ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେହି ଗ୍ରହମାନଙ୍କ କେହି ନା କେହି ସ୍ବାମୀ ଗ୍ରହ ରହି ଥାଆନ୍ତି ଏହି ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ରାଶି ପରିବର୍ତ୍ତନ କରି ଥାଆନ୍ତି ଯାହାକି ସବୁ ରାଶିର ଲୋକମାନଙ୍କ ଉପରେ ପ୍ରଭାବ ପକାଇଥାନ୍ତି ତେବେ ଆଜି ଠାରୁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି ଗ୍ରହମାନଙ୍କ ସେନାପତି ମଙ୍ଗଳ ସାହସ ଏବଂ ଶକ୍ତିର କାରଣ ହୋଇଥାଆନ୍ତି।ତେବେ ଆସନ୍ତୁ ଜାଣି ନେବା କଣ ସେହି ତିନିଗୋଟି ରାଶି ଯେଉଁମାନଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ଶୁଭ ପ୍ରଭାବ ପଡ଼ିବା ସହିତ ଏମାନଙ୍କ ଭାଗ୍ୟ ଉଜ୍ଜଳ ମୟ ହେବା ସହିତ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।
ସିଂହ ରାଶି -ଏହି ରାଶିର ଲୋକମାନଙ୍କ ପାଇଁ ଏହି ରାଶିର ପ୍ରବେଶ ବହୁତ୍ ଶୁଭ ହେବ ସମାଜରେ ଏମାନେଉନ୍ନତି କରିବେ ସେମାନେ ବଡ ବଡ଼ ଲୋକମାନଙ୍କ ଠାରୁ ସମ୍ମାନ ମିଳିବ ବୁଡ଼ି ଯାଇଥିବା ଟଙ୍କା ଫେରି ପାଇବେ ।ତେବେ ଆପଣ ଯଦି ସମାଜରେ ଲୋକମାନଙ୍କୁ ସମ୍ମାନ କରିବେ ତେବେ ଆପଣଙ୍କୁ ସମାଜରେ ଲୋକମାନେ ଆପଣଙ୍କ ବିପଦରେ ନିଶ୍ଚିତ ସାଦ ଦେବେ।
କନ୍ୟା ରାଶି -ଏହି ରାଶିର ଲୋକମାନଙ୍କୁ ନୂଆ ନୂଆ ଉପାୟରେ ଲାଭ ମିଳିବ ଆପଣଙ୍କ ଆୟ ବୃଦ୍ଧି ପାଇବ ଆର୍ଥିକ ସ୍ଥିତି ଆପଣଙ୍କ ସୁଦୃଢ଼ ହେବ ଅଟକି ରହିଥିବା କାର୍ଯ୍ୟ ଆପଣଙ୍କ ପୂରଣ ହୋଇଯିବ ।ବୈବାହିକ ଜୀବନ ଆପଣଙ୍କସୁଖମୟ ହେବ ଦମ୍ପତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିବ ।ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଉଚ୍ଚ ଫଳ ପ୍ରାପ୍ତ କରିବେ ।
ବିଛା ରାଶି -ମଙ୍ଗଳଙ୍କ ପ୍ରବେଶ ବିଛା ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ ଶୁଭ ରହିବ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ ଧନ ମିଳିବାର ଯୋଗ ରହିଛି ଅର୍ଥାତ୍ ହାତକୁ ଆସୁଥିବା ବହୁତ ଟଙ୍କା ଆପଣକୁ ବହୁତ ଖୁସି ଏବଂ ଆନନ୍ଦ ହେବ ଅଟକି ରହିଥିବା କାମ ସବୁ ଆପଣଙ୍କର ପୂରଣ ହୋଇଯିବ ବ୍ୟବସାୟୀ ମାନଙ୍କ ପାଇଁ ଏହି ଦିନଟି ବହୁତ ଶୁଭ ରହିଛି ଘର କରିବାକୁ ଚାହୁଁଛନ୍ତି ଯଦି କାମ ଆରମ୍ଭ କରି ଦିଅନ୍ତୁ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିଛି