ଅଧ ରାତିରେ ଚାଲି ଯାଉଥିବା ଏହି ଲୋକ ସହ ଯାହା ଘଟିଲା, ଦୟାକରି ଛୋଟ ଛୁଆ ଏହି ଭିଡ଼ିଓକୁ ଦେଖନ୍ତୁ ନାହିଁ, ଭୁତ ସତରେ ଅଛନ୍ତି…

ନମସ୍କାର ବନ୍ଧୁଗଣ ଅନେକ ସମୟରେ କିଛି ଘଟଣା ମଣିଷର ବୁଦ୍ଧିର ପରେ ଘଟିଥାଏ ଏହି ୫ ଟି ରହସ୍ୟମୟ ଘଟଣା ଯାହାକୁ କ୍ୟାମେରାରେ ରେକର୍ଡ କରି ନିଆଗଲା ଯାହା ଆପଣଙ୍କ ହୋସ ଉଡ଼ାଇଦେବ |

ଏହି ଭିଡିଓ ଦିଲ୍ଲୀର ବୋଲି କୁହାଯାଉଛି ରାତ୍ରି ସମୟରେ ଶୁନଶାନ୍ ରାସ୍ତାରେ ଦୁଇଜଣ ଲୋକ ଯାଉଥିବାର ଦେଖାଯାଏ ଏବଂ ଏହି ସମୟରେ ଏକ ଖତରନାକ ଘଟଣା ଘଟେ ଭିଡ଼ିଓକୁ ଭଲ ଭାବରେ ଦେଖିଲା ପରେ ଏଠାରେ ୩ ଜଣ ଲୋକଥିବା ଜଣାଯାଏ ଏହି ୩ ନମ୍ବର୍ ବ୍ୟକ୍ତି କିଏ ଥିଲା ତାହା କେହି ଜାଣି ନାହାଁନ୍ତି କାରଣ ସେ ତଳେ ପଡିଥିବା ବ୍ୟକ୍ତିର ଶରୀରରୁ ବାହାରିଲା ଏବଂ ଅନ୍ୟ ଲୋକଟିକୁ ଧକ୍କା ଦେଇ ପୁଣି ସେହି ଲୋକର ଶରୀରରେ ପଶିଗଲା କିଛି ଲୋକଙ୍କ କହିବା ଅନୁସାରେ ପଛରେ ଥିବା ଲୋକଟି ଏହି ଯୁବକକୁ ଲୁଟିବା ପ୍ଲାନ୍ ରେ ଥିଲା ଏବଂ କୌଣସି ଅଜଣା ଶକ୍ତି ଏହି କାମ କରେଇ ଦେଲା ନାହିଁ କିନ୍ତୁ ଅନ୍ୟ ଲୋକଙ୍କ ମତରେ ଆଗରେ ଥିବା ମଣିଷଟି ସାଧାରଣ ଲୋକ ନଥିଲା |

ଜାନୁଆରୀ ୨୦୨୧ ରେ ଆମେରିକାର ଆରିଚନାରେ ଆକାଶରେ କିଛି ଏମିତି ଦେଖାଗଲା ଯାହାକୁ ଦେଖି ପ୍ରତ୍ୟେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଯେମିତି ଆପଣମାନେ ଦେଖି ପାରୁଥିବେ ଏଠାରେ ବାଦଲ ଏକ ଭିନ୍ନ ଆକାର ନେଇଥିଲା ଧଳା ବାଦଲ ଚାରିପଟେ ନୀଳ ଆକାଶ ଏମିତି ଦେଖା ଯାଉଥିଲା ଯେମିତି କହି ନିଜ ହାତରେ ଏହାକୁ କାଟି ଅଲଗା କରିଛି ଏହି ଘଟଣାକୁ ଦେଖି ସ୍ଥାନୀୟ ଲୋକ ବୋହୁତ ଡରି ଯାଇଥିଲେ କିଛି ଲୋକଙ୍କ ଅନୁସାରେ ଏହା ଏଲିଏନ ମାନଙ୍କର କିଛି ସୂଚନା ହେଇ ଥାଇପାରେ |

ଏହି ଚର୍ଚ୍ଚ ଭିତରକୁ କେହି ପଶିବା ପାଇଁ ଚାହୁଁଚି କିନ୍ତୁ ବୁଝିବା କଷ୍ଟକର ଯେ ସେ କିଏ ଅଟେ ଏହି ଘଟଣାକୁ ଅପଲୋଡ଼ କରିଥିବା ଲୋକର ମତ ଯେ ସେ ରାତ୍ରୀ ସମୟରେ ଏକ ଚର୍ଚ୍ଚ ପାଖଦେଇ ଯାଉଥିଲା ଏବଂ ଏହି ସମୟରେ ଚର୍ଚ୍ଚର କବାଟ କାଗଜ ଭଳି ଫଡଫଡ ହେବାର ସେ ଦେଖିଲା ଏଠାରେ ନା ଜୋର୍ ରେ ପବନ ବହୁଥିଲା ନା କୌଣସି ଲୋକ ଥିଲା ଏହାକୁ ଦେଖି ଲୋକମାନେ କହିଲେ ଯେ କୌଣସି ସଇତାନ ଶକ୍ତି ଚର୍ଚ୍ଚ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା କିନ୍ତୁ ଏଥିରେ ସେ ସଫଳ ହୋଇ ପାରୁନଥିବ |

ଏହି ମହିଳା ଜଣଙ୍କ ଦେଖିଲେ ଯେ ରାସ୍ତାରେ ଡେଇଁ ଡେଇଁ ଯାଉଥିବା ଏକ ବେଙ୍ଗ ଅଚାନକ ଏକ ସାପ ଛୁଆରେ ପରିବର୍ତ୍ତନ ହୋଇଗଲା ମହିଳା ଘଟଣାକୁ ଦେଖି ଡରିଯାଇ ଫେସବୁକ୍ ରେ ଏହାକୁ ଅପଲୋଡ଼ କରିଦେଲେ କିନ୍ତୁ ଏହି ଭିଡିଓକୁ ଯିଏବି ଦେଖିଲା ତାର ହୋସ ଉଡ଼ିଗଲା। ମାତ୍ର ୬ ବର୍ଷର ଝିଅ ନିଜର ମାଆର ମୋବାଇଲ୍ କ୍ୟାମେରାରେ ଅଜାଣତରେ ଏକ ଭିଡିଓ କରୁଥିଲା କିନ୍ତୁ କିଏବା ଯାଇଥିଲା ତା ଅଜାଣତରେ ରେକର୍ଡ ଏହି ଭିଡିଓ ଏତେ ଭାଇରାଲ୍ ହୋଇଯିବ ଏହି ଘଟଣାରେ ଝିଅଟିର ଗୋଟିଏ ଚପଲ ଆପେ ଆପେ ହଲିଯାଏ ଯାହା ଉପରେ ଛୋଟ ଝିଅଟିର ଧ୍ୟାନ ଯାଏନାହିଁ କିନ୍ତୁ ଏହି ଚପଲ ହଲିବା ଛଡ଼ା ଝିଅଟିର କଥା ଉପରେ ମଧ୍ୟ ଟିକେ ଆପଣ ଧ୍ୟାନ ଦିଅନ୍ତୁ ଝିଅଟି କହୁଛି ଯେ ଆଜି ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ସେ ତାଙ୍କୁ ମନେ ପକାଉଛି |

Leave a Reply

Your email address will not be published. Required fields are marked *