ଏବେ ଏବେ ପାଣିପାଗ ବିଭାଗ ଦେଲା ବଡ଼ Update ,ପୁଣି ଓଡିଶାକୁ ମାଡ଼ି ଆସୁଛି ବଡ଼ ଲଘୁଚାପ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ ଆସୁଛି ବଡ଼ ବର୍ଷା ତିନିଦିନ ବର୍ଷିବ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ଏପଟେ ଥରାଇବ ଏପଟେ ବର୍ଷିବ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ବଙ୍ଗୋପସାଗରରେ ଆସୁଥିବା ଜଳୀୟ ବାସ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ନଭେମ୍ବର 1 ରୁ 3 ତାରିକ ଯାଏ |

ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଭୁବନେସ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି ତେବେ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ 10 ମିଲିମିଟର ବର୍ଷା ହେବା ନେଇ ରେକର୍ଡ କରାଯାଛି |

ତେବେ ମୟୁରଭଞ୍ଜରେ 6 ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି ସେହିପରି ରାତ୍ରିରେ ତାପମାତ୍ରା ମଧ୍ୟ ପରିବର୍ତ୍ତନ ହୋଇଛି କେତେକ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଶୀତ |କନ୍ଧମାଳ ଜିଲ୍ଲା ଏବଂ ଉଦୟଗିରି ଠାରେ ରାତ୍ରିରେ ତାପମାତ୍ରା 13 ଡିଗ୍ରୀ ସେଲସିୟସ ରହିଛି |

ଫୁଲବାଣୀ ,କୋରାପୁଟ ଏବଂ ଦାରିଙ୍ଗବାଡିରେ ତାପମାତ୍ରା 14 ଡିଗ୍ରୀ ରହିଛି ,ଅନୁଗୁଳ ଏବଂ ଭବାନୀ ପାଟଣାରେ 16 ଡିଗ୍ରୀ ,ସୋନପୁରରେ 16.9 ଡିଗ୍ରୀ ଏବଂ ରାଉରକେଲାରେ ତାପମାତ୍ରା 18.2 ଡିଗ୍ରୀ ରହିଛି |

Leave a Reply

Your email address will not be published. Required fields are marked *