ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ,ଏହି Hero ଙ୍କୁ କଲେ ବିବାହ ଶୁଣିକି ସବୁ ଆଶ୍ଚର୍ଯ୍ୟ ଦେଖନ୍ତୁ….

ନମସ୍କାର ଦର୍ଶକବନ୍ଧୁ ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ତେବେ କଣ ସେହି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ଶିଶୁ କଳାକାରରୁ ନିଜ ଅଭିନୟ ଜଗତ ଆରମ୍ଭ କରିଥିଲେ ଧୀରେ ଧୀରେ ସେ ସାରା ଓଡ଼ିଶାର ଘରେ ଘରେ ସୁପରିଚିତ ହୋଇପାରିଥିଲେ |

ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର |ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡ଼ିଆ ସିନେମାରେ ନଜର ଆସୁ ନାହାଁନ୍ତି ନିକଟ ଅତୀତରେ ଏକ ସିନେମା ରିଲିଜ କରିଥିଲେ ଯାହାର ନାମ ରହିଛି ତ୍ରୋପରୀ ଏହି ସିନେମାର କାହାଣୀ ଟି ଥିଲା କେବେ ପୁରୁଷ ତ କେବେ ନାରୀ ଆଉ ଜଣେ ନାରୀର ଶତ୍ରୁ ହୋଇଯାଏ |

କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗିନି ପରୀକ୍ଷା ଦେବାକୁ ବାଧ୍ୟ ହୋଇଛି ଯୁଗ ବଦଳିଗଲାଣି କିନ୍ତୁ ବଦଳିନି ସେ ନାରୀର କାହାଣୀଟି ବୋଲି ପ୍ରକୃତି ମିଶ୍ର କହିଥିଲେ |ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କିଛି ଫୋଟ ସୋସିଆଲ ମେଡିଆରେ ଘୁରି ବୁଲୁଚି |

ସେହି ଫୋଟରେ ପ୍ରକୃତି ମିଶ୍ର ବିବାହ କରିଥିବାର ନଜର ଆସିଛନ୍ତି ତେବେ ଏହା କୌଣସି ରିଏଲ ଲାଇଫର କଥା ନୁହେଁ ଇଏ ହେଉଛି ତାଙ୍କ ସିରିଏଲ ଲାଇଫର |

Leave a Reply

Your email address will not be published. Required fields are marked *