ପାଣି ତଳେ ବୁଡି ରହିଛି ଦୁନିଆର ଏହି ଚାରୋଟି ପ୍ରସିଦ୍ଧ ସହର ,ଯେଉଁଠାରେ ଆଜି ବି ଭଗବାନ ରହିଛନ୍ତି ଜାଣିଲେ ଆପଣ ହାତଯୋଡ଼ି ଦେବେ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବୁ ଦୁନିଆର ଏମିତି କିଛି ସହର ଯାହା ପାଣି ତଳେ ବୁଡ଼ିକି ରହିଛି ଆଉ ଏହି ଟପ 5 ଲିଷ୍ଟରେ ଆମ ଭାରତର ମଧ୍ୟ ସ୍ଥାନ ଅଛି ଯାହା ପ୍ରତ୍ୟକ ଭାରତୀୟ ଜାଣିବା ନିହାତି ଦରକାର |ଆଉ ଏହି ସବୁ ସହରକୁ ଦେଖିବାକୁ ହେଲେ ଆପଣଙ୍କୁ ପ୍ରଥମେ ପାଣି ଭିତରକୁ ଯିବାକୁ ପଡ଼ିବ ତେବେ ଆସନ୍ତୁ ଜାଣିବା ଆଜିର ବିଷୟଟି କେଉଁ ସବୁ ସହର ରହିଛି ଯାହା ଦୀର୍ଘ ବହୁ ବର୍ଷ ତଳୁ ପାଣି ଭିତରେ ବୁଡ଼ି ରହିଛି |

ନମ୍ବର 1 କ୍ଲିଓପାତ୍ରା ଆଲେକ ଜାଣ୍ଡେରିଆ ଇଜିପ୍ଟ ଏହି ସହରର ନିର୍ମାଣ ସେତେବେଳେର ପ୍ରସିଦ୍ଧ ଶାସକ ଆଲେକଜଣ୍ଡର ଦି ଗ୍ରେଟ କରିଥିଲେ ଏବଂ 1600 ବର୍ଷ ପୂର୍ବରୁ ଏହି ସହର ପାଣି ତଳେ ବୁଡ଼ି ଯାଇଛି |ଐତିହାସିକଙ୍କ କହିବା କଥା ଇଜିପ୍ଟର ପ୍ରସିଦ୍ଧ ଶାସକ ଏବଂ ରାଣୀ କ୍ଲିଓ ପାତ୍ରାଙ୍କ ନାମରେ ଏହି ସହର ନିର୍ମାଣ କରା ଯାଇଥିଲା 1958 ମସିହାରେ ସମୁଦ୍ର ପୁରା ତତ୍ବବିଦଙ୍କ ନାମରେ ଏହି ସହର ଠାବ କରା ଯାଇଥିଲା ତାହା ସହିତ ପାଣି ଭିତରେ ଏହି ସହରରେ ପୁରାତନ ମନ୍ଦିର ଏବଂ ପୁରାତନ ଅଟାଳିକା ଠାବ କରାଯାଇଛି |

ନମ୍ବର 2 ପୋର୍ଟ ରୟାଲ ଜାମାୟିକା ଏହି ସହର ଏବେ ସମୁଦ୍ର ଭିତରେ ଜଳମଗ୍ନ ହୋଇ ରହିଛି କିନ୍ତୁ ଆଗ କାଳରେ ଏହା ୟୁରୋପର ବଡ଼ ବଡ଼ ସହର ମାନଙ୍କ ମଧ୍ୟରେ ଗଣା ଯାଉଥିଲା ଓ ଏହି ସହରରେ ମଦ ବହୁତ ଲୋକପ୍ରିୟ ଥିଲା ଜଳଦାଷୀ ଏବଂ ଡକାୟତି ମାନଙ୍କ ପାଇଁ ଏହି ସହର ସ୍ୱର୍ଗ ସମାନ ଥିଲା ତାହା ସହିତ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାକୁ ମୌଜା ମସ୍ତି କରିବା ପାଇଁ ଆସୁଥିଲେ କିନ୍ତୁ ଜୁନ 1962 ମସିହାରେ ଏହି ସହଜର ଜଳମଗ୍ନ ହୋଇଗଲା ଯାହା ଫଳରେ 2,000 ଲୋକ ମୃ-ତ୍ୟୁ ବରଣ କଲେ |

ନମ୍ବର 3 ଦ୍ଵାରକା ଭାରତ ଭାରତର ଗୁଜୁରାଟ ରାଜ୍ୟରେ ସମୁଦ୍ର ଉପକୂଳ ଅଞ୍ଚଳରେ ପୂର୍ବ କାଳରେ ଦ୍ଵାରକା ସହର ଥିଲା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ସହର ସେତେବେଳେ ଭାରତର ପ୍ରାଚୀନ ସହର ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା କିନ୍ତୁ ଏହି ସହର ପ୍ରଭୁ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପରେ ପାଣି ଭିତରେ ବୁଡ଼ିଗଲା ଏବଂ ଆର୍କୋଲୋଜିଷ୍ଟଙ୍କ ତଥ୍ୟ ଅନୁସାରେ ଏହା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସି ସାରିଛି ଏହି ସହର ଏବେ ସମୁଦ୍ର ଠାରୁ 131 ଫୁଟ ତଳେ ଜଳମଗ୍ନ ହୋଇ ରହିଛ |

ନମ୍ବର 4 ଦି ପିରାମିଡସ ଅଫ ୟୁନା ଗୁନି ଜିମା ଜାପାନ ଜାପାନର ସମୁଦ୍ର ଭିତରେ ଏକ ବିରାଟ ପିରାମିଡ଼ର ଅସ୍ତ୍ର ମିଳିଛି ଗୋଟିଏ ପଥରରେ ତିଆରି ହୋଇଥିବା ଏହି ପିରାମିଡ଼ ସମ୍ପୂର୍ଣ୍ଣ ଅଦ୍ଭୁତ କାରୁ କାର୍ଯ୍ୟରେ ତିଆରି ହୋଇଛି |କିନ୍ତୁ ଏହି ପିରାମିଡ଼କୁ ନେଇ ଏହି ଆର୍କଲୋଜିଷ୍ଟ ମାନଙ୍କ ମଧ୍ୟରେ ମତ ରହିଛି କିଛି ଆର୍କଲୋଜିଷ୍ଟ ମାନେ ଏହା ପ୍ରାକୃତିକ ଭାବରେ ତିଆରି ତିଆରି ହୋଇଛି ଏବଂ ଆଉ କିଛି କହୁଛନ୍ତି ଏହା ମାନବ ନିର୍ମିତ ଏହା ସମୁଦ୍ରରୁ 250 ଫୁଟ ତଳୁ ପାଣି ଭିତରେ ରହିଛି |

Leave a Reply

Your email address will not be published. Required fields are marked *