ନମସ୍କାର ବନ୍ଧୁଗଣ ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ ନିଜ ବାହୁ ଉପରେ ମୁଣ୍ଡ ରଖି ପେଟେଇ ଶୋଇଥାଆନ୍ତି ଏହିଭଳି ଲୋକମାନଙ୍କୁ ସେକ୍ସ୍ ସ୍ବପ୍ନ ଆସିବାର ଅଧିକ ସମ୍ଭାବନା ଥାଏ ସାଇକୋଲୋଜି କହିଥାଏ ସ୍ତ୍ରୀର ଅନୁଚିତ୍ ବ୍ୟବହାର ଖରାପ ଶବ୍ଦର ପ୍ରୟୋଗ ସ୍ୱାମୀକୁ ନିଜ ଜାଗା ନ ଦେବା ଏହି କାରଣ ପାଇଁ ସ୍ବାମୀ ଜଲ୍ଦୀ ବୁଢ଼ା ହୋଇଯାଇଥାଏ |
ମନ ବିଜ୍ଞାନ ଅନୁସାରେ ଯେଉଁ ମହିଳା ଆପଣଙ୍କ ଉପରେ ରାଗିଥାନ୍ତି ଅଭିମାନ କରିଥାନ୍ତି ତେବେ ବୁଝି ଯାଆନ୍ତୁ କି ସେ ଆପଣଙ୍କ ଠାରୁ ଆହୁରି ଅଧିକ ଭଲ ପାଇବା ଆବଶ୍ୟକ କରୁଛନ୍ତି ଓ ଆପଣଙ୍କୁ ବୋହୁତ ଭଲ ମଧ୍ୟ ପାଉଛନ୍ତି ସାଇକୋଲୋଜି ଅନୁସାରେ ପୁରୁଷ ଯେତେବେଳେ ମହିଳାମାନଙ୍କ ଠାରୁ ହାରିବାକୁ ଲାଗନ୍ତି |
ତେବେ ସେ ପ୍ରଥମ ଆକ୍ରମଣ ତାଙ୍କ ଚରିତ୍ର ଉପରେ କରିଥାନ୍ତି ସାଇକୋଲୋଜି କହିଥାଏ ଏମିତି ମହିଳା ଭିତରେ ସେକ୍ସ୍ ଭୋକ ସବୁଠାରୁ ଅଧିକ ଥାଏ ଯିଏ ପୁଅମାନଙ୍କୁ ସବୁବେଳେ ଖରାପ ନଜରରେ ଦେଖିଥାଏ ଓ ତାଙ୍କ ସହିତ ଖରାପ ଇଶାରାରେ କଥା ହୋଇଥାଏ |
ମନ ବିଜ୍ଞାନ କହିଥାଏ ଯେଉଁ ପୁରୁଷ ମାନଙ୍କ ଛାତିରେ ଅଧିକ ବାଳ ଥାଏ ସେମାନେ ଅଧିକ ବୁଦ୍ଧିମାନ ଓ ତାଙ୍କ ପାଖରେ ଅଧିକ ପୁରୁଷ ପଣିଆର ତାକତ୍ ଥାଏ ସାଇକୋଲୋଜି କହିଥାଏ ଝିଅମାନେ ପୁଅ ମାନଙ୍କ ତୁଳନାରେ ଅଧିକ ଭାବୁକ ହୋଇଥାନ୍ତି ଏହି କାରଣ ପାଇଁ ପୁଅ ମାନଙ୍କ ତୁଳନାରେ ଝିଅମାନେ ଅଧିକ ଦୁଃଖୀ ହୋଇଥାନ୍ତି |