Mela ବୁଲେବାକୁ ଆଣି ଦୁଇ ପୁଅକୁ ଛାଡ଼ି ଦେଲେ ବାପାମାଆ, ଆଉ ତାପରେ ଯାହା ହେଲା ଜାଣିଲେ….

ମାଆକୁ ଖୋଜି ଖୋଜି ନୟାନ୍ତ ହେଲେଣି ଏହି ଦୁଇ କୁନି ପିଲା ହେଲେ ମା ଏହି ଭିଡ଼ ଭିତରେ ଏହି ପିଲା ଦୁହିଁଙ୍କୁ ଛାଡ଼ି କୁଆଡେ଼ ଚାଲିଗଲା କେଜାଣି । ଯେତେ କନ୍ଦିଲେବି ଏହି ଦୁଇଜଣଙ୍କ କାନ୍ଦ ତାକୁ ଆଉ ଶୁଭୁନି ୧୦ ମାସ ୧୦ଦିନ ଯନ୍ତ୍ରଣା ସହି ଯାହାକୁ ଜନ୍ମ ଦେଇଥିଲା ତାକୁ ଅଧାରସ୍ତରେ ଭିଡ଼ ଭିତରେ ଛାଡି ଚାଲିଗଲା।

ଏପଟେ ଦୁଇ ଭାଇ କାନ୍ଦି କାନ୍ଦି ମାଆକୁ ଖୋଜିବା ସହିତ ସମସ୍ତଙ୍କ ପାଖରେ ନେହୁରା ହେଉଛନ୍ତି ଆଉ କୋହୁଛନ୍ତି ଆମକୁ ଆମ ମା ପାଖରେ ଛାଡ଼ିଦିଅ ନହଲେ ଆମ ମାଆକୁ ଖୋଜିଆନିଦିଅ। ଆମର ମା ଛଡ଼ା ଏହି ଦୁନିଆରେ ଆମର କେହି ନାହିଁ ଆମେ ଏବେ କରିବୁ କଣ ଆଉ ଖାଇବି କଣ । ଦର୍ଶକବନ୍ଦୁ ଏ କେମିତିକା ମା ଯିଏ ନିଜର ପିଲାଙ୍କୁ ଛାଡି ଆଉ କହାସହ ଚାଲିଯାଇଛନ୍ତି ।

ମାଆ ସହିତ ବଜାର ବୁଲିବାକୁ ଭାବି ଛୁଆ ଦୁଇ ହସ ଖୁସିରେ ଘରୁ ବାହାରିଥିଲେ ହେଲେ ସେମାନଙ୍କ ଜାଣିନଥିଲି ତାଙ୍କ ସହିତ ଏମିତି ହୋଇଯିବ ବୋଲି। ମାଆ ସହିତ ପିଲା ବଜାର ବୁଲି ଆସିଥିବା ବେଳେ ମଝି ରାସ୍ତାରେ ଦୁଇ ଦୁଇଟି ଛୁଆ କୁ ଛାଡି କେଉଁଆଡ଼େ ଚାଲିଗଲା ମା । ଏପଟେ ଛୋଟ ଛୋଟ ଛୁଆ ମନେ ଦୁନିଆ ବିଷୟରେ କିଛି ଜାଣିନଥିବା ବେଳେ ନିଜ ମା ସହିତ ବଜାର ବୁଲିବାକୁ ଆସି ମା ଠାରୁ ଦୁରେଇଯାଇଛନ୍ତି।

ଆଉ ମାଆର ହାତ ଧରି ଏ ଦୋକାନରୁ ସେ ଦୋକାନ ବୁଲୁଥିବା ବେଳେ ଅଧା ରାସ୍ତାରେ ଦୁଇ ପୁଅଙ୍କୁ ଛାଡି କେଉଁଆଡ଼େ ଚାଲିଯାଇଛି ମା। ଛୋଟ ଛୋଟ ଛୁଆ ଦୁଇଜଣ ନିଜ ମାଆକୁ ନପାଇ ଚିତ୍କାର କରି କାନ୍ଦୁଥିବା ବେଳେ ପିଲା ଦୁହିଁଙ୍କ ଉପରେ ନଜର ପଡ଼ିଥିଲା ପୋଲିସ ବାବୁଙ୍କର ଆଉ ପୋଲିସ ବାବୁ ପିଲା ଦୁହିଁଙ୍କ ପଚାରିବାରୁ କହିଲେ ସେମାନେ ତାଙ୍କ ମାଙ୍କୁ ଖୋଜୁଛନ୍ତି ବୋଲି। ଏପଟେ ପିଲାଦୁହିଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *