ନିଜ Film ରିଲିଜ ନହେବାରୁ କାନ୍ଦି କାନ୍ଦି ଏପରି କହିଲେ ଅଭିନେତା ସ୍ୱରାଜ ବାରିକ ,କହିଲେ ଏପରି କଥା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

ନମସ୍କାର ଦର୍ଶକବନ୍ଧୁ ରିଲିଜ ହୋଇଛି ଶିରାଜ ବାରିକଙ୍କ ନୂଆ ଚଳଚ୍ଚିତ୍ର ପ୍ରଥା ତାହେଲେ ଏହି ସିନେମାଟି ରିଲିଜ ହେବା ପରେ ଦୁଃଖରେ ଏବେ କାନ୍ଦୁଛନ୍ତି ସ୍ୱରାଜ ତ ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଓଲିଉଡ଼ରେ ବହୁତ ସାରା କଳି ଝଗଡ଼ା ଚାଲିଛି ପୂର୍ବ ଓଡିଶା ଏବଂ ପଶ୍ଚିମ ଓଡ଼ିଶାକୁ ନେଇ ବହୁତ ସାରା ବିବାଦ ଚାଲିଛି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ତ ବର୍ତ୍ତମାନ ମନୋଜ ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରଡ୍ୟୁସର ମାନଙ୍କ ସାଙ୍ଗରେ ମଧ୍ୟରେ ଝଗଡ଼ା ଚାଲିଛି ଆଉ ଏହି ସମୟରେ ରିଲିଜ ହୋଇଛି ସ୍ୱରାଜ ବାରିକଙ୍କ ଚଳଚ୍ଚିତ୍ର ପ୍ରଥା ଏହି ସିନେମାଟି ରିଲିଜ ହେବା ପରେ ପଶ୍ଚିମ ଓଡ଼ିଶାରେ କିଛି ଲୋକମାନେ ଏହାକୁ ବନ୍ଦ କରିଛନ୍ତି |

ପୋଷ୍ଟର ଫାଡ଼ିବା ସହିତ ସିନେମା ହଲରେ ସିନେମାକୁ ରିଲିଜ ହେବାର ବନ୍ଦ କରିଛନ୍ତି ଲୋକମାନେ ତ ଏହି କାରଣରୁ ମନ ଦୁଃଖରେ ଅଛନ୍ତି ସ୍ୱରାଜ ବାରିକ ସିନେମା ପାଇଁ ବହୁତ ପରିଶ୍ରମ କରିଛନ୍ତି ସ୍ୱରାଜ |ସିନେମା ଟିରେ ଓଡ଼ିଶାର ପ୍ରଥା ଏବଂ ଓଡ଼ିଶାର ସଂସ୍କୃତି ବିଷୟରେ କୁହାଯାଇଛି |ସ୍ୱରାଜଙ୍କ ସହିତ ବଲିଉଡର କଳାକାର ମାନେ ଅଭିନୟ କରିଥିବା ବେଳେ ଓଲିଉଡ଼ର କଳାକାର ମାନେ ମଧ୍ୟ ଅଭିନୟ କରିଛନ୍ତି

ପଶ୍ଚିମ ଓଡ଼ିଶାର ଅଭିନେତା ଅଭିନେତ୍ରୀ ମାନେ ଅଭିନୟ କରିଛନ୍ତି ଏହି ଚଳଚ୍ଚିତ୍ରରେ ତାହେଲେ ଏହି ଚଳଚ୍ଚିତ୍ରର ପ୍ରଡ୍ୟୁସର ମଧ୍ୟ ପଶ୍ଚିମ ଓଡ଼ିଶାର ତ ଫିଲ୍ମଟି ରିଲିଜ ନହେବା କାରଣରୁ ଫିଲ୍ମର ପ୍ରତ୍ୟକ ମେମ୍ବର ମାନଙ୍କ ବହୁତ ଦୁଃଖ ରହିଛି |ମନୋଜ ମିଶ୍ର ଏବଂ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରଡ୍ୟୁସର ମାନଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ଏବେ ନୂଆ ମୋଡ଼କୁ ନେବାରେ ଲାଗିଛି |

ଓଡିଶା ବିଭାଜନ ଭଳି କଥା ଲାଗିଛି ଏହି ପ୍ରସଙ୍ଗକୁ ନେଇ ହେଲେ ବର୍ତ୍ତମାନ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ରିଲିଜ ହେବାକୁ ଥିବା ସମସ୍ତ ସିନେମା ଗୁଡ଼ିକୁ ପଶ୍ଚିମ ଓଡ଼ିଶାରେ ବନ୍ଦ କରାଯିବ ବୋଲି କୋଶଲ ଜେନା କହିଛନ୍ତି ଯାହାକି ସ୍ୱରାଜଙ୍କ ପ୍ରଥା ଚଳଚ୍ଚିତ୍ରରୁ ଦେଖିବାକୁ ମିଳିଛି ତ ବର୍ତ୍ତମାନ ଏହି କାରଣରୁ ସ୍ୱରାଜ ବାରିକ ବହୁତ ମନ ଦୁଃଖରେ ଅଛନ୍ତି ନିଜ ଚଳଚ୍ଚିତ୍ରକୁ ରିଲିଜ ହେବାକୁ ଦେଉ ନାହାଁନ୍ତି ପଶ୍ଚିମ ଓଡ଼ିଶାର ଲୋକମାନେ

Leave a Reply

Your email address will not be published. Required fields are marked *