ଧନତେରସ ଦିନ କାହାକୁ କିଛି ନକହି ଚୁପଚାପ ଘରକୁ ଆଣନ୍ତୁ ଏହି ଜିନିଷ ,ଧନର ହେବ ବର୍ଷା ମାତା Lakhmi ଙ୍କ କୃପାରୁ କୋଟି ପୁଣ୍ୟ ପ୍ରାପ୍ତି ହେବ

ନମସ୍କାର ଦର୍ଶକବନ୍ଧୁ ଧନତେରସା ଦିନ ଘରକୁ ନେଇ ଆସନ୍ତୁ ଏହି ପାଞ୍ଚୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷ ସାରା ବର୍ଷୁଥିବ ଘରେ କେବେ ଆପଣଙ୍କ ଧନର କମି ରହିବ ନାହିଁ |ବନ୍ଧୁଗଣ ଏବେ ପର୍ବ ପର୍ବାଣିର ଦିନ ଆରମ୍ଭ ହୋଇଗଲାଣି ଏବଂ ପାଞ୍ଚଦିନ ଧରି ଚାଲୁଥିବା ଏହି ଦୀପାବଳି ପର୍ବରେ ଯେଉଁ ଧନତେରାସ ଦିନଟି ଥାଏ ତାହାକୁ କିଣାକିଣିର ଦିନ ବୋଲି ମନାଯାଇଥାଏ ବହୁତ ଭଲ ଶୁଭ କାର୍ଯ୍ୟ ବୋଲି ମନାଯାଇଥାଏ |ସୁନା ଚାନ୍ଦି ଲୋକମାନେ କିଣି ଥାଆନ୍ତି କିନ୍ତୁ ଆପଣ ଯଦି ସୁନା ଚାନ୍ଦି ଛଡ଼ା ଏହି ସବୁ ଜିନିଷକୁ କିଣନ୍ତି ତେବେ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ନିଜେ ବିଜେ କରିବେ ଏବଂ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବାରେ ଲାଗିବ |

ବନ୍ଧୁଗଣ ଧନତେରାସ ଠାରୁ ଦୀପାବଳି ପର୍ଯ୍ୟନ୍ତ ଏହି ପାଞ୍ଚଦିନ ଲୋକମାନେ ବହୁତ କିଛି ପ୍ରସ୍ତୁତ କରନ୍ତି ପ୍ରତ୍ୟକ ଧନତେରସା ଦିନ କିଣାକିଣି ନିଶ୍ଚିତ କରନ୍ତି କାରଣ କୁହାଯାଏ ଯେ ଏହି ଦିନ ଯଦି ଆପଣ କିଛି କିଣନ୍ତି ତ ଆପଣ ଏହା ଦ୍ୱାରା ଘରକୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦକୁ ନେଇ ଆସନ୍ତି ପରମ୍ପରା ଅଛି ଯେ ଧନତେରସା ଦିନ ସୁନା କିଣିବା ପରମ୍ପରାରେ ରହିଅଛି |ତେବେ ଆସନ୍ତୁ ଜାଣିବା ଧନତେରସା ଦିନ କେଉଁ ଜିନିଷ କିଣିବା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଏବଂ କୁବେରୁ ମହାରାଜ ଆପଣଙ୍କ ଉପରେ ପ୍ରସନ୍ନ ହେବେ |

ଯଦି ଆପଣ ଧନତେରସା ଦିନ କଇଁଛର ମୁଦି ଚାନ୍ଦିରେ ତିଆରି କରି ଅନାମିକା ଆଙ୍ଗୁଳିରେ ପିନ୍ଧିବେ ତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ଯଦି ଆପଣ ଚାନ୍ଦିର କିଣି ପାରୁ ନାହାଁନ୍ତି ତାହେଲେ ଆପଣ ପିତଳର ମଧ୍ୟ କିଣିପାରିବେ ତ ଏହା ଥିଲା ପ୍ରଥମ ଜିନିଷ |

ଦ୍ୱିତୀୟରେ ହେଲା ଆପଣ ଧନତେରସା ଦିନ ମା ଲକ୍ଷ୍ମୀ ଏବଂ ଭଗବାନଙ୍କ ଫୋଟ କିମ୍ବା ମୂର୍ତ୍ତି ଆଣନ୍ତୁ ଏଥି ଦ୍ୱାରା ଆପଣଙ୍କ ମଙ୍ଗଳ ହେବ |ତୃତୀୟଟି ହେଲା ମୟୁର ପଙ୍ଖ ଏହାକୁ ବହୁତ ଶୁଭ ମନାଯାଇଥାଏ ଆପଣ ଏହି ମୟୁର ପଙ୍ଖକୁ ମୁଖ୍ୟ ଦ୍ୱାରରେ ଲଗାଇ ଦିଅନ୍ତୁ କିମ୍ବା ଆପଣଙ୍କ ଘରେ ଯେଉଁଠି ଭଗବାନ କୃଷ୍ଣଙ୍କ ଫୋଟ କିମ୍ବା ମୂର୍ତ୍ତିକୁ ରଖିଛନ୍ତି ସେଠାରେ ଲଗାଇ ଦିଅନ୍ତୁ ଏଥି ଦ୍ୱାରା ଧନର ବର୍ଷା ହେବ ସବୁବେଳେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବ |

ଚତୁର୍ଥରେ ରହିଛି ଧନତେରସା ଦିନ ଆପଣ ଶଙ୍ଖ ଆଣନ୍ତୁ ଶଙ୍ଖକୁ ବହୁତ ଶୁଭ ବିଚାର କରାଯାଏ |ପଞ୍ଚମ ଜିନିଷଟି ହେଲା ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଆପଣ ଏହାକୁ ପୂଜା ସ୍ଥାନରେ ରଖନ୍ତୁ ବା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ଦିଅନ୍ତୁ ଘରେ ଧନର କମି କେବେ ହେଲେ ହେବ ନାହିଁ |ଧନତେରସା ଦିନ ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମଫୁଲ ନେଇ ଆସନ୍ତୁ ଏହା ଦ୍ୱାରା ମା ଲକ୍ଷ୍ମୀ ଖୁସି ହୁଅନ୍ତି |

ଆପଣ ଧନତେରସା ଦିନ ଯେଉଁ ବି ଜିନିଷ ଆଣିବେ ଦୀପାବଳି ଦିନ ତାହାକୁ ନିଶ୍ଚିତ ଭାବରେ ପୂଜା କରନ୍ତୁ |ଏହି ଦିନ ବହୁତ ଲୋକମାନେ ଝାଡୁ ମଧ୍ୟ କିଣନ୍ତି ଝାଡ଼ୁକୁ ବହୁତ ମହତ୍ବପୂର୍ଣ୍ଣ ମନା ଯାଇଥାଏ ଏହି ଦିନ ଆପଣ ଝାଡୁ କିଣି ଦୀପାବଳି ଦିନ ପୂଜା କଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷିବ କାରଣ ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ |

ଏହି ଧନତେରସ ଦିନ ଆପଣ ଚାହିଁଲେ କଉଡ଼ିକୁ ମଧ୍ୟ ଆଣି ପାରିବେ ପାଞ୍ଚରୁ ସାତୋଟି କଉଡ଼ି ଆଣନ୍ତୁ ଏହାକୁ ମା ଲକ୍ଷ୍ମୀଙ୍କୁ ଅର୍ପିତ କରି ଦୀପାବଳି ଦିନ ପୂଜା କରନ୍ତୁ ତ ଆପଣଙ୍କ ଘରେ କେବେ ବି ଧନର କମି ହେବ ନାହିଁ ଆପଣ ଏହାକୁ ଘରକୁ ଆଣନ୍ତୁ ଏବଂ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରନ୍ତୁ |

Leave a Reply

Your email address will not be published. Required fields are marked *