ନମସ୍କାର ଦର୍ଶକବନ୍ଧୁ ମଙ୍ଗଳବାରକୁ ପ୍ରଭୁ ହନୁମାନଙ୍କ ବାର ବୋଲି ମନାଯାଏ ଆଉ ଏହି ଦିନ ପ୍ରଭୁ ବଜରଙ୍ଗ ବାଲିଙ୍କ ଦିନ ହୋଇଥିବାରୁ ବହୁତ ଖାସ ବୋଲି ମନାଯାଇଥାଏ କାରଣ ଏହି ଦିନରେ ସହ ମନରେ କରାଯାଇଥିବା ପୂଜା ନିଶ୍ଚୟ ଫଳ ପ୍ରଦ ହୋଇଥାଏ ଶାସ୍ତ୍ରରେ ମଧ୍ୟ ଏହି ଦିନ ବିଷୟରେ ବର୍ଣ୍ଣିତ ଅଛି ଏହା ମଧ୍ୟ କୁହାଯାଇଛି କି ଥରେ ଭଗବାନ ହନୁମାନଙ୍କୁ ମାତା ସୀତା ଆଶୀର୍ବାଦ ଦେଇଥିଲେ କି ଭଗବାନ ହନୁମାନ କଳିଯୁଗରେ ମଧ୍ୟ ଅମର ରହିବେ |
ଯେଉଁ ଭକ୍ତ ଭଗବାନ ହନୁମାନଙ୍କୁ ସଫା ମନରେ ଓ ଭକ୍ତିର ସହିତ ଖାଲି ମନରେ ସ୍ମରଣ କରିଥାଏ ତ ତାଙ୍କ ଦୁଃଖ ତୁରନ୍ତ ଦୂର ହୋଇଥାଏ ବନ୍ଧୁଗଣ ଆଜି ମଧ୍ୟ ଭଗବାନ ହନୁମାନ ଅଜୟ ଅମର ତଥା ମଙ୍ଗଳବାର ଦିନ ତାଙ୍କ ପୂଜା କଲେ ନିଶ୍ଚିତ ଭାବରେ ଶୁଭପହଲ ମିଳିଥାଏ |
ସେଥିପାଇଁ ବନ୍ଧୁଗଣ ଆଜିର ବିଷୟରେ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବି ଯେଉଁ ଉପାୟ କରିବା ଦ୍ୱାରା ଭକ୍ତମାନଙ୍କ ମନସ୍କାମନା ଭଗବାନ ହନୁମାନ ବହୁତ ଜଲ୍ଦି ଶୁଣି ଥାଆନ୍ତି ଏବଂ ପୂରଣ କରିଥାଆନ୍ତି |ବନ୍ଧୁଗଣ ସେହି ଉପାୟଟି ହେଉଛି ମଙ୍ଗଳବାର ଦିନ ସନ୍ଧ୍ୟାରେ ଯଦି କୌଣସି ବ୍ୟକ୍ତି ହନୁମାନ ଚାଳିଶା ପାଠ କରେ |
ଭଗବାନ ହନୁମାନଙ୍କୁ ବୁନ୍ଦିଆ ପ୍ରସାଦ ରୂପରେ ଚଢ଼ାନ୍ତି ଆଉ ବଳିଥିବା ପ୍ରସାଦକୁ ଗରିବ ଛୁଆଙ୍କ ମଧ୍ୟରେ ବାଣ୍ଟନ୍ତି ତ ସେହି ବ୍ୟକ୍ତିଙ୍କୁ କୌଣସି ବି ଭୟ ରହିବ ନାହିଁ ଭଗବାନ ହନୁମାନ ସବୁ ପରିସ୍ଥିତିରେ ତାଙ୍କ ସହିତ ରହିବେ |
ଯଦି କିଛି ଦିନ ହେଲା ଆପଣ ଟେନ୍ସନରେ ରହୁଛନ୍ତି ପ୍ରୋବ୍ଲେମ ଆପଣଙ୍କ ପିଛା ଛାଡୁ ନାହିଁ ତାହେଲେ ସନ୍ଧ୍ୟା ସମୟରେ ଭଗବାନ ହନୁମାନଙ୍କ ପାଦ ତଳେ ଫିଟିକିରି ଚଢାନ୍ତୁ ଏହା ଦ୍ୱାରା ଆପଣଙ୍କୁ ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳିଯିବ |