ବନ୍ଧୁଗଣ ଦୀପାବଳିଦିନ ଏବଂ ଧନତେରସ ଦିନ ଖାସ କରି ଧାନର ଦେବୀ ମା ଲକ୍ଷ୍ମୀ କୁବେର ମହାରାଜ ଦେବତା ମାନଙ୍କର ବୈଦ୍ୟ ଧନ ମନ୍ତ୍ରୀ ତଥା ବୁଧ ଗ୍ରହଙ୍କ ସ୍ୱାମୀ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ କରିବାର ସବୁଠୁ ଉତ୍ତମ ଏବଂ ପବିତ୍ର ଦିନ ମନାଯାଇଥାଏ ଏମିତି ମାନାଯାଇଥାଏ କି ଧନତେରସ ଦିନ କିଛିବି ଜିନିଷ ଯଦି କିଣିକି ଘରକୁ ଅଣାଯାଏ ତେବେ ଏହାର ପ୍ରଭାବ 13 ଗୁଣ ଅଧିକ ବଢ଼ିଯାଇଥାଏ ଏଥିପାଇଁ ଲୋକମାନେ ଧନତେରାସ ଦିନ ଘରକୁ କିଛିନା କିଛି କିଣିକି ଆଣିଥାନ୍ତି |
ଆପଣ ଯଦି କିଛି ଏହି ଦିନ କିଣିକି ଆଣିପାରିବେ ନାହିଁ ତେବେ କେବଳ ଧଣିଆ କିଣିକି ଅଣାନ୍ତୁ ଧଣିଆର ସମ୍ବନ୍ଧ ଧନର ଦେବୀ ମା ଲକ୍ଷ୍ମୀଙ୍କ ସହିତ ହୋଇଥାଏ ଧନତେରସ ଦିନ ରାତିରେ ଧଣିଆରେ ଅତର ଲଗାଇକି ଘରର ଚାରିଆଡେ ଫୋପାଡ଼ି ଦିଅନ୍ତୁ ଏହା ଦ୍ୱାରା ଅତର ଯୁକ୍ତ ଧଣିଆ ଧନକୁ ଚୁମ୍ବକ ପରି ଟାଣିଥାଏ | କାହିଁକିନା ଯେଉଁ ଅତରର ସୁଗନ୍ଧ ହୋଇଥାଏ ଏହାଦ୍ୱାରା ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଧଣିଆ ଧନର ଦେବୀ ମା ଲକ୍ଷ୍ମୀଙ୍କ ସୋରୁପ ହୋଇଥାଏ ଏତିପାଇଁ ଅତର ଲଗା ଧଣିଆ ଘରକୁ ଆଣି ଘରର ସମସ୍ତ ଦିଗରେ ଧନତେରସ ଦିନ ଫିଙ୍ଗିଦିଅନ୍ତୁ |
ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ ଜାଣିବା ସେହି ଦୁଇ ଗଛ ବିଷୟରେ ଯେଉଁ ମଧ୍ୟରୁ କୌଣସିବି ଗୋଟିଏ ଗଛ ଯଦି ଆପଣ ଆପଣଙ୍କ ଘରେ ଲଗେଇଦେବେ ତେବେ ଆପଣଙ୍କ ଘରେ ଅର୍ଣ୍ଣ ଧନର ବୃଦ୍ଧି ହୋଇଥାଏ ପ୍ରଥମ ଗଛ ଅଟେ ବିଷ୍ଣୁ କମଳ ଏମିତି ମାନାଯାଇଥାଏ ଯେଉଁ ଘରେ ଏହି ବିଷ୍ଣୁ କମଳର ଗଛ ଥାଏ ସେହି ଘରେ ସବୁ ପ୍ରକାର ଭୌତିକ ସୁଖର ବାସ ହୋଇଥାଏ ବିଷ୍ଣୁ କମଳ ଧନତେରସ ଦିନ ଘରେ ଲଗାଇବା ଅତି ଉତ୍ତମ ମାନାଯାଇଥାଏ ଏହି ଗଛ ଘରେ ରହିଲେ ମା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘରକୁ ଟାଣି ହୋଇ ଆସିଥାନ୍ତି |
ଯଦି ଆପଣ ଚାହିଁବେ ଘରେ ଲକ୍ଷ୍ମୀ କମଳ ଗଛ ଲଗେଇପାରିବେ ଲକ୍ଷ୍ମୀ କମଳର ଗଛବି ବିଷ୍ଣୁ କମଳ ପରି ହୋଇଥାଏ ଏହି କମଲାରେ ମଲକ୍ଷ୍ମୀଙ୍କର ଶକ୍ତି ଏବଂ ସୋରୂପ ବସିଥାଏ ଏହାବି ବିଷ୍ଣୁ କମଳ ପରି ପବିତ୍ର ମାନାଯାଇଥାଏ ଏହାର ତଳେ ନିତ୍ୟ ଦୀପ ଯଦି ଜଳାଯାଏ ତେବେ ଆପଣଙ୍କ ଧନର ଅଭାବ ରହିବ ନାହିଁ | ଆପଣ ଚାହିଁଲେବି ଏହି ଦୁଇଟି ଗଛକୁ ଏକା ଜାଗାରେ ଲଗେଇ ପାରିବେ ଯାହାଦ୍ୱାରା ଏମାନଙ୍କର ପ୍ରଭାବ ହଜାର ଗୁଣ ବାଡ଼ିଯାଇଥାଏ |