ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଏହି ଦିନ ମିଳିବ ପିଏମ କିଷାନ ଆଗାମୀ କିସ୍ତିର ଟଙ୍କା ,ଶୀଘ୍ର କରିଦିଅନ୍ତୁ ଏହି କାମ ନଚେତ …

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ କିଷାନ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର କେବେ ମିଳିବ ପିଏମ କିଷାନ ଯୋଜନାର 15 ତମ କିସ୍ତିର 2,000 ଟଙ୍କା |ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଯେଉଁ ଯୋଗ୍ୟ କୃଷକ ମାନେ 14 ତମ କିସ୍ତିର ଲାଭ ପାଇ ସାରିଛନ୍ତି ଏହା ଭିତରେ ବର୍ତ୍ତମାନ ସମସ୍ତ ହିତାଧିକାରୀ କୃଷକ ମାନେ ଉତ୍ସାହର ସହିତ ପିଏମ କିଷାନ ଯୋଜନାର 15 ତମ କିସ୍ତି ପାଇଁ ମଧ୍ୟ ଅପେକ୍ଷା କରୁଛନ୍ତି ଏଥି ସହିତ ପିଏମ କିଷାନ ଯୋଜନାର 15 ତମ କିସ୍ତି ପାଇଁ ଗୋଟି ଗୋଟି ହିତାଧିକାରୀଙ୍କ ପାଇଁ ଗୋଟେ ଖୁସି ଖବର ମଧ୍ୟ ଆସି ସାରିଛି |

ପିଏମ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ ଶୀଘ୍ର ମୁକ୍ତି ଲାଭ କରିବାକୁ ଯାଉଛି ପିଏମ କିଷାନ ଯୋଜନାରେ ଯେଉଁମାନେ E-KYC କମ୍ପ୍ଲିଟି କରିଛନ୍ତି ସେହିମାନେ କେବଳ ପିଏମ କିଷାନ ଯୋଜନାର ଟଙ୍କା ପାଇବେ ଏପରି ପରିସ୍ଥିତିରେ ପିଏମ କିଷାନ ପୋର୍ଟାଲରେ କୃଷକ ମାନେ ଓଟିପି ଆଧାରିତ E -KYC ଉପଲବ୍ଧ କିମ୍ବା ଵୟୋ ମେଟ୍ରିକ ଆଧାରିତ E-KYC ପାଇଁ ନିକଟସ୍ତ ବ୍ୟାଙ୍କ କେନ୍ଦ୍ରକୁ ଯାଇ ନିକଟସ୍ତ କେନ୍ଦ୍ରରେ ଯୋଗାଯୋଗ କରିପାରିବେ |

E -KYC କମ୍ପ୍ଲିଟି କରିଥିଲେ ଯାଇ ସେହି ମନକୁ ପିଏମ କିଷାନ ଯୋଜନାର ଟଙ୍କା ମିଳିବ ଆପଣ E -KYC କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡର ଲିଙ୍କ ହୋଇ ଯାଇଥାଏ |ଆଉ ଯେଉଁ ପଇସା ଆପଣଙ୍କ ଆସେ ତାହା ଡିବିଟି ଜରିଆରେ ଆସିଥାଏ ଆପଣଙ୍କ ଆଧାର କାର୍ଡ ସହ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥାଏ |

ସେହି ବ୍ୟାଙ୍କକୁ ହିଁ ଆପଣଙ୍କ ପଇସା ଆସିଥାଏ କିନ୍ତୁ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ ନଥିବ ପଇସା ଆପଣଙ୍କ ପାଖକୁ ଆସିବ କିନ୍ତୁ ପଇସା ଆପଣଙ୍କ ଆକାଉଣ୍ଟରେ ପହଁଞ୍ଚିବି ନାହିଁ ସେଥିପାଇଁ କିଷାନ ଯୋଜନାର ଆପଣଙ୍କ ଯେଉଁ ଅପଡେଟ ଆସିଛି ତେଣୁ ଆପଣ E -KYC କରିବା ନିହାତି ଜରୁରୀ ଅଟେ କିନ୍ତୁ ଏବେ ବହୁତ ବଡ଼ ଅପଡେଟ ଆସିସରିଛି |

କେବେ ମିଳିବ ପିଏମ କିଷାନ ଯୋଜନାର ଟଙ୍କା |ପୂର୍ବରୁ ଯେଉଁ ତାଙ୍କ ମିଳିଥିଲା ତାହା 2023 ଜୁଲାଇ 27 ତାରିକରେ ମିଳିଥିଲା ନଭେମ୍ବର ମାସ ଶେଷ ସୁଦ୍ଧା ଟଙ୍କା ଆସିବ ବୋଲି ଅପଡେଟ ଆସିଛି କୁହାଯାଇଛି ନଭେମ୍ବର ମାସ 27 ତାରିକରେ ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ଟଙ୍କା |

Leave a Reply

Your email address will not be published. Required fields are marked *