ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଯଦି ପିଲାମାନଙ୍କ ପାଠ ମନେ ରହୁ ନାହିଁ ତେବେ ଆପଣ କଣ କରିବେ ଯଦି ପିଲାମାନଙ୍କ ପାଠ ମନେ ରହୁନାହିଁ ତେବେ ସେମାନେ ରେଜଲ୍ଟ ବହୁତ ଖରାପ କରିଥାଆନ୍ତି ଆସନ୍ତୁ ଜାଣିବା କେଉଁ ସବୁ ଉପାୟ କରିବା ଦ୍ୱାରା ପିଲାଙ୍କ ପାଠ ଶୀଘ୍ର ମନେ ରହିବ ଏବଂ ରେଜଲ୍ଟ ଭଲ କରିବେ |ପ୍ରଥମେ ଆମେ ସବୁଦିନ ବହି ଧରି ପାଠ ପଢିବା ପାଇଁ ଚେଷ୍ଟା କରିବା ଏଥିପାଇଁ ଆମକୁ ଏକ ନିର୍ଦିଷ୍ଟ ସମୟ ସ୍ଥିର କରିବାକୁ ପଡ଼ିବ |
ଯେଉଁ ସମୟରେ ପାଠ ପଢିବା ଦ୍ୱାରା ଆମ ପାଠ ମନେ ରହିବ ଏବଂ ଏହି ସମୟ ଆମେ ଏମିତି ଭାବରେ ସ୍ଥିର କରିବା ଯେମିତିକି ଆମେ ଏହି ସମୟରେ ସବୁଦିନ ପାଠ ପଢି ପାରୁଥିବା ପାଠ ପଢ଼ିବାର ସବୁଠାରୁ ଭଲ ସମୟ ହେଉଛି ସକାଳ ସମୟ ଏହି ସମୟରେ ପରିବେଶ ଶାନ୍ତ ଥାଏ ତେଣୁ ପାଠ ମନେ ରଖିବା ବହୁତ ସହଜ ହୋଇଥାଏ |ଆପଣ ଯେତେ ସମ୍ଭବ ହେବ ଆପଣମାନଙ୍କ ପିଲାଙ୍କ ସକାଳ ସମୟରେ ପାଠ ପଢ଼ାଇବା ପାଇଁ ଚେଷ୍ଟା କରନ୍ତୁ |
ରାତିରେ କେବେ ହେଲେ ଅଧିକ ସମୟ ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ପାଠ ପଢାନ୍ତୁ ନାହିଁ କାରଣ ରାତିରେ ପାଠ ପଢିବା ଦ୍ୱାରା ପାଠ ମନେ ରହିନଥାଏ |ପାଠ ମନେ ରଖିବା ପାଇଁ ପ୍ରତ୍ୟକ ଦିନ ବ୍ୟାୟାମ କରିବାକୁ ପଡ଼ିବ ଏହା କରିବା ଦ୍ୱାରା ଆମ ବଡି ସହିତ ଆମ ବ୍ରେନ ରିଲାକ୍ସ ହୋଇଥାଏ ଏବଂ ଆମେ ଯାହା ପାଠ ପଢିଥାଉ ତାହା ଶୀଘ୍ର ମନେ ରହିଥାଏ |
ପିଲାମାନଙ୍କ ସବୁବେଳେ ମୋବାଇଲ ଫୋନ ଠାରୁ ଦୂରେଇ ରଖନ୍ତୁ କାରଣ ମୋବାଇଲ ଫୋନ ଦ୍ୱାରା ଯେଉଁ ରେଡ଼ିଏସନ ପ୍ରଡ୍ୟୁସ ହୋଇଥାଏ ତାହା ଦ୍ୱାରା ପିଲାଙ୍କ ସ୍ମରଣ ଶକ୍ତି କମି ଯାଇଥାଏ |ଯେତେ ସମ୍ଭବ ହେବ ଆପଣଙ୍କ ପିଲାଙ୍କୁ ମୋବାଇଲ ଫୋନ ଠାରୁ ଦୂରେଇ ରଖନ୍ତୁ ଏବଂ ମୋବାଇଲ ଗେମ ଖେଳିବା ପାଇଁ ଦିଅନ୍ତୁ ନାହିଁ ଏହି ସବୁ ଉପାୟ କରିବା ଦ୍ୱାରା ପିଲାଙ୍କର ପାଠ ଶୀଘ୍ର ମନେ ରହିଥାଏ |