ବର୍ତମାନର ବଡ ଖବର ଯାହାକି ସୁନା ରୁପା ଦାମକୁ ନେଇ ପୁଣି ଆସିଲା ଖୁସିଖବର ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା ମାସକରେ ଦୁଇ ହଜାର ଟଙ୍କା ଖସିଲା ଦର | ସେପଟେ ରୂପ କମିଲା 7000 ଟଙ୍କା | ଜାଣିବା ଆପଣଙ୍କ ସହରରେ କେତେରହିଛି ଦାମ ଆସନ୍ତୁ ଜାଣିବା….
ତେବେ ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା ମାସକରେ 2000 ଟଙ୍କା ଖସିଛି ସୁନା ଦର କେବଳ ଚଳିତ ମାସ 5ଦିନ ଭିତରେ 1.100 ଟଙ୍କା ଶସ୍ତା ହୋଇଛି ସୁନା | ରାଜଧାନୀରେ ଆଜି 24କ୍ୟାରେଟ ସୁନା ଦର 56.822 ଟଙ୍କା 22କ୍ୟାରେଟର ଦାମ 52,400 ଆଉ 18 କ୍ୟାରେଟ ସୁନା ଦର 43.200 ଟଙ୍କା ରହିଛି |
ତେବେ ଖାଲି ସୁନା ନୁହେ ରୂପ ଦରବି କମିଛି ମାସକ ଭିତରେ ରୂପା ଦାମ 7.000ଟଙ୍କା କମିଥିବାର ଜଣାପଡିଛି ସେପ୍ଟମ୍ବର ପହିଲାରୁ ରୂପା ଦାମ କିଲୋ ଗ୍ରାମ ପିଛା 77.000 ଟଙ୍କା ଥିବା ବେଳେ ଏବେ ଏହା 70.000 ଟଙ୍କାକୁ କମିଛି |
ସୁନାଦର ଖସିଥିବାରୁ ପାର୍ବଣ ଋତୁରେ ଭଲ ବ୍ୟବସାୟ ଆଶାମଧ୍ୟ କରିଛନ୍ତି ସୁନା ଦୋକାନୀ ଗ୍ରାହାକବି ବେଶ ଖୁସି ଅଛନ୍ତି | ଭୁବେନେଶ୍ଵର ରେ ସୁନା ଦର 24କ୍ୟାରେଟ 56.800 ଟଙ୍କା 22କ୍ୟାରେଟ 52.400 ଟଙ୍କା ରହିଛି 18 କ୍ୟାରେଟ 43.200 ଟଙ୍କା ଏବଂ ରୂପା ଦର 10ଗ୍ରମପ୍ରତି 680ଟଙ୍କା ରହିଛି |