସମସ୍ତ ମାର୍ଗ ଖୋଲିବାକୁ ଯାଉଅଛି ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କର ବ୍ୟବସାୟରେ ଦୁଇଗୁଣ ଲାଭ ଦେଖିବାକୁ ମିଳିବ ସମାଜରେ ଆପଣଙ୍କୁ ମାନସନମାନ ପ୍ରାପ୍ତି ହେବ ପରିବାରରେ ହସ ଖୁସିର ଵାର୍ତାବରଣ ରହିବ |