ବାଛନ୍ତୁ ଆପଣଙ୍କ ହୃଦୟକୁ ଛୁଇଁଲା ଭଳି ଗୋଟିଏ ପାରା ଓ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ଭବିଷ୍ୟତକୁ ନେଇ ତାଙ୍କ ମନରେ କଣ ରହିଅଛି

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଆପଣଙ୍କ ପାଇଁ ବହୁତ ଉପକାରୀ ବିଷୟଟିଏ ଏହି ବିଷୟଟି ଆପଣଙ୍କ ଜୀବନରେ ଆଣିବ ବହୁତ ଶୁଭ ପରିବର୍ତ୍ତନ ତ ଏହାକୁ ଆପଣ ନିଶ୍ଚିତ ଭାବରେ ଦେଖନ୍ତୁ |ଏହି ବିଷୟଟି ପ୍ରଶ୍ନ ଭବିଷ୍ୟ ଉପରେ ଆଧାରିତ ଆପଣ କାହାର ନାମ ଚିନ୍ତା କରି ଗୋଟିଏ ପାରା ବାଛନ୍ତୁ ବା କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଅଛି ତ ବିଷୟଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ |ତ ଏହି ବିଷୟରେ ଆମେ ଜାଣିବା ଆପଣଙ୍କ ଭବିଷ୍ୟତ ,ବର୍ତ୍ତମାନ ଏବଂ ଆଗକୁ କିପରି ସବୁ ସମୟ ଆପଣଙ୍କ ରହିବ କଣ ସବୁ ପରିବର୍ତ୍ତନ ଆସିବ ଆପଣଙ୍କ ଜୀବନରେ |ଆପଣଙ୍କ ଆର୍ଥିକ କ୍ଷେତ୍ର ପାରିବାରିକ କ୍ଷେତ୍ର ଏବଂ ଆପଣଙ୍କ ନିଜସ୍ୱ ବ୍ୟକ୍ତିଗତ ଜୀବନ ଏବେ ସ୍ଥିତି ଆପଣଙ୍କ କଣ ଅଛି ଆଗକୁ କିପରି ରହିବ ତ ସବୁ କିଛି ଆପଣ ଏହି ବିଷୟରେ ଜାଣିପାରିବେ |ଆପଣ ଯେଉଁ ଟୋନିତ ପାରା ଦେଖୁଛନ୍ତି ତା ମଧ୍ୟରୁ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ପାରା ଏବଂ ଜାଣନ୍ତୁ ନିଜ ଭବିଷ୍ୟତ |

ପ୍ରଥମ ପାରା -ଆପଣ ଯଦି ପ୍ରଥମ ନମ୍ବର ପାରାଟି ବାଛିଛନ୍ତି ଯାହାକି ଧୂସର ରଙ୍ଗର ପାରାକୁ ବାଛିଛନ୍ତି ତ ଜାଣନ୍ତୁ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ମଧ୍ୟମ ଫଳ ଦାୟକ ଦଶା ଆପଣଙ୍କ ପଡ଼ିଛି ସୁଖ ଦୁଃଖ ମିଶ୍ରିତ ଫଳ ପାଇବେ ପରେ ଆପଣଙ୍କ ସବୁ ସଙ୍କଟ ଦୂର ହେବ |ରୋଜଗାର ବିଶେଷ ଭାବରେ ଆପଣଙ୍କ ହେବ ଧନର ଚିନ୍ତା ରହିବ ନାହିଁ ପାରିବାରିକ ସୁଖ ସୌଭାଗ୍ୟ ଫଳ ମିଳିବ ତେବେ ଆପଣ ଗୋଟିଏ କାର୍ଯ୍ୟ କରନ୍ତୁ ଆପଣଙ୍କ ଜଣାଥିବା ଜଣେ ଜ୍ଞାନୀ ପଣ୍ଡିତଙ୍କ ଆଶ୍ରୟ ନିଅନ୍ତୁ ଓ ସେ ଜାତକରୁ ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତର ଫଳ ସୁନିଶ୍ଚିତ ଭାବରେ କହିଦେବେ |ଆପଣଙ୍କ ଘରର କୌଣସି କଥାକୁ ନେଇ ବହୁତ ଚିନ୍ତିତ ଥିଲେ ତାହା ସବୁ ଏବେ ଆପଣଙ୍କ ଦୂର ହେବ ଅଶୁଭ ସମୟ ପରେ ଆପଣଙ୍କ ଶୁଭ ସମୟ ଆସି ଯାଇଛି |ଆପଣଙ୍କ ମନ୍ଦ ଦଶା ସମାପ୍ତ ହେତୁ ଆପଣଙ୍କ ଭଲ ଫଳ ମିଳିବ ପରିବର୍ତ୍ତେ ଆପଣଙ୍କୁ ଆଉ ଚିନ୍ତା କୁଲ ପରିସ୍ଥିତିରେ ଯିବାକୁ ପଡ଼ିବ ନାହିଁ |

ଦ୍ୱିତୀୟ ପାରା -ଆପଣ ଯଦି ଦୁଇ ନମ୍ବର ସଂଖ୍ୟାର ପାରାଟିକୁ ବାଛିଛନ୍ତି ତେବେ ସେ କଣ କହୁଛି ଆପଣଙ୍କ ବିଷୟରେ ଆପଣଙ୍କ ମନ କଥା ଆମେ ଜାଣି ପାରୁଛୁ ଆପଣ ଜଣେ ସୈତାନ ମଣିଷ ହାବୁଡ଼ରେ ପଡ଼ି ଯାଇଥିଲେ |ସମୟ ଆପଣଙ୍କୁ ସେଥିରେ ସାଦ ଦେଲା ମିତ୍ର ପରିଜନ ମାନେ ଏବେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଶତ୍ରୁ ଆପଣଙ୍କ ବଢି ଯାଉଛନ୍ତି ରାଜ କାର୍ଯ୍ୟରେ ବିସ୍ପଳତା ମିଳୁଛି ସମସ୍ତ ଲାଭ କାର୍ଯ୍ୟରେ କ୍ଷତି ମିଳୁଛି ଯେତେ ପରିମାଣରେ ଖର୍ଚ୍ଚ କରିଲେ ମଧ୍ୟ ଆପଣଙ୍କୁ କ୍ଷତି ସହିବାକୁ ପଡୁଛି ପରିବାର ବର୍ଗ ଲୋକ ଆପାଣଙ୍କୁ ଅଧିକ କ୍ଷତି କରାଉଛନ୍ତି |ଆପଣ ତାଙ୍କ କଥା ବିଲକୁଲ ଶୁଣିବେ ନାହିଁ ଶୁଭ ସମୟ ଆପଣଙ୍କ ନିକଟରେ ଯେଉଁଦିନ ଆପଣଙ୍କ ଶୁଭ କାର୍ଯ୍ୟର ଆରମ୍ଭ ହେବ ସେଦିନ ଆପଣଙ୍କ ମଙ୍ଗଳବାର ହୋଇଥିବ |

ତୃତୀୟ ପାରା -ଆପଣ ଯଦି ହଳଦିଆ ରଙ୍ଗର ପାରା ଟିକୁ ବାଛିଛନ୍ତି ତେବେ ଆପଣ ସବୁ ପଛ କଥାକୁ ଭୁଲି ଯାଆନ୍ତୁ ଆପଣଙ୍କ ସୁଖର ସମୟ ଆସିଛି ବିକାଶ ବେସନ ଆପଣଙ୍କୁ ପରମ ଶାନ୍ତିରେ ମିଳିବ |ଯେଉଁ କଥାକୁ ନେଇ ଆପଣ ବହୁତ ଚିନ୍ତିତ ଥିଲେ ତାହା ସହଜରେ ସମାଧାନ ହୋଇଯିବ ଆଜି ଯାଏ ଗୋଟିଏ ମନ୍ଦ ଦଶା ଚାଲିଥିଲା ଏଯାଏଁ ଗୁଡ଼ିତ ଫଳ ଆପଣ ଆସିଛନ୍ତି |ଆଉ ଚିନ୍ତା କରନ୍ତୁ ନାହିଁ ଶୁଭ ସମୟ ଆପଣଙ୍କ ସପକ୍ଷରେ ଏଥର ନାରୀ ମାନଙ୍କ ଚିନ୍ତାରେ ଆପଣ ବିଭବ ହୋଇଯିବେ ଶତ୍ରୁମାନେ ପରାଜୟ ବରଣ କରିବେ ଶତ୍ରୁମାନେ ମିତ୍ର ହୋଇଯିବେ ରାଜ କାର୍ଯ୍ୟରେ ଶୁଭ ଖବର ଆପଣଙ୍କୁ ନିଶ୍ଚିତ ମିଳିବ |ଗୋଟିଏ କଥା ମନେ ରଖନ୍ତୁ ଯେଉଁ ବ୍ୟକ୍ତି ମନ୍ତ୍ର ତନ୍ତ୍ର କାମ କରନ୍ତି ତାଙ୍କ ପାଖକୁ ଭୁଲରେ ମଧ୍ୟ ଯାଆନ୍ତୁ ନାହିଁ ଯେତେ ଦୂର ସମ୍ଭବ ଭଗବାନଙ୍କ ଦର୍ଶନ କରନ୍ତୁ |

Leave a Reply

Your email address will not be published. Required fields are marked *