ରସିକିୟା ଟ୍ୟୁସନ ସାରଙ୍କ ରାସଲୀଳା ,ଛାତ୍ରୀ ଜଣକ ସଙ୍ଗେ କରିଦେଲେ ଲଜ୍ୟା ଜନକ କାମ ,ଜାଣିଲେ ଆପଣ କହିବେ ଛିଃ ଛିଃ ….ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ପାଠ ପଢ଼ାଇବା ବଦଳରେ ଟ୍ୟୁସନ ସାର ଛାତ୍ରୀଙ୍କ ସହ ରଖିଲେ ଶା-ରୀ-ରି-କ ସମ୍ପର୍କ ଆଉ ଏହି ସମ୍ପର୍କ କାରଣରୁ ଛାତ୍ରୀ ଜଣକ ହେଲେ ଗର୍ଭବତୀ ପାଠ ପଢିବା ବଦଳରେ ପ୍ରେମର ରାସ ଲୀଳାରେ ମାତିଲେ ଏହି ଟ୍ୟୁସନ ସାର |ଛାତ୍ରୀ ଜଣଙ୍କୁ ବାରମ୍ବାର ଧମକ ଦେଉଥିଲେ ଏହି ଟ୍ୟୁସନ ସାର କହୁଥିଲେ ତୁ ଯଦି ଏହି କଥା କାହାକୁ କହିବୁ ତାହେଲେ ତତେ ଫେଲ କରାଇ ଦେଵି |

ଏବେ ଛାତ୍ରୀ ଜଣକ ଆଠ ମାସର ଗର୍ଭବତୀ ଅଛନ୍ତି କିନ୍ତୁ ଟ୍ୟୁସନ ସାର ଆଉ ଧରା ଛୁଆଁ ଦେଉ ନାହାଁନ୍ତି ବାଧ୍ୟ ହୋଇ ଛାତ୍ରୀ ଜଣକ ମୁହଁ ଖୋଳିଭାନ୍ତି ଆଉ ନ୍ୟାୟ ପାଇବା ପାଇଁ ଦାବି କରୁଛନ୍ତି |ଆଜି କାଲିର ସମାଜ ଏତେ ଖରାପ ବାଟକୁ ଗତି କଲାଣି ଯେ ଝିଅଟିଏ ସମାଜରେ ବାଟ ଚାଲିବ ବହୁତ ମୁସ୍କିଲ |

ଏପଟେ କଲେଜ ଯାଇ କିଏ କାହା ସହିତ ଜଙ୍ଗଲକୁ ଗଲାଣି ତ କିଏ ଧରା ପଡ଼ି ନିଜର ନାଁ ଏବଂ ବାପା ମା ଙ୍କ ନାଁ ତଳେ ପକାଉଛନ୍ତି |ଆଜି କାଲିର କିଛି ଏଭଳି କୁଶିକ୍ଷକ ବାହାରୁଛନ୍ତି ଯେଉଁମାନେ ଶିକ୍ଷକଙ୍କ ପଦବୀରେ ଦାଗ ଲଗାଉଛନ୍ତି ଶିକ୍ଷକ ଟିଏ ଯେତେବେଳେ ହୋଇଥାଏ |

ତାର ପ୍ରଧାନ କର୍ତ୍ତବ୍ୟ ଛାତ୍ରଙ୍କୁ ଠିକ ଭାବରେ ଗଡ଼ି ସମାଜରେ ଏକ ଭଲ ମଣିଷ ପାଇଁ |ଆଜି କାଲିର ସମାଜରେ ଏପରି ବ୍ୟକ୍ତିଙ୍କୁ ଶିକ୍ଷକ ପଦବୀରୁ ବାହାର କରି ଉଚିତ ଦଣ୍ଡ ଦେବା ଆବଶ୍ୟକ |ବାପା ମା ସ୍କୁଲ ଟ୍ୟୁସନ ଛୁଆଙ୍କୁ ପଠାଇ ଥାଆନ୍ତି |

ମୋ ଛୁଆ ପାଠ ପଢି ଭଲ ମଣିଷ ହେବ ହେଲେ ଆଜି କାଲିର ଏଭଳି କଳା ପିନ୍ଧା ଲୋକଙ୍କୁ ସାବଧାନ ରହିବାକୁ ଏବଂ ନିଜ ପିଲାଙ୍କୁ ଅଭିଭାବକ ମାନେ ଉଚିତ ଶିକ୍ଷକଙ୍କ ପାଖକୁ ପାଠ ପଢ଼ାଇବା ପାଇଁ ପଠାଯିବା ଉଚିତ |

Leave a Reply

Your email address will not be published. Required fields are marked *