ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ରେ ଅଭିନୟ କରୁଥିବା ଏହି ହିରୋଇନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆଜି ଆମେ ଆପଣଙ୍କୁ କହିବୁ ଏହି ହିରୋଇନ ମାନଙ୍କ ଶାଶୁ ମାନେ ଦେଖିବାକୁ କିପରି |
ନମ୍ବର 1 ଆମ ଲିଷ୍ଟରେ ପ୍ରଥମେ ଆସୁଛନ୍ତି ଅର୍ଚ୍ଚିତା ସାହୁ ଗତ କିଛି ବର୍ଷ ପୂର୍ବେ ସବ୍ୟ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ ଦୁହେଁଙ୍କ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ ବିବାହ କରିଥିଲେ ଦେଖନ୍ତୁ ଇଏ ହେଉଛନ୍ତି ଅର୍ଚ୍ଚିତାଙ୍କ ଶାଶୁ ମାନେ ସବ୍ୟସଚୀଙ୍କ ମା |
ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି ସୋନାଲି ଏହି ଅଭିନେତ୍ରୀଙ୍କୁ ଆପଣମାନେ କୁଆଁରୀ ବୋହୁ ସିରିଏଲରେ କବିତା ଚରିତ୍ରରେ ଅଭିନୟ କରୁଥିବା ନିଶ୍ଚିତ ଦେଖିଥିବେ ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସୋନାଲିଙ୍କ ଶାଶୁ |
ନମ୍ବର 3 ରେ ଆସୁଛନ୍ତି ଯାଜ୍ଞସେନୀ ଏହି ଅଭିନେତ୍ରୀଙ୍କୁ ବହୁତ ସାରା ଧାରା ବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ଯେମିତିକି ସିନ୍ଦୁର ବିନ୍ଦୁ ,ପରି ଏବଂ ନୂଆ ବୋହୁ ଏପରି ଅନେକ ଧାରାବାହିକରେ ନଜରରେ ଆସିଛନ୍ତି ଇଏ ହେଉଛନ୍ତି ଇଏ ହେଉଛନ୍ତି ଯାଜ୍ଞସେନୀଙ୍କ ଶାଶୁ |
ନମ୍ବର 4 ରେ ଆସୁଛନ୍ତି ଦୀପ୍ତି ରେଖା ଓଲିଉଡ଼ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ସହିତ ଗୀତ ଗୁଡ଼ିକ ମଧ୍ୟ ନିଶ୍ଚିତ ଜାଣିଥିବେ |ଦୀପ୍ତିରେଖା ଜଣେ ବଡ଼ ଶିଳ୍ପପତି ସୌମ୍ୟରଞ୍ଜନଙ୍କୁ ବିବାହ କରିଛନ୍ତି
ନମ୍ବର 5 ରେ ଆସୁଛନ୍ତି ଲିପ୍ସା ମିଶ୍ର ଗତ କିଛିଦିନ ତଳେ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦେଖନ୍ତୁ ଇଏ ହେଉଛନ୍ତି ଲିପ୍ସା ମିଶ୍ର ଶାଶୁ ,ଲିପ୍ସା ମିଶ୍ର ନିଜ ଶାଶୁ ଘରେ ବହୁତ ଖୁସିରେ ଥିବାର ଜଣା ପଡ଼ିଛି |
ପ୍ରଥମଥର ଦେଖନ୍ତୁ ନୂଆ ବହାହୋଇଥିବା Heroine ମାନଙ୍କ ଶାଶୁ ,ସବୁଠୁ ବେଶୀ ବୁଢ଼ୀ ଏହି ହିରୋଇନଙ୍କ ଶାଶୁ ,ଦେଖିଲେ ମଧ୍ୟ ବିଶ୍ୱାସ ହେବ ନାହିଁ
