Ajira anuchinta : ଗଭୀର ନାଭି ଥିବା ନାରୀମାନଙ୍କ ଚରିତ୍ର କିପରି ହୋଇଥାଏ ,ପୁରୁଷ ଲୋକମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ନାରୀ ଯଦି ଘରର କଥାକୁ ବା ଭଲ ମନ୍ଦକୁ ବାହାରେ ପ୍ରକାଶ କରେ ତେବେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖା ଦେଇଥାଏ |ଯେଉଁ ପତ୍ନୀ ସ୍ୱାମୀଙ୍କୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୁଏ ତା ପରିବାର ସର୍ବଦା ଅଶାନ୍ତି କଟେ |

ବୟସର ଶେଷ ସମୟରୁ ତା ଶରୀରରୁ ଦୁର୍ଗନ୍ଧ ବାହାରେ ଏବଂ ଯନ୍ତ୍ରଣା ଭୋଗ କରେ ଯେଉଁ ପତ୍ନୀ ସର୍ବଦା ସ୍ୱାମୀଙ୍କର ନିନ୍ଦା କରିଥାଏ ସେହି ସ୍ତ୍ରୀଙ୍କୁ କେବେବି ସ୍ୱାମୀ ସୁଖ ମିଳି ନଥାଏ ଏବଂ ମୃ-ତ୍ୟୁ ପରେ ନର୍କ ବାସ ଦଣ୍ଡ ମିଳିଥାଏ ଏବଂ ସାତ ଜନ୍ମ ଯାଏ ମଣିଷ ଜନ୍ମ ମିଳି ନଥାଏ |

ସ୍ୱାମୀ ମାନେ ନିଜର ସବୁ କାମ ସମାପ୍ତ କରି ସ୍ତ୍ରୀ ଶୋଇବା ବେଳେ ତାଙ୍କ ସହିତ କିଛି ମିଠା ମିଠା କଥା ହେବା ଉଚିତ ରାତିରେ ରୋମାଣ୍ଟିକ କଥା କହିଲେ ସ୍ତ୍ରୀ ମାନଙ୍କର ମନ ସନ୍ତ ହୋଇଥାଏ ଏବଂ ସ୍ତ୍ରୀ ମାନେ ନିଜର ଦିନ ସାରାର କଷ୍ଟ ଭୁଲି ଖୁସି ହୋଇଥାଆନ୍ତି |ଯେଉଁ ଦମ୍ପତ୍ତି ରାତିରେ ଆଲିଙ୍ଗନ କରି ଶୋଇଥାଆନ୍ତି ତାଙ୍କ ମଧ୍ୟରେ ପ୍ରେମ ଭଲ ପାଇବା ବଢ଼ିବାରେ ଲାଗିଥାଏ |

ଆଉ ଏହି ଭଳି ପୁରୁଷଙ୍କ ସ୍ତ୍ରୀ ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ |ଯେଉଁ ନାରୀ ମାନଙ୍କର ନାଭି ଗଭୀର ଆକାରର ହୋଇଥାଏ ସେମାନେ କେବେ ବି ଟଙ୍କା ପଇସାର ଅସୁବିଧା ସମୁଖୀନ ହୁଅନ୍ତି ନାହିଁ ଏବଂ ନିଜ ସ୍ୱାମୀଙ୍କ ଉପରେ ସେମାନଙ୍କ ବହୁତ ବିଶ୍ୱାସ ରହିଥାଏ |

Leave a Reply

Your email address will not be published. Required fields are marked *